May 6, 2024, 09:14 IST

ମଥା ରୁ ସିନ୍ଦୁର ପୋଛି..ସ୍ବାମୀ ବେକ ରେ ଶାବଳ ପୁରେଇଲା ସ୍ତ୍ରୀ..

Bh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ନିଜ ସ୍ଵାମୀ ଙ୍କ ବେକ ରେ ଶାବଳ ପକାଇ ଚଢ଼ି ଗଲେ ସ୍ତ୍ରୀ।ଆଜି ଆମେ ସେଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ଏହି ଘଟଣା ଟି ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ରେ।ସେଠାରେ ବାପ ଘର ଲୋକେ ମିଶି ଜ୍ବାଇଁ ଙ୍କୁ ଶା-ବ-ଳ ରେ ହ-ତ୍ୟା କରିଛନ୍ତି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
Hh
ସୂଚନା ଅନୁସାରେ ସେହି ଅଞ୍ଚଳ ର ବିଶ୍ଵନାଥ ମଲ୍ଲିକ ଙ୍କ ପୁଅ ସୁଶିଲ ମଲ୍ଲିକ ଗତ କିଛି ବର୍ଷ ତଳେ ରତ୍ନାକର ମଲ୍ଲିକ ଙ୍କ ଝିଅ ବର୍ଷା ଙ୍କୁ ବିବାହ କରି ଥିଲେ।ବିବାହ ପରେ ଉଭୟ ଙ୍କ ଭିତରେ ସବୁବେଳେ ଝଗଡ଼ା ଲାଗି ରହିଥିଲା।
ବର୍ଷା ସୁଶିଲ ଙ୍କୁ କହିଥିଲେ ବାପଘରେ ରହିବା ପାଇଁ।ଶେଷ ରେ ସୁଶିଲ ମଧ୍ୟ ଏଥିରେ ରାଜି ହୋଇ ଯାଇ ଥିଲେ।ଉଭୟ ବାପ ଘର କୁ ଯାଇ ସେଠାରେ ଝଗଡ଼ା କଲେ।ଗତ ତିନି ତାରିଖ ରେ ସୁଶିଲ ଙ୍କୁ ପାଖ ପଡ଼ୋଶୀ ମାନେ ଦେଖିବାକୁ ପାଇ ନ ଥିଲେ।ସମସ୍ତଙ୍କ ସନ୍ଦେହ ହୋଇ ଥିଲା।
ଅନ୍ୟ ପଟେ ବର୍ଷା ଙ୍କ ଘର ଲୋକେ ସବୁ ଘର ଛାଡ଼ି ଚାଲି ଯାଇ ଥିଲେ।ଏହା ପରେ ତାଙ୍କ ଘରୁ ଶବ ପ-ଚି ଯିବାର ଦୁର୍ଗନ୍ଧ ବାହାରି ଥିଲା।ସେମାନେ ଘର ର ଝରକା ମଧ୍ୟ ରେ ଯାହା ଦେଖିଲେ ତାକୁ କେହି ବିଶ୍ବାସ କରି ପାରିଲେ ନାହି।
Hh
ଏହା ପରେ ସେମାନେ ପୋଲିସ କୁ ଖବର ଦେଇ ଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଏ ନେଇ ଖବର ଦେଇ ଥିଲା।ତେବେ ପୋଲିସ ର କହିବା ଅନୁଯାୟୀ ସୁଶିଲ ଙ୍କୁ ମାରି ଦିଆ ଯାଇଛି।
ତାଙ୍କ ଶ୍ବଶୁର ଘର ଲୋକେ ତାଙ୍କ ଉପରେ ଶାବଳ ପକାଇ ଚଢ଼ି ଯାଇଛନ୍ତି।ନିଜକୁ ବଞ୍ଚାଇବାକୁ ଯାଇ ସେମାନେ ଘରେ ଛାଡ଼ି ଚାଲି ଯାଇଛନ୍ତି।ଏବେ ଘଟଣା ର ତଦନ୍ତ ପରେ ସବୁ କିଛି ସତ ଜଣା ପଡ଼ିଛି।
ପୋଲିସ ଏ ନେଇ ବର୍ଷା ଓ ତାଙ୍କ ପରିବାର ଲୋକ ଙ୍କୁ ଗିରଫ କରିଚି।ତେବେ ଦେଖିବାକୁ ବାକି ରହିଲା ସୁଶିଲ ଙ୍କ ମୃ-ତ୍ୟୁ ପାଇଁ କେବେ ଦୋଷୀ ମାନଙ୍କୁ ଉପଯୁକ୍ତ ଦଣ୍ଡ ଦିଆ ଯାଉଚି।

Advertisement