Updated: Jun 7, 2024, 19:04 IST

ଦିଲ୍ଲୀରେ ଯାଇ ଏହି ହୋଟେଲରେ ଲୁଛିଛନ୍ତି Vk Pandian ଦେଖନ୍ତୁ ବର୍ତ୍ତମାନ ଆସିଲା ଏହି ସମୟର ବଡ଼ ଖବର

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ରାଜନୀତି ବିଷୟରେ କିଛି ଖବର ଜାଣିପାରିବେ । ଆପଣମାନେ ସମସ୍ତେ ୨୦୨୪ ମସିହା ନିର୍ବାଚନକୁ ନେଇ ଆସିଥିବା ଖବର ସବୁ ଜାଣି ପାରୁଛନ୍ତି । ୨୦୨୪ ମସିହା ନିର୍ବାଚନରେ ବିଜେପି ଦଳ ବିଜୟ ଲାଭ କରିଥିବା ବେଳେ ବିଜେଡି ଦଳ ହାର ମାନିଛି 
Bh
ବିଜେଡି ଦଳର ପ୍ରଚାର ବିଜେଡି ଦଳର ସଚିବ ଭି କେ ପାଣ୍ଡିଆନ କରୁଥିଲେ । ସେ ଦିନରାତି ଏକ କରି ବିଜେଡି ଦଳ ପାଇଁ କାମ କରୁଥିଲେ । କିନ୍ତୁ ଏବେ ବିଜେଡି ଦଳ ହାରି ଯାଇଛି । ଏହି ଦଳ ହାରିବା ପରେ ଅନେକ ଓଡ଼ିଶାବାସୀ ଦୁଃଖରେ ଭାଙ୍ଗି ପଡିଛନ୍ତି । ଆଉ କିଛି ଲୋକ ଏନେଇ ଖୁସି ଅଛନ୍ତି । ଲୋକମାନେ ଏବେ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ଖୋଜୁଛନ୍ତି । କିନ୍ତୁ ସେ ଏହି ଭୋଟ ହେବା ପରଠାରୁ ଆଉ ଦେଖା ଦେଇ ନାହାନ୍ତି । ତାଙ୍କୁ ଓଡ଼ିଶାବାସୀ ଆଉ ଦେଖି ନାହାଁନ୍ତି । ସେ କେଉଁଆଡେ ଗଲେ ବୋଲି ଅନେକ ପ୍ରଶ୍ନ ଆସୁଥିବା ବେଳେ ଏବେ କିଛି ଖବର ସାମ୍ନାକୁ ଆସିଛି । 
Bb
ଦିଲ୍ଲୀ ପଳାଇଲେ ଭି କେ ପାଣ୍ଡିଆନ ବୋଲି ଖବର ଆସିଛି । ଏବେ ଏହାର ଭିଡିଓ ଫୁଟେଜ ଦେଖିବାକୁ ମିଳିଛି । ରାତାରାତି ଭୁବନେଶ୍ୱର ଛାଡ଼ି ପଳାଇଛନ୍ତି ଭି କେ ପାଣ୍ଡିଆନ । ବିଜେଡି ଦଳ ହାରିବା ପରଠାରୁ ଆଉ ଦେଖା ଦେଇ ନାହାନ୍ତି ଭି କେ ପାଣ୍ଡିଆନ ।
ପାଣ୍ଡିଆନ ସବୁବେଳେ ନବୀନ ପଟ୍ଟନାୟକଙ୍କ ସହିତ ରହିଥାନ୍ତି କିନ୍ତୁ ବିଜେଡି ଦଳର ଚରମ ପରାସ୍ତ ପରେ ଆଉ ତାଙ୍କର ଦେଖା ନାହିଁ । ଏବେ ସେ କୁଆଡେ ପଳାଇଛନ୍ତି ବୋଲି ଆସୁଛି ଖବର । ପାଣ୍ଡିଆନ ସବୁବେଳେ ନବୀନ ପଟ୍ଟନାୟକଙ୍କ ପାଖରେ ରହୁଥିବା ବେଳେ ଯେତେବେଳେ ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଉଥିଲେ ସେତେବେଳେ ସେ ସେଠାରେ ଏକା ଥିଲେ । 
ଗତକାଲି ନବ ନିର୍ବାଚିତ ବିଜେଡି ବିଧାୟକମାନେ ନବୀନଙ୍କୁ ଦେଖା କରିବାକୁ ନବୀନ ନିବାସ ଆସିଥିଲେ ସେତେବେଳେ ସେଠାରେ ଭି କେ ପାଣ୍ଡିଆନ ନଥିଲେ । ବିଜେଡିର ଆତ୍ମ ଅଧିକାରୀ ପାଣ୍ଡିଆନ କେଉଁଆଡେ ଗାୟବ ହୋଇ ଯାଇଛନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ସେ ଦିଲ୍ଲୀ ପଳାଇଛନ୍ତି ବୋଲି ଭିଡିଓ ଫୁଟେଜ ଆସିଛି । ବୁଧବାର ଦିନ ରାତିରେ ସେ ଦିଲ୍ଲୀ ପଳାଇଛନ୍ତି ଆଉ ଏକ ପାଞ୍ଚ ତାରକା ହୋଟେଲରେ ସେ ରହିଛନ୍ତି ବୋଲି ଜଣାପଡିଛି । ସେ କାହିଁକି ଦିଲ୍ଲୀ ଯାଇଛନ୍ତି ତାହାର କାରଣ ଜଣାପଡିନାହିଁ । ବିଜେଡିର ଚରମ ପରାଜୟ ପାଇଁ ଏବେ ତାଙ୍କୁ ଦାୟୀ କରାଯାଇଛି ।

Advertisement