May 7, 2024, 16:51 IST

ସ୍ତ୍ରୀ ଦେଲେ କେସ ପୁଣି ବନ୍ଧା ହେଲେ ପ୍ରଯୋଜକ ସୁତାଂଶୁ - Exclusive

Fg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ସବୁ ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି । ଏହାସହ ଓଲିଉଡ କିମ୍ବା ବଲିଉଡ ଜଗତର ଫିଲ୍ମ୍ ଡାଇରେକ୍ଟର, ଫିଲ୍ମ୍ ପ୍ରଡ୍ୟୁସର ଏବଂ ଅନ୍ୟମାନଙ୍କ ବିଷୟରେ ଆସୁଥିବା ଖବର ଆପଣମାନେ ଜାଣି ପାରୁଛନ୍ତି ।
Yh
ଏବେ ଜଣେ ଫିଲ୍ମ୍ ପ୍ରଡ୍ୟୁସରଙ୍କୁ ନେଇ କିଛି ଖବର ଆସିଛି । ଆପଣମାନେ ସମସ୍ତେ ଫିଲ୍ମ୍ ପ୍ରଡ୍ୟୁସର ସୁତାଂଶୁ ମହାନ୍ତିଙ୍କୁ ଜାଣିଥିବେ । ଏହି ପ୍ରଡ୍ୟୁସର ଜଣଙ୍କୁ ନେଇ ଅନେକ ଖବର ଆସିଥାଏ । ଏହି ପ୍ରଡ୍ୟୁସର ସୁତାଂଶୁ ମହାନ୍ତିଙ୍କ ନାଁରେ ପୂର୍ବରୁ ଅନେକ
ଅଭିଯୋଗ ଆସିଛି ଆଉ ଏବେ ପୁଣି କିଛି ଖବର ତାଙ୍କ ନାଁରେ ଆସିଛି । ପୁଣି ଗିରଫ ହେଲେ ପ୍ରଡ୍ୟୁସର ସୁତାଂଶୁ ମହାନ୍ତି ବା ଦିପ୍ତିରଞ୍ଜନ । ପୂର୍ବରୁ ଏହି ପ୍ରଡ୍ୟୁସର ସୁତାଂଶୁ ମହାନ୍ତିଙ୍କ ନାଁରେ ଅନେକ ଥର ଅଭିଯୋଗ ଆସିଛି ।
ଏହି ପ୍ରଡ୍ୟୁସର ଜଣଙ୍କ ନାଁରେ ପୂର୍ବରୁ ୮ ରୁ ୧୦ ଥର ଅଭିଯୋଗ ଆସିଛି । ସେ ମିଛ ପରିଚୟ ଦେଇ ବିବାହ କରିଥିଲେ । ଏବେ ତାଙ୍କ ନାଁରେ ତାଙ୍କ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି । ଏହି ସ୍ତ୍ରୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି ।
Hh
ଏବେ ଅଭିଯୋଗ ଆଧାରରେ ପ୍ରଡ୍ୟୁସର ସୁତାଂଶୁ ମହାନ୍ତିଙ୍କୁ ପୋଲିସ ବାନ୍ଧିଛି । ଏହି ଅଭିଯୋଗ ଧଉଳି ଥାନାରେ ହୋଇଛି । ବିବାହ ସମୟରେ ପ୍ରଡ୍ୟୁସର ସୁତାଂଶୁ ମହାନ୍ତି ତାଙ୍କ ପତ୍ନୀ ଆଉ ତାଙ୍କର ଶାଶୁଘର ଲୋକଙ୍କୁ ମିଛ କହିଥିଲେ । ଏବେ ଅଭିଯୋଗକାରିଣୀ ଏହି କଥା କହିଛନ୍ତି । 
ସେ କହିଥିଲେ ସେ ହେଉଛନ୍ତି ଜଣେ ବଡ ଫିଲ୍ମ୍ ପ୍ରଯୋଜକ । ତାଙ୍କର ଭୁବନେଶ୍ୱର ସହରରେ ଟେଣ୍ଟ ହାଉସ ବ୍ୟାପାର ଅଛି ବୋଲି କହିଥିଲେ । କିନ୍ତୁ ଧୀରେ ଧୀରେ ଏହି ବ୍ୟକ୍ତି ଜଣଙ୍କର ସତ ଜଣା ପଡିଥିଲା । ଏହି ବ୍ୟକ୍ତି ଜଣକ ସବୁ ମିଛ କଥା କହିଥିଲେ ବୋଲି ତାଙ୍କ ସ୍ତ୍ରୀ ଜାଣିପାରିଥିଲେ ।
ଏହି ପ୍ରଡ୍ୟୁସର ସୁତାଂଶୁ ମହାନ୍ତି ପିଣ୍ଟୁ ନନ୍ଦଙ୍କ ଦେହ ଖରାପ ସମୟରେ ନଜର ଆସିଥିଲେ । ଆଉ ଏହାପରେ ସେ ପୁଣି ମିକ୍ସର୍ ମେସିନ ଚୋରି କରିଥିଲେ । ତାଙ୍କ ନାଁରେ ଅନେକ ମାମଲା ରୁଜ୍ଜୁ ହୋଇଥିଲା । 
ସେ ପିଣ୍ଟୁ ନନ୍ଦଙ୍କ ଦେହ ଖରାପ ସମୟରେ ଚେକ୍ ଦେଇଥିଲେ ଆଉ ଚେକ୍ ବାଉନ୍ସ ହୋଇଥିଲା । ଆଉ ଏହାକୁ ନେଇ ସେ ଚର୍ଚ୍ଚାରେ ଥିଲେ । ଏବେ ପୁଣି ତାଙ୍କ ସ୍ତ୍ରୀ ତାଙ୍କ ନାଁରେ ଆଣିଥିଲେ ଅଭିଯୋଗ । ତାଙ୍କ ନାଁରେ ଏକାଧିକ ମାମଲା ରୁଜ୍ଜୁ କରାଯାଇଛି ବୋଲି ଖବର ଆସିଛି ।
ଅର୍ଥ ଅଭାବରୁ ଏହି ବ୍ୟକ୍ତି ଜଣକ ଯୌତୁକ ଆକାରରେ ତାଙ୍କ ସ୍ତ୍ରୀ ବାପଘରୁ ଆଣିଥିବା ସବୁ ଜିନିଷ ବିକ୍ରି କରି ଦେଇଥିଲେ । ତାଙ୍କ ସ୍ତ୍ରୀ ଆଉ ଝିଅ ତାଙ୍କ ଠାରୁ ଅଲଗା ରହିଥିଲେ । ଆଉ ସେଠାକୁ ଏହି ଅଭିଯୁକ୍ତ ଜଣକ ଯାଇ ପାଟିତୁଣ୍ଡ କରିଥିଲେ । ଏହାପରେ ଏବେ ତାଙ୍କ ସ୍ତ୍ରୀ ତାଙ୍କ ସ୍ଵାମୀଙ୍କ ନାଁରେ ଅଭିଯୋଗ କରିଥିଲେ । ଆଉ ଏବେ ତାଙ୍କୁ ପୋଲିସ ଗିରଫ କରିଛି ।

Advertisement