Apr 21, 2024, 15:37 IST

ସ୍ତ୍ରୀ ମ-ଲା ପରେ ଜଣା ପଡିଲା ସ୍ୱାମୀର ଅସଲ ସତ ଦେଖନ୍ତୁ ସତ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ଅଞ୍ଚଳର ଖବର ପାଇ ପାରୁଛନ୍ତି ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଘଟଣା ବିଷୟରେ ଜାଣି ରଖନ୍ତୁ । ଜଣେ ଝିଅ ବିବାହ କରିବା ପୂର୍ବରୁ ଅନେକ କଥା ଭାବିଥାଏ । ସୁଖର ସଂସାର ଗଢ଼ିବ ବୋଲି ଅନେକ ସ୍ଵପ୍ନ ବି ଦେଖିଥାଏ ।
Bh
ଏଭଳି ଅନେକ ସ୍ଵପ୍ନ ନେଇ ମଧ୍ୟ ବିବାହ କରିଥିଲେ ସନ୍ତୋଷୀ ବାଉଳି । କିନ୍ତୁ ଏବେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ତାଙ୍କର ସନ୍ଦେହଜନକ ମୃ-ତ୍ୟୁ ହୋଇଥିଲା ବୋଲି ଖବର ଆସିଥିଲା ।
ଆଉ ପୋଲିସ ଏହାର ତଦନ୍ତ କରି ଅନେକ ତଥ୍ୟ ସାମ୍ନାକୁ ଆଣିଛି । ଏହି ଯୁବତୀ ଜଣଙ୍କୁ ତାଙ୍କ ନିଜ ସ୍ବାମୀ ମାରି ଦେଇଛନ୍ତି ବୋଲି ଖବର ଆସିଛି । ଏହି ସ୍ବାମୀ ଜଣକ ନିଶାସକ୍ତ ଅବସ୍ଥାରେ ସ୍ତ୍ରୀ ଜଣଙ୍କୁ ମାରିଛନ୍ତି ବୋଲି ସୂଚନା ମିଳିଛି । 
ପାରିବାରିକ କଲହରେ ଅଧିଷ୍ଟ ହୋଇ ଏହି ମହିଳା ଜଣଙ୍କର ସ୍ବାମୀ ତାଙ୍କୁ ମାରି ଦେଇଛନ୍ତି ବୋଲି ପୋଲିସ ସୂଚନା ଦେଇଛି । ୧୨ ବର୍ଷ ତଳେ ସନ୍ତୋଷୀ ପ୍ରେମ ବିବାହ କରିଥିଲେ । ଆଉ କିଛି ବର୍ଷ ଭଲରେ କଟିବା ପରେ ପାରିବାରିକ ଅଶାନ୍ତି ଲାଗି ରହିଥିଲା ।
Hh
ଗତ ୧୮ ତାରିଖରେ ସୁରେନ୍ଦ୍ର ବାହାରକୁ ଯାଇଥିଲା ଆଉ ଏହାପରେ ସେ ଯେତେବେଳେ ସେଠାରୁ ଫେରିଥିଲା ସେତେବେଳେ ଦେଖିଥିଲା ତାର ସ୍ତ୍ରୀ ମରିଯାଇଛି । ଏହାପରେ ସେ ତାର ଶଶୁର ଘରେ ଏହି ଖବର ଦେଇଥିଲା । ଆଉ ଶାଶୁ ଘରଲୋକେ ଏହାକୁ ବିଶ୍ୱାସ କରିନଥିଲେ ।
ସନ୍ତୋଷୀଙ୍କ ପରିବାର ତାଙ୍କ ଝିଅ ମରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଏହି ଘଟଣାର ତଦନ୍ତ କରିଥିଲା । ତଦନ୍ତ ପରେ ଜଣା ପଡ଼ିଥିଲା ତାଙ୍କ ସ୍ଵାମୀ ତାଙ୍କୁ ମାରି ଦେଇଛନ୍ତି ।
ସ୍ବାମୀ ଜଣଙ୍କୁ ଜେରା କରିବା ପରେ ଏହି କଥା ସାମ୍ନାକୁ ଆସିଥିଲା । ରାୟଗଡ଼ା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏବେ ଅଭିଯୁକ୍ତ ସ୍ବାମୀ ଜଣଙ୍କୁ ନେଇ ପୋଲିସ ସିନ ରିକ୍ରିଏସନ କରୁଛି । ଶବ ବ୍ୟବଚ୍ଛେଦ ପରେ ଏବେ ସନ୍ତୋଷୀକୁ ତାଙ୍କ ଘରଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

Advertisement