Updated: Mar 26, 2024, 13:21 IST

ଆଳତି କରୁ କରୁ ଘଟିଗଲା ବହୁତ ବଡ଼ ଅଘଟଣ..ଜିଅନ୍ନା ଜ-ଳି ଗଲେ ମନ୍ଦିର ର ପୂଜାରୀ..

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Hh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ତେବେ ବନ୍ଧୁଗଣ ହୋଲିରେ ଘଟିଛି ଏକ ବଡ ଅଘଟଣ। ବନ୍ଧୁଗଣ ମହାକାଳେଶ୍ୱର ମନ୍ଦିରରେ ଭୟଙ୍କର ଅଗ୍ନିକାଣ୍ଡ।ଭସ୍ମ ଆଳତୀ ସମୟରେ ଲାଗିଗଲା ନିଆଁ। ଜଳିଗଲେ ୧୪ ଜଣ ପୂଜକ।
ମିଳିଥିବା ସୂଚନା ଅନୁଯାୟୀ ମଧ୍ୟପ୍ରଦେଶର ଉଜ୍ଜୟିନୀ ମହାକାଳ ମନ୍ଦିରରେ ଆଜି ଭସ୍ମ ଆଳତି ବେଳେ ଗର୍ଭଗୃହରେ ନିଆଁ ଲାଗି ଏପରି ଅଗଟଣ ଘଟିଛି।
Hh
ଆଜି ମନ୍ଦିର ଗର୍ଭ ଗୃହରେ ଭସ୍ମ ଆଳତୀ ଚାଲିଥିବା ସମୟରେ ବାହାରେ ଥିବା ଶ୍ରଦ୍ଧାଳୁମାନେ ଟାକୁରଙ୍କ ଉପରକୁ ଅଭିର ପକାଇଥିଲେ ଫଳରେ ନିଆଁ ଭୁସ୍ କରି ଲାଗିଯାଇଥିଲା।
ଏହି ନିଆଁ ଯୋଗୁଁଭସ୍ମ ଆଳତୀ ସମୟରେ ଉପସ୍ଥିତ ଥିବା ୧୪ ଜଣ ପୂଜକ ଓ କିଛି ଶ୍ରଦ୍ଧାଳୁ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ମନ୍ଦିର କର୍ମଚାରୀ ତଥା ସଞ୍ଜୟ ଗୁରୁଙ୍କ ମୁଖ୍ୟ ପୁରୋହିତଙ୍କ ସମେତ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
ତେବେ ବନ୍ଧୁଗଣ ବର୍ତମାନ ଏହି ଅଭାବନୀୟ ଘଟଣାଟି ସ୍ଥାନୀୟ ଅଞ୍ଚଳ ରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement