Mar 29, 2024, 14:01 IST

ଆଜ୍ଞା ମୁ ଆଉ କଣ କହିବି, ସେ ଛପରୀ ଟୋକା ଆମ ଝିଅ କୁ ହଷ୍ଟେଲ ରୁ ଉଡେଇ ନେଇଗଲା..

Vv

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଭୁବନେଶ୍ୱର ହଷ୍ଟେଲ ରୁ ଜଣେ ଯୁବତୀ ନିଖୋଜ ହୋଇ ଯାଇଥିବା ଘଟଣା ସାମ୍ନାକୁ ଆସିଛି।
ବର୍ତମାନ ଯୁବତୀ ଙ୍କ ପରିବାର ଲୋକ ମାନେ କହିଛନ୍ତି ଯେ ଏହି କାମ ଯୁବତୀ ଙ୍କ ପୁରୁଷ ବନ୍ଧୁ କରିଛନ୍ତି।ଯୁବତୀ ଙ୍କ ବାପା ଗଣମାଧ୍ୟମ ସାମ୍ନାରେ କହିଛନ୍ତି ହଷ୍ଟେଲ ରୁ ୮ ଟା ୩୦ ମିନିଟ ରେ କଲ ଆସିଥିଲା।
Hh
ତାଙ୍କ ଝିଅ ହଷ୍ଟେଲ ରେ ନାହାଁନ୍ତି ବୋଲି ଜଣାଇଥିଲେ।ଏହାପରେ ଯୁବତୀ ଙ୍କ ବାପା ୧୦ ମିନିଟ ରେ ହଷ୍ଟେଲ ରେ ଯାଇ ପହଞ୍ଚି ଥିଲେ।ଜଣେ ପିଲା ତାଙ୍କ ବାପା ମା ଙ୍କ ସହାୟତା ରେ ଝିଅ କୁ ନେଇ ଯାଇଛନ୍ତି ବୋଲି ଯୁବତୀ ଙ୍କ ବାପା ଅଭିଯୋଗ କରିଛନ୍ତି।
କୁଆଡେ ନେଇ ଯାଇଛନ୍ତି ତାହା ଜାଣି ନାହାନ୍ତି କିନ୍ତୁ ଯୁବତୀ ଙ୍କୁ କେଉଁଠି ନେଇ ଲୁଚାଇ ରଖିଛନ୍ତି ବୋଲି କହିଛନ୍ତି।ଯୁବତୀ ଙ୍କ ବାପା ୨୦ ଦିନ ହୋଇଗଲାଣି ଥାନା ରେ ଅଭିଯୋଗ କରିଛନ୍ତି।
Bb
କିନ୍ତୁ ଥାନା ରେ ଏ ବିଷୟରେ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି।ପୋଲିସ ଯୁବତୀ ଙ୍କ ବାପା ମା ଙ୍କୁ ପ୍ରମାଣ ମାଗୁଛନ୍ତି।ଯୁବତୀ ଙ୍କ ବାପା କହିଛନ୍ତି ଯେ ଯଦି ପୋଲିସ ଙ୍କୁ ପ୍ରମାଣ ଦେବୁ ତାହେଲେ ପୋଲିସ ଙ୍କୁ କହି କିଛି ଲାଭ ନାହିଁ।
ଯେଉଁ ଯୁବକ ଙ୍କ ନାମ ରେ ଅଭିଯୋଗ କରିଛନ୍ତି ପୋଲିସ ତାଙ୍କ ବାପା ଙ୍କୁ ଆଣିଥିଲେ।କିନ୍ତୁ ୨୪ ଘଣ୍ଟା ହୋଇ ନଥିଲା ପୋଲିସ କିନ୍ତୁ ତାଙ୍କୁ ଛାଡି ଦେଲେ।ଆଉ ତାଙ୍କ ବାପା ଲିଖିତ ଅଭିଯୋଗ କରିଛନ୍ତି।
ସେଥିରେ ଲେଖିଛନ୍ତି ଯେ ତାଙ୍କ ପୁଅ ଝିଅ କୁ ନେଇକି ଯାଇଛନ୍ତି ତାହା ତିନି ଦିନ ଭିତରେ ଜଣାଇବେ।ଯୁବତୀ ଙ୍କ ବାପା କହିଛନ୍ତି ଯେ ତାଙ୍କ ଝିଅ ସେମାନଙ୍କ ପାଖରେ ଅଛନ୍ତି କିନ୍ତୁ କେଉଁଠି ଅଛନ୍ତି ତାହା ସେ ଜାଣି ନାହାଁନ୍ତି।
ତାଙ୍କ ଝିଅ ବଞ୍ଚିଛନ୍ତୀ କି ମରି ଯାଇଛନ୍ତି ତାହା ମଧ୍ୟ ସେ ଜାଣି ନାହାଁନ୍ତି।ଏହା ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement