Updated: Mar 24, 2024, 09:29 IST

ଯେତେ ପାଠ ପଢ଼ିଲେ କଣ ହେବ.. ଏଇ ଝିଅ ମାନେ..କରିଦେଲେ ଏମିତିଆ ଅ-ନୈ-ତି-କ କାଣ୍ତ ଯେ ଆପଣ ବି ଲାଜେଇ ଯିବେ..

Bb

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଗତକାଲି ଖଣ୍ଡଗିରି ଥାନା ଯଦୁପୁର ଅଞ୍ଚଳ ରେ ପୋଲିସ ରେଡ କରି ଦୁଇ ଜଣ ମହିଳା ଙ୍କୁ ଗିରଫ କରିଛନ୍ତି।
ଏବଂ ସେମାନଙ୍କ ଠାରୁ ୨୫୦ ଗ୍ରାମ୍ ବ୍ରାଉନ ସୁଗର୍ ଜବତ କରାଯାଇଛି।ଏହା ସହିତ ସେମାନଙ୍କ ଠାରୁ ତିନୋଟି ମୋବାଇଲ ଫୋନ ଏବଂ ଗୋଟିଏ ଲାପଟପ୍ ମଧ୍ୟ ଜବତ କରାଯାଇଛି।ସେହି ମହିଳା ଦୁଇ ଜଣ ଉଚ୍ଚ ଶିକ୍ଷିତ ଅଟନ୍ତି।
Bb
ଏହି ଦୁଇ ଜଣ ମହିଳା ଭଡ଼ା ନେଇ ରହୁଥିଲେ ବୋଲି ପୋଲିସ କହିଛନ୍ତି।ଯାହାଙ୍କ ଠାରୁ ସେ ବ୍ରାଉନ ସୁଗର ଆଣୁଥିଲେ ତାଙ୍କ ବିଷୟରେ ମଧ୍ୟ ପୋଲିସ ସବୁକିଛି ଜାଣିବାକୁ ପାଇଛି।ତାଙ୍କୁ ଗିରଫ କରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି।
ଡ୍ରଗ୍ସ ବିରୁଦ୍ଧ ରେ ଅଭିଯାନ ଚାଲି ରହିବ।ଏହି ବର୍ଷ ରେ ମୋଟ ୯୮୪ ଗ୍ରାମ ବ୍ରାଉନ ସୁଗର ଜବତ କରିଛନ୍ତି।ଏବଂ ୫୪୩ କିଲୋ ଗଞ୍ଜେଇ ମଧ୍ୟ ଜବତ କରିଛନ୍ତି।
ଏହା ସହିତ ଗତ ବର୍ଷ ୨୦୨୩ ରେ ଭୁବନେଶ୍ୱର ରେ ସ୍ପେଶଲ୍ କ୍ରାଇମ୍ ୟୁନିଟ ଏବଂ ଡିସିପି ଭୁବନେଶ୍ୱର ମିଳିମିଶି ପାଖାପାଖି ୩ କିଲୋ ବ୍ରାଉନ ଶୁଗର୍ ଜବତ କରିଥିଲେ।ଏବଂ ୨୬ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିଲା।
Bb
ଡ୍ରଗ୍ସ ବିରୁଦ୍ଧ ରେ ଅଭିଯାନ ଆହୁରି କଡା କରିବେ ବୋଲି ପୋଲିସ କହିଛନ୍ତି।ଦୁଇ ଜଣ ମହିଳା ଉଚ୍ଚ ଶିକ୍ଷିତ ଅଟନ୍ତି ବୋଲି ମଧ୍ୟ କହିଛନ୍ତି।ସେହି ମହିଳା ଦୁଇ ଜଣ କାମ କରିବେ ବୋଲି କହି ଘର ଭଡ଼ା ନେଇ ରହୁଥିଲେ।
ତାଙ୍କ ପାଖରୁ ନେଇ ଯେଉଁ ମାନେ ବିକ୍ରି କରୁଥିଲେ ସେମାନେ ମଧ୍ୟ ଧରା ପଡ଼ିଛନ୍ତି।ପୋଲିସ ଆହୁରି କହିଛନ୍ତି ଯେ ଏ ବିଷୟରେ ତାଙ୍କର ତଦନ୍ତ ଚାଲିଛି ସେଥିପାଇଁ ପୁରା ଘଟଣା ବିଷୟରେ ସବୁ କିଛି କହିପାରିବେ ନାହିଁ।
ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହା ଦେଖି ନିଜର ମତ ପ୍ରକାଶ କରିଛନ୍ତି।

Advertisement