Apr 24, 2024, 06:43 IST

yipeee ନୁଡଲ ଭିତରୁ ବାହାରିଲା ୧୦ କୋଟି ର ହୀରା...ହୀରା ନେବାକୁ ଲୋକ ଙ୍କ ଭିତରେ ଠେଲା ପେଲା

Bb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜିକାଲି ପଇସା ପାଇଁ ଲୋକମାନେ କିଛି ବି କରିବାକୁ ପ୍ରସ୍ତୁତ ଅଟନ୍ତି। ସେଥିପାଇଁ ଲୋକମାନେ ଏବେ ଠକାମୀ ଓ ଚୋରି ର ନୁଆ ନୁଆ ପନ୍ଥା ମଧ୍ଯ ଆପଣେଇବାରେ ଲାଗିଛନ୍ତି।
ଆଜ୍ଞା ହଁ ଏନେଇ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଅନେକ ଘଟଣା ଗୁଡ଼ିକ ଆପଣ ମାନେ ବେଶ ଭଲ ଭାବରେ ଦେଖିଥିବେ କାରଣ ପ୍ରତ୍ୟେକ ଦିନ ଏହା ସମ୍ପର୍କରେ ଖୁବ୍ ଚର୍ଚ୍ଚା ହେଉଛି।
Jj
ଆଜ୍ଞା ହଁ ନୁଡଲସ୍ ଭିତରେ ହୀରା ଥିବା ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।ନୁଡଲସ୍ ଖାଇବା ପାଇଁ ଲୋକମାନେ କିଣି ଥାଆନ୍ତି ମାତ୍ର କେହି ସ୍ବପ୍ନ ରେ ସୁଦ୍ଧା ଭାବି ନଥିବ କି ବାସ୍ତବରେ ଏହି ନୁଡଲସ୍ ଭିତରେ କିଛି ଥିବ ବୋଲି।
ପୋଲିସ ର ସନ୍ଦେହ ଠାରୁ ମଧ୍ୟ ଏହା ହେଉଛି ଖୁବ୍ ଦୂରରେ। କାରଣ ଏହି ଭିଡିଓ ରେ ଯେଉଁ ନୁଡଲସ୍ ଦେଖିବାକୁ ମିଳିଛି ତାହା ପୂର୍ବରୁ ସିଲ ମଧ୍ୟ ହୋଇ ଆସିଛି। ଏଭଳି କି ତାହା ଭିତରେ ନୁଡଲସ୍ ମଧ୍ୟ ଅଛି।
ଏହି ନୁଡଲସ୍ ପ୍ୟାକେଟ ଭିତରେ ପ୍ରଥମେ କିଛି ନୁଡଲସ୍ ରହିଥିଲା। ଏହାପରେ ଏହାକୁ ଯେତେବେଳେ ଖୋଲା ଯାଇଛି ସେତେବେଳେ ଦେଖିବାକୁ ମିଳିଥିଲା କି ଏହା ଭିତରୁ ଛୋଟ ଛୋଟ ପ୍ୟାକେଟ ମଧ୍ୟ ବାହାରି ଥିଲା।
Jj
ଆଉ ଏହି ଛୋଟ ଛୋଟ ପ୍ୟାକେଟ ଗୁଡିକ ଭିତରେ ହୀରା ଥିଲା। ଆଉ ଏହି ହୀରା କୋଟି କୋଟି ଟଙ୍କା ରେ ଚାଲାଣ କରାଯାଉଥିଲା। ଏହି ହୀରା ଚାଲାଣ କରାଯିବା ସମୟରେ ହିଁ ଧରା ପଡି ଯାଇଛି।
ଏହାକୁ ଜବତ କରିବା ପରେ ଏହା ଥିଲା ଏକ ନାମୀଦାମୀ କମ୍ପାନୀ ର ଏକ ନୁଡଲସ୍ ପ୍ୟାକେଟ। ଆଉ ତାହା ଭିତରେ ଏଭଳି ହୀରା ଥିବା ଜଣା ପଡ଼ିଥିଲା। ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି।
ଏହାକୁ ଦେଖି ବିଭିନ୍ନ ଲୋକମାନେ ମଧ୍ୟ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ହେବେ ଏହା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତେବେ ଏହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Advertisement