Updated: May 28, 2024, 20:10 IST

ଆସୁଛି ବହୁତ୍ ବଡ଼ ବର୍ଷା ଦେଖନ୍ତୁ ସତର୍କ ରୁହନ୍ତୁ ଏହିସବୁ ଜିଲ୍ଲା

Gh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ପାଣିପାଗକୁ ନେଇ ଆସିଥିବା ଖବର ସବୁ ପାଇ ପାରୁଛନ୍ତି । ଆପଣମାନେ ତ କାଳବୈଶାଖୀ ବର୍ଷା କଥା ଜାଣିଥିବେ । ଏବେ ଓଡ଼ିଶାରେ ହେବ ମୌସୁମୀ ବର୍ଷା । ଏହି ଦିନ ଠାରୁ ଓଡ଼ିଶାରେ ମୌସୁମୀ ବର୍ଷା ହେବ । ଏଥର ଓଡ଼ିଶାରେ ଭଲ ବର୍ଷା ହେବ । ଚାଷୀମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଆସିଛି ।
Gh
ଓଡ଼ିଶାକୁ ମାଡ଼ି ଆସୁଛି ବଡ ବର୍ଷା । ତୁହା କୁ ତୁହା ବର୍ଷା ହେବ ଆଉ ସାରା ଓଡ଼ିଶାକୁ ଭିଜାଇବ । ଏହି ବର୍ଷା ଦୁଇ ରୁ ତିନିଦିନ ପର୍ଯ୍ୟନ୍ତ ଲାଗି ରହିପାରେ । ଏହି ଅସରାଏ ବର୍ଷା ହେବ ବୋଲି ଏବେ ଖବର ଆସିଛି । ଏଥର ଓଡ଼ିଶାରେ ଭଲ ବର୍ଷା ହେବ ବୋଲି ସୂଚନା ମିଳିଛି ଯାହାକୁ ନେଇ ଏବେ ଚାଷୀମାନେ ବହୁତ ଖୁସି ଅଛନ୍ତି । ଆଉ ସେମାନଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଏଥର ସବୁଠାରୁ ଭଲ ବର୍ଷା ହେବ ଯାହାକୁ ଏବେ ଅପେକ୍ଷା କରିଛନ୍ତି ଲୋକମାନେ । 
Gh
ରାଜ୍ୟରେ ଭଲ ବର୍ଷା ନେଇ ଏବେ ଆସିଛି ଖବର । ମୌସୁମୀ ବର୍ଷା ଭଲ ହେଲେ ଚାଷୀ କାମ ବି ଭଲ ହେବ । ଏବେ ଚାଷୀମାନେ ନିଜର ହଳ କରିବାକୁ ହଳ ଲଙ୍ଗଳ ସହ ବିହନକୁ ପ୍ରସ୍ତୁତ କରି ରଖିଛନ୍ତି । ଏହି ଚାଷୀମାନେ ଏବେ ବହୁତ ଖୁସିରେ ଥିବାର ଜଣାପଡ଼ିଛି । ଅସରାଏ ବର୍ଷା ହେବା ପରେ ବିଲକୁ ବାହାରି ପଡିବେ ଚାଷୀମାନେ । ଏବେ ପ୍ରବଳ ଗରମ ଆଉ ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତି । ଏଥର କୃଷି କାର୍ଯ୍ୟ ହେଉଥିବା ରାଜ୍ୟ ଗୁଡ଼ିକରେ ଭଲ ବର୍ଷା ହେବ ବୋଲି ସୂଚନା ମିଳିଛି ।
ଛତିଶଗଡ, ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନ ରାଜ୍ୟରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ହେବ । ଜୁନ ମାସରେ ଏହି ମୌସୁମୀ ବର୍ଷା ହେବ ବୋଲି ଜଣାପଡିଛି । ଆସନ୍ତା ଚାରିଦିନ ଭିତରେ ମୌସୁମୀ ଭାରତକୁ ପ୍ରବେଶ କରିବ ବୋଲି ଖବର ଆସିଛି । ଏବେ ଏହି ମୌସୁମୀ ବର୍ଷା କେରଳ ରାଜ୍ୟ ଛୁଇଁଛି । ଏହି ମୌସୁମୀ ବର୍ଷା ଆଉ ଚାରି ରୁ ପାଞ୍ଚ ଦିନ ଭିତରେ ଆସିବ ବୋଲି ସୂଚନା ମିଳିଛି । ଅଧିକ ପରିମାଣରେ ବର୍ଷା ସହ ଲୋକମାନେ ଆଶ୍ୱସ୍ତି ପାଇବେ ବୋଲି ଆଶା କରିଛନ୍ତି ।

Advertisement