Mar 17, 2024, 11:29 IST

ପିଲା ଖେଳୁଥିବା ବେଳେ ସାର ଙ୍କ ହାତରେ ବଲ୍‌ ବାଜିଗଲା..କୁନି ପିଲା ର ହାତ ମୋଡି ଭାଙ୍ଗିଦେଲା ରାଗି ହେଡ୍ ମାଷ୍ଟର

Bh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Gh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। କୁନିକୁନି ପିଲାଙ୍କ ଭବିଷ୍ୟତ ଘଟୁଥିବା ଶିକ୍ଷକ ଶେଷରେ ରାକ୍ଷସ ପାଲଟି ଯାଇଛନ୍ତି। ସ୍କୁଲରେ ଛାତ୍ରଛାତ୍ରୀ ବେଲ ଖେଳୁଥିଲେ ଆଉ ସେହି ସାମାନ୍ୟ ବଲଟି ଶିକ୍ଷକଙ୍କ ଦେହରୁ ବାଜିବାରୁ କୁନି ପିଲା ମାନଙ୍କୁ ମାଡ଼ ମାରିଥିଲେ ସାର।
Vh
ଏମିତି ମାଡ଼ ମାରିଥିଲେ ଯେ କୁନି ପିଲାଟିର ହାତ ଭାଙ୍ଗିଦେଇଥିଲେ। ଏଭଳି ଏକ ଅମାନସିକ ଘଟଣା ଦେଖିବାକୁ ମିଳିଛି କଟକ ନରସିଂହପୁର ପ୍ରାଥମିକ ବିଦ୍ୟାଳୟରେ। ସ୍କୁଲର ଚତୁର୍ଥ ଶ୍ରେଣୀର ଛାତ୍ର ସନ୍ତୋଷ ପ୍ରତିହାରୀଙ୍କୁ ଏପରି ମାଡ଼ ମାରିଛନ୍ତି ପ୍ରଧାନ ଶିକ୍ଷକ ଜଣଙ୍କ। ଏନେଇ ଛାତ୍ରଙ୍କ ମାଆ ଯୋଡନ ଥାନାରେ ଅଭିଯୋଗ କରିଛନ୍ତି। 
ସେପଟେ ଏହି ଘଟଣାଟିକୁ ପ୍ରାୟ ୧୪ ଦିନ ବିତିଯାଇଥିଲେ ମଧ୍ୟ ଶିକ୍ଷକଙ୍କ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରିବାରୁ ଶେଷରେ ଛାତ୍ରଙ୍କ ପରିବାର ଲୋକେ ନରସିଂହପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଧାରଣା ନେଇଥିଲେ।
ପରେ ନିଜେ ବିଓ ସନ୍ତୋଷକୁ ନିଜ କାରରେ ମେଡିକାଲ ନେଇ ଅଧିକ ଚିକିତ୍ସା କରିଥିଲେ। ସେପଟେ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଦାବୀ କରଯାଇଛି। ଅନ୍ୟପଟେ ଏନେଇ ପ୍ରଧାନ ଶିକ୍ଷକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Advertisement