Mar 9, 2024, 08:50 IST

ଜାଗର ରେ ସ୍ବାମୀ କୁ ଶିବ ମନ୍ଦିର କହି...Oyo ରେ ମସ୍ତି କରୁଥିଲା ସ୍ତ୍ରୀ... ଧରିଲା ସ୍ବାମୀ..

Yy

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଆପଣମାନେ ଜାଣିଥିବେ ବର୍ତମାନ ସମୟରେ ଅନେକ ପ୍ରକାରର ଘଟଣା ଘଟିବାରେ ଲାଗିଛି।ବର୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ।
ଶିବରାତ୍ରି ରେ ସ୍ବାମୀ ଙ୍କୁ ମନ୍ଦିର ଯିବେ କହି ଓୟୋ ଯାଇଥିଲେ ସ୍ତ୍ରୀ।ମହିଳା ଜଣଙ୍କ ନିଜ ସ୍ବାମୀ ଙ୍କ ପାଇଁ ଉପବାସ ରଖିଥିଲେ।କିନ୍ତୁ ହୋଟେଲ ଯାଇ ପ୍ରେମିକ ଙ୍କ ସହିତ ଖରାପ ସମ୍ପର୍କ ରଖିଥିଲେ।ଆଉ ଏପଟେ ସ୍ବାମୀ, ସ୍ତ୍ରୀ ଆଉ ତାଙ୍କ ପ୍ରେମିକା ଙ୍କୁ ହୋଟେଲ ଭିତରକୁ ଯାଇ ଧରିଥିଲେ।
Uu
ଗାଡି ରେ ପ୍ରେମିକ ସହିତ ବସି ହଳଦିଆ ଡ୍ରେସ୍ ପିନ୍ଧି ମହିଳା ଜଣଙ୍କ ଯାଉଥିବାର ଦେଖିବାକୁ ମିଳିଛି।ଆଉ ତାଙ୍କ ପଛରେ ସ୍ବାମୀ ଙ୍କ ସାଙ୍ଗ ମାନେ ପିଛା କରି କରି ଯାଉଥିଲେ ।
ଯେତେବେଳେ ମହିଳା ନିଜ ସ୍ବାମୀ ଙ୍କ ସହିତ ନ ଯାଇ ଜଣେ ପର ପୁରୁଷ ସହିତ ଯାଉଥିଲେ ସ୍ବାମୀ ର ସାଙ୍ଗ ମାନଙ୍କୁ ସନ୍ଦେହ ହୋଇଥିଲା।ଆଉ ସେମାନେ ବାଇକ୍ ର ପିଛା କରି କରି ଯାଉଥିଲେ।
Vg
ଏହାପରେ ମେନ୍ ରୋଡ କୁ ଲାଗିଥିବା ଗୋଟିଏ ଓୟୋ ପାଖରେ ସେହି ଦୁଇ ଜଣ ଅଟକି ଯାଇଥିଲେ।ସ୍ବାମୀ ଙ୍କ ସାଙ୍ଗ ମାନେ ସେମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ଏହାପରେ ପ୍ରେମୀ ଯୁଗଳ ଓୟୋ ଭିତରକୁ ଯାଇଥିଲେ।
ଏହାପରେ ମହିଳା ଙ୍କ ସ୍ବାମୀ ଙ୍କୁ ଫୋନ କରି ଜଣାଇଥିଲେ।ବ୍ୟକ୍ତି ଜଣଙ୍କ ଏହା ଶୁଣି ସଙ୍ଗେ ସଙ୍ଗେ ସେଠାକୁ ଆସିଥିଲେ।ବ୍ୟକ୍ତି ଜଣଙ୍କ ନିଜ ସ୍ତ୍ରୀ ଙ୍କୁ ପର ପୁରୁଷ ଙ୍କ ସହିତ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
କେବେ ଠୁ ପରସ୍ପର ଙ୍କୁ ଭଲ ପାଉଛନ୍ତି ବୋଲି ଯେତେବେଳେ ସେ ତାଙ୍କ ସ୍ତ୍ରୀ ଙ୍କୁ ପଚାରି ଥିଲେ ସେତେବେଳେ ମହିଳା ଜଣଙ୍କ କହିଥିଲେ ତିନି ବର୍ଷ ହୋଇଗଲାଣି ସେ ଭଲ ପାଉଛନ୍ତି।ଏବଂ ବ୍ୟକ୍ତି ଜଣଙ୍କ ଛାଡ଼ପତ୍ର ନେବେ ବୋଲି କହିଥିଲେ।ବର୍ତମାନ ଦୁହେଁ ଅଲଗା ରହିଛନ୍ତି।

Advertisement