Updated: Mar 9, 2025, 11:55 IST

ଭୋ ଭୋ ହୋଇ କାନ୍ଦୁଥିଲେ ବର୍ଷା ଜାଗୃତୀଙ୍କ ହାତରେ ନିର୍ବନ୍ଧ ମୁଦି ପିନ୍ଧାଇଲେ ଅନୁଭବ

Gg

ଆପଣମାନେ ସମସ୍ତେ ଓଲିଉଡ, ବଲିଉଡ୍ ଆଉ ସିନେମା ଜଗତକୁ ନେଇ ଆସୁଥିବା ଖବର ବିଷୟରେ ଜାଣି ପାରୁଥିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଖବରକୁ ନେଇ ଚର୍ଚ୍ଚା ହେଉଛି । ଆପଣମାନେ ସମସ୍ତେ ତ ଅଭିନେତା ଅନୁଭବଙ୍କ ବିଷୟରେ ଆସିଥିବା ଖବର ଜାଣିଥିବେ । ଅଭିନେତା ଅନୁଭବ ମହାନ୍ତି ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି । ସେ ତାଙ୍କ ବାନ୍ଧବୀ ଜାଗ୍ରତୀ ଶୁକ୍ଳାଙ୍କୁ ବିବାହ କରିବାକୁ ଯାଉଛନ୍ତି ।
Gg
ତାଙ୍କର ନିର୍ବନ୍ଧ ସରି ଯାଇଛି ବୋଲି ଖବର ଆସିଛି । ଏବେ ଏହି ଖବର ସାରା ଓଡ଼ିଶାରେ ଚର୍ଚ୍ଚା ହେଉଛି । ଏହି ଖବର ଶୁଣି ଏବେ ଅଭିନେତା ଅନୁଭବ ମହାନ୍ତିଙ୍କ ପ୍ରଥମ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କରି କାନ୍ଦୁଛନ୍ତି । ଏବେ ଏହି ଖବର ସାମ୍ନାକୁ ଆସିଛି । ୨୦୧୪ ମସିହା ଫେବୃଆରୀ ୮ ତାରିଖ ଦିନ ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେମାନେ ୯ ବର୍ଷ ହେଲା ଏକାଠି ରହିଥିଲେ ଆଉ ଏବେ ସେମାନେ ଅଲଗା ହୋଇ ଯାଇଛନ୍ତି ।
Gg
ଅନୁଭବ ଏବଂ ଜାଗ୍ରତିଙ୍କ ନିର୍ବନ୍ଧ ସରିଛି । ଆଉ ଏହି ଖବରକୁ ନେଇ ବର୍ଷା ମନେ ମନେ କାନ୍ଦି ପକାଉଛନ୍ତି । ଅଭିନେତ୍ରୀ ବର୍ଷା ମନ ଦୁଃଖ କରିଛନ୍ତି । ଅଭିନେତ୍ରୀ ବର୍ଷା ଏବଂ ଅନୁଭବ ମହାନ୍ତିଙ୍କର ଛାଡ଼ପତ୍ର ହୋଇ ଯାଇଛି । ଛାଡ଼ପତ୍ର ପରେ ମଧ୍ୟ କୌଣସି ସ୍ତ୍ରୀ ଚାହେଁ ନାହିଁ ତାର ସ୍ଵାମୀ ଆଉ ଗୋଟିଏ ବିବାହ କରୁ ଠିକ୍ ସେମିତି ବର୍ଷା ମଧ୍ୟ ଏହି ଖବର ପାଇ ଦୁଃଖିତ ଅଛନ୍ତି । ୨୦୧୪ ମସିହାରୁ ଏକାଠି ହୋଇଥିଲେ ଅନୁଭବ ଆଉ ବର୍ଷା । ଅନେକ ପାରିବାରିକ କଳହ ପରେ ଏବେ ସେମାନେ ଅଲଗା ହୋଇ ଯାଇଛନ୍ତି । ଅନୁଭବ ଆଉ ବର୍ଷା ୨୦୨୩ ମସିହାରେ ଅଲଗା ହୋଇଗଲେ । 
ଅନୁଭବ ଏବେ ତାଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଲାଙ୍କୁ ବିବାହ କରିବାକୁ ଯାଉଛନ୍ତି । ଆଉ ନିକଟରେ ତାଙ୍କର ନିର୍ବନ୍ଧ ସରିଛି ବୋଲି ଖବର ଆସୁଛି । ଖବର ଆସିଛି କି ଆସନ୍ତା ୧୧ ତାରିଖରେ ଅନୁଭବ ମହାନ୍ତି ଆଉ ଜାଗ୍ରତି ଶୁକ୍ଳା ବିବାହ ବନ୍ଧନରେ ବାନ୍ଧି ହେବେ । ଏବେ ଏହି ଖବର ସାମ୍ନାକୁ ଆସିବା ପରେ ଅନୁଭବ ମହାନ୍ତିଙ୍କ ପ୍ରଥମ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମନେ ମନେ କାନ୍ଦୁଛନ୍ତି । କାରଣ ବର୍ଷା ଆଉ ଅନୁଭବ ୯ ବର୍ଷ ହେଲା ଏକାଠି ଥିଲେ । ଆଉ ଏବେ ଅଲଗା ହେବା ପରେ ତାଙ୍କ ସ୍ବାମୀ ତାଙ୍କ ଆଗରେ ଆଉ ଜଣଙ୍କ ହାତ ଧରିବାକୁ ଯାଉଛି ଆଉ ଏହି ଖବର ଆସିବା ପରେ ଏବେ ବର୍ଷା କାନ୍ଦୁଛନ୍ତି ବୋଲି ଚର୍ଚ୍ଚା ହେଉଛି ।

Advertisement