May 1, 2024, 09:17 IST

ମା ମାଙ୍କଡ ର ଛୁଆ କୁ କିଏ ନେଇଗଲା..ବିକଳ ହେଇ ମୋବାଇଲ ରେ ଥିବା ଫଟୋ ଦେଖି କାନ୍ଦୁଛି ମା ମାଙ୍କଡ

Hh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଗୋଟେ ମା ପାଇଁ ତାର ଛୁଆ ସବୁ କିଛି।ସେ ମଣିଷ ହେଉ କି ଗୋଟିଏ ପଶୁ।ସମସ୍ତେ ନିଜ ଛୁଆ କୁ ବଞ୍ଚାଇବାକୁ ଚେଷ୍ଟା କରି ଥାଆନ୍ତି।
ତେବେ ଆଜି ଗୋଟିଏ ମାଙ୍କଡ ଛୁଆ ବିଷୟ ରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଆଜି ର ଏହି ସ୍ୱାର୍ଥପର ମଣିଷ ଗୋଟିଏ ମା ଠାରୁ ତାର ଛୁଆ କୁ ଅଲଗା କରି ଦେଇଚି।ମାଙ୍କଡ ଛୁଆ ଟି ଦୋକାନ ଆଗରେ ଖେଳୁଥିଲା।
Hh
ଏହି ସମୟ ରେ ଜଣେ ବ୍ୟକ୍ତି ସେହି ମାଙ୍କଡ ଛୁଆ କୁ ନେଇ।ଚାଲି ଯାଇ ଥିଲା।ଏହା ପରେ ସେହି ମା ମାଙ୍କଡ ଦୁଇ ଦିନ ହେଲାଣି ସେମିତି ସେହି ଦୋକାନ ପାଖରେ ବସି ରହିଛି।ଯେ କେହି ସେହି ମା ମାଙ୍କଡ କୁ ଦେଖୁଚି ତାର ଆଖିରୁ ଲୁହ ଆସି ଯାଉଛି।
ତେବେ ଏ ନେଇ ଆଜି ସକାଳେ ଅଭିନେତା ସବ୍ୟସାଚୀ ମିଶ୍ର ଏକ ଭିଡିଓ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି।ସେ ଏଥିରେ କହିଛନ୍ତି କି ଯେଉଁ ଭଦ୍ର ବ୍ୟକ୍ତି ଜଣକ ଗୋଟିଏ ମାଙ୍କଡ ଛୁଆ କୁ ଦୋକାନ ପାଖରୁ ନେଇ ଯାଇଛନ୍ତି।ତାକୁ ଆଣି ସେହି ଦୋକାନ ପାଖରେ ଛାଡି ଦେଇ ଯାଆନ୍ତୁ।
ଗୋଟିଏ ମା ଠାରୁ ତାର ପିଲା କୁ ଦୂର କରନ୍ତୁ ନାହିଁ।ସୂଚନା ଅନୁସାରେ ମାଙ୍କଡ ଛୁଆ ଟି ସେଠାରେ ଖେଳୁ ଥିବା ସମୟ ରେ ହଟାତ ଦୋକାନ ଆଗରେ ଥିବା ଜଣେ ବ୍ୟକ୍ତି ନିଜ ଡ୍ରେସ୍ ଖୋଲି ମାଙ୍କଡ ଛୁଆ କୁ ଧରି ଗାଡ଼ି ରେ ନେଇ ଯାଇ ଥିଲେ।
Hh
ଏହା ପରେ ମା ମାଙ୍କଡ ନିଜ ଛୁଆ କୁ ଚାରି ଆଡ଼େ ଖୋଜିଲା ହେଲେ ପାଇଲା ନାହି।ଏହା ପରେ ସେ ଦୁଇ ଦିନ ହେବ ସେଠାରେ ସେପରି ବସି ରହିଛି।ନିଜ ପିଲା କୁ ଅପେକ୍ଷା କରି ରହିଛି।
ଯେ କେହି ମୋବାଇଲ ରେ ତାର ପିଲା ଫଟୋ ଦେଖାଉଛି ସେ ସାଙ୍ଗେ ସାଙ୍ଗେ ସେହି ଫୋନ୍ କୁ ଗେଲ କରି ଦେଉଚି।ତେବେ ଏହାର ଭିଡିଓ ଟି ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ଯେ କେହି ଏହି ଭିଡିଓ କୁ ଦେଖୁଚି ଆଖି ରୁ ଲୁହ ଆସି ଯାଉଛି।ଯଦି କିଏ ସେହି ମାଙ୍କଡ ଛୁଆ କୁ ନେଇ ଛନ୍ତି।ତେବେ ଦୟାକରି ତାକୁ ଦେଇ ଦିଅନ୍ତୁ।ଗୋଟେ ମା ଠାରୁ ତାର ପିଲା କୁ ଅଲଗା କରନ୍ତୁ ନାହିଁ।

Advertisement