Apr 6, 2024, 10:52 IST

ସ୍ତ୍ରୀ ଥାଉ ଥାଉ ଖଟ ତଳେ ପ୍ରେମିକା ସହ ସେ-କ୍ସ...ଅଧ ରାତି ରୁ ଉଠି ସ୍ବାମୀ କୁ ରଙ୍ଗେ ହାଥ ଧରିଲା ସ୍ତ୍ରୀ..

Bb

ନମସ୍କାର ପାଠକ ବନ୍ଧୁ।ପ୍ରଥମ ସ୍ତ୍ରୀ ଥାଉ ଥାଉ ସ୍ଵାମୀ କଲା ଦ୍ୱିତୀୟ ବିବାହ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ଏଭଳି ଅନେକ ଘଟଣା ଆମ ସମାଜ ରେ ଘଟୁଛି।ପ୍ରଥମେ ସ୍ତ୍ରୀ ଥାଉ ଥାଉ ସ୍ଵାମୀ ଘର ଲୋକ ଙ୍କ କଥା ରେ ପଡ଼ି ଦ୍ୱିତୀୟ ବିବାହ କରୁଚି।
ଆଜି ପୁଣି ଥରେ ଆମେ ଆପଣ ମାନଙ୍କୁ ସେଭଳି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ।ଏହି ଘଟଣା ଟି ଘଟିଛି ବଲାଙ୍ଗୀର ଜିଲ୍ଲାରେ।ସେଠାରେ ଗତ କାଲି ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି।ଯାହାକୁ ନେଇ ସବୁଠାରେ ଚର୍ଚ୍ଚା କରା ଯାଉଛି।
Hh
ସୂଚନା ଅନୁସାରେ ସେହି ଅଞ୍ଚଳ ରେ ଗତ କିଛି ବର୍ଷ ତଳେ ଜଣେ ମହିଳା ପ୍ରେମ କରି ବିବାହ କରି ଥିଲେ।କୋର୍ଟ ରେ ରେଜିଷ୍ଟ୍ରି ବିବାହ ମଧ୍ୟ କରି ଥିଲେ।ହେଲେ ଏହି ବିବାହ କୁ ଯୁବକ ଜଣକ କାହାକୁ ଜଣାଇ ନ ଥିଲେ।
ଅନେକ ବର୍ଷ ବିତି ଯାଇ ଥିଲେ ସୁଦ୍ଧା ଯୁବକ ଜଣକ ନିଜ ପରିବାର ଲୋକ ଙ୍କୁ ଜଣାଇ ନ ଥିଲା। ହଟାତ ଦିନେ ତାଙ୍କ ପତ୍ନୀ ଙ୍କୁ କହି ଥିଲେ।ମୁଁ ଘର କୁ ଯାଉଚି ଘର ଲୋକ ଙ୍କୁ ଏ ବିଷୟ ରେ ଜଣାଇବା ପାଇଁ।ଉଭୟ ଙ୍କ ର ତିନି ମାସ ତା ପୁଅ ମଧ୍ୟ ରହିଛି।
Gh
ହେଲେ ଯୁବକ ଜଣକ ଘର କୁ ଯିବା ପରେ ଆଉ ତାଙ୍କ ପତ୍ନୀ ଙ୍କ ଫୋନ୍ କୁ ଉଠାଇ ନ ଥିଲେ।ତାଙ୍କ ପତ୍ନୀ ଠିକଣା ଖୋଜି ଖୋଜି ଆସି ଶାଶୁ ଘର ଗାଁ ରେ ପହଞ୍ଚି ଯାଇ ଥିଲେ।ସେଠାକୁ ଆସି ସେ ଯାହା ଦେଖିଲେ ତାହାକୁ ସେ ବିଶ୍ଵାସ କରି ପାରିଲେ ନାହିଁ।
ଅନ୍ୟ ଝିଅ ସହିତ ଚଉଠି ରାତି ପାଇଁ ସଜ ବାଜ ହେଉ ଥିଲେ ସ୍ଵାମୀ।ଘର ଲୋକ ଙ୍କ କଥା ରେ ପଡ଼ି ସେ ଅନ୍ୟ ସ୍ଥାନ ରେ ବିବାହ କରି ସାରି ଥିଲେ।ମହିଳା ଜଣକ କାନ୍ଦି କାନ୍ଦି ସମସ୍ତଙ୍କୁ ଏ ବିଷୟ ରେ ଜଣାଇ ଥିଲେ।
ପରିସ୍ଥିତି ଅସମ୍ଭାଳ ହେବାରୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା।ଉଭୟ ପକ୍ଷ କୁ ବୁଝାଇବାକୁ ଚେଷ୍ଟା କରି ଥିଲେ।ଯୁବକ ଙ୍କ ଏଭଳି କାମ ପାଇଁ ସମସ୍ତେ ତାଙ୍କୁ ଖୁବ୍ ନିନ୍ଦା କରିଛନ୍ତି।ଏବେ ଦେଖିବାକୁ ବାକି ରହିଲା ସେହି ଦୁଇ ସ୍ତ୍ରୀ ମଧ୍ୟରୁ କାହାକୁ ତାଙ୍କ ସ୍ଵାମୀ ନିଜ ପାଖରେ ରଖୁଛନ୍ତି।

Advertisement