Apr 4, 2024, 11:09 IST

ସ୍ବାମୀ ମ-ରି-ଗ-ଲା ତ କଣ ହେଲା ମୋର ଶଶୁର ଅଛି..ଶଶୁର କୁ ବାହା ହେବି, ମତେ କେହି ରୋକିବନି

Nn

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ କି ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ବୁଢା ବୟସ ରେ ଶ୍ୱଶୁର ର ପ୍ରେମ ଜାଲ ରେ ଫସିଗଲା ବୋହୂ।ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ଏହା ସତ।
ନିଜ ସମ୍ମାନ କୁ ଭୁଲି ବୋହୂ ନିଜ ଶ୍ବଶୁର ସହିତ ଫେରାର ହୋଇ ଯାଇଚି।ଯାହାକୁ ନେଇ ଏବେ ସେ ଅଞ୍ଚଳ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଆଜି ଆମେ ଆପଣ ମାନଙ୍କୁ ସେଭଳି ଏକ ଘଟଣା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
Bb
ସୂଚନା ଅନୁସାରେ ପୂଜା ନାମକ ଜଣେ ମହିଳା ଗତ କିଛି ବର୍ଷ ତଳେ ଜଣେ ଯୁବକ ଙ୍କୁ ବିବାହ କରି ଥିଲେ।ବିବାହ ପରେ ସେମାନଙ୍କ ର ଚାରୋଟି ସନ୍ତାନ ଜନ୍ମ ଲାଭ କରି ଥିଲା।ହେଲେ ପରବର୍ତ୍ତୀ ସମୟ ରେ କୌଣସି ଏକ ରୋଗ ରେ ଆକ୍ରାନ୍ତ ହୋଇ ପୂଜା ର ସ୍ଵାମୀ ଏହି ଦୁନିଆ ଛାଡି ଚାଲି ଯାଇଥିଲେ।
ତାଙ୍କ ଶାଶୁ ମଧ୍ୟ ଆରପାରି କୁ ଚାଲି ଯାଇଥିଲେ।ଉଭୟ ଶ୍ୱଶୁର ବୋହୂ ସମ୍ପୂର୍ଣ୍ଣ ରୂପେ ଏକୁଟିଆ ହୋଇ ଯାଇ ଥିଲେ।ପୂଜା ନିଜ ଶ୍ୱଶୁର ର ପ୍ରେମ ଜାଲ ରେ ପଡ଼ି ଯାଇ ଥିଲେ।ଉଭୟ ପରସ୍ପର କୁ ପ୍ରେମ କରିବାକୁ ଲାଗିଲେ।
Hh
ପୂଜା ଥରେ ହେଲେ ମଧ୍ୟ ନିଜର ଚାରି ପିଲା ଙ୍କ କଥା ଭାବି ନ ଥିଲେ।ଶ୍ୱଶୁର ପ୍ରେମ ରେ ପାଗଳ ହୋଇ ତାଙ୍କ ସହିତ ଘର ଛାଡ଼ି ଚାଲି ଯାଇଥିଲେ।ଏ ନେଇ ଗାଁ ର ଲୋକ ମାନେ ଥାନା ରେ ଅଭିଯୋଗ କରି ଥିଲେ।
ତାଙ୍କର ଏହି ଅଭିଯୋଗ ଅନୁଯାୟୀ ପୋଲିସ ତଦନ୍ତ ଆରମ୍ଭ କରି ଥିଲା।ଉଭୟ ଙ୍କୁ ଥାନା କୁ ଆଣି ପଚରା ଉଚୁରା କରି ଥିଲା।ଶେଷ ରେ ଉଭୟ ଙ୍କ ର ସେହି ଥାନା ରେ ବିବାହ କରାଇ ଦିଆ ଯାଇ ଥିଲା।ଏ କଥା ଯେ କେହି ଶୁଣିଛି ତାର ମୁଣ୍ଡ ଲାଜ ରେ ନଇଁ ଯାଇଚି।
ଯାହାକୁ ବାପା ବୋଲି କହି ତାଙ୍କ ସହିତ ରହି ଥିଲେ।ଶେଷ ରେ ପୂଜା ତାଙ୍କୁ ନିଜ ସ୍ଵାମୀ ରୂପେ ଗ୍ରହଣ କରି ଥିଲେ।ଏହି ଖବର ପ୍ରଚାରିତ ହେବା ପରେ ପୂଜା ଓ ତାର ଶ୍ବଶୁର ଙ୍କୁ ଖୁବ୍ ନିନ୍ଦା କରା ଯାଇଛି।ଆପଣ ମାନେ ଥରେ ଭାବନ୍ତୁ ଏଭଳି କାର୍ଯ୍ୟ କରିବା କେତେ ଦୂର ଠିକ୍ ହୋଇଚି।

Advertisement