May 5, 2024, 00:12 IST

ଆରେ କି ଆଶ୍ଚର୍ଯ୍ୟ କଥା ! ଯାଇଥିଲେ ଶ-ବ ପୋ-ଡ଼ିବାକୁ.. ଅଚାନକ ଘଟିଗଲା ଏମିତି, ଭୟ ରେ ଦୌଡ଼ିଲେ ଗାଆଁ ଲୋକେ...

Bb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ କି କିଛି ଲୋକ ଜୀବନ ବିକଳରେ ଗାଁ ଆଡ଼କୁ ଦୌଡ଼ିବା ସହ ତଳେ ପଡ଼ି ମଧ୍ୟ ଗଡି ଯାଉଥିବା ନଜର ଆସିଛନ୍ତି।
ଶବ କୁ ସେମାନେ ଦାହ କରିବାକୁ ଯାଇଥିବା ବେଳେ ଶବ କୁ ତଳେ ଥୋଇ ଜାଲ ଟାଣି ବସିଥିବା ର ନଜର ଆସିଥିଲେ। କାରଣ ସେ ନିଜର ଜୀବନ ବଞ୍ଚେଇଲେ ସିନା ମଲା ଲୋକର ଶବ ଦାହ କରିବେ।
Gy
ଏହି ଦୃଶ୍ୟ ଆସିଛି ବାଲେଶ୍ଵର ଜିଲ୍ଲା ,ଜଳେଶ୍ୱର ବ୍ଲକ୍, ଦେମୁରିଆ ଗ୍ରାମରୁ। ମଶାଣୀ ରେ ସବା ଦାହ କରୁଥିବା ସମୟରେ ଉଡ଼ି ଆସିଥିଲେ ସହ ସହ ପରିମାଣର ମହୁମାଛି। ଗୋଡେଇ ଗୋଡେଇ ମଧ୍ଯ ସେମାନେ ସମସ୍ତଙ୍କୁ ଆକ୍ରମଣ କରୁ ଥିବାର ଦେଖିବାକୁ ମିଳିଥିଲା।
ମହୁମାଛି ଆକ୍ରମଣରେ ୧୫ ରୁ ଅଧିକ ଲୋକମାନେ ମଧ୍ୟ ଆହତ ହୋଇ ଥିବାର ଦେଖିବାକୁ ମିଳିଥିଲା। ଆଉ ସେମାନଙ୍କ ମଧ୍ୟରୁ ଚାରି ଜଣକ ଅବସ୍ଥା ମଧ୍ୟ ଗୁରୁତର ରହିଛି।
ଖବର ମୁତାବକ ଗ୍ରାମର ଅନନ୍ତ ଜେନା ଙ୍କ ମୃ-ତ୍ୟୁ ଘଟିଥିଲା। ଆଉ ସକାଳେ ହିଁ ଶବ ଦାହ କରିବାକୁ ତାଙ୍କର ମୃ-ତ ଦେହକୁ ଲୋକମାନେ ମଶାଣୀ କୁ ନେଇ ଯାଇଥିଲେ।ଏହି ସମୟରେ ମଧ୍ୟ ସେଠାକୁ ସହ ସହ ମହୁମାଛି ଉଡ଼ି ଚାଲି ଆସିଥିଲେ।
Yy
ଏହାପରେ ସେମାନେ ମଧ୍ୟ ସେଠାରେ ଉପସ୍ଥିତ ଥିବା ଲୋଜ ମାନଙ୍କୁ ଆକ୍ରମଣ କରିଥିଲେ। ଲୋକ ମାନେ ସେଠାରୁ ଶବ ଛାଡ଼ି ଜୀବନ ବିକଳରେ ସେଠାରୁ ଦୌଡି ପଳାଇ ଯାଇଥିଲେ।
ମହୁମାଛି ଆକ୍ରମଣ ରେ ୧୫ ରୁ ଅଧିକ ଲୋକମାନେ ମଧ୍ୟ ଆହତ ହେଇଛନ୍ତି।ଅଗ୍ନିଶମ ବାହିନୀ ପହଞ୍ଚି ଘଟଣା ସ୍ଥଳରେ ମହୁମାଛି କୁ ଧୁଆଁ ଦ୍ବାରା ଘୋଡାଇ ଦେଇଥିଲେ। ସେପଟେ ଆହତ ଚାରିଜଣ ଗୁରୁତର
ଙ୍କୁ ଜଳେଶ୍ଵର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି। ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ମଧ୍ୟ ହେବାରେ ଲାଗିଛି। ଲୋକମାନେ ଏହାକୁ ନେଇ ଖୁବ୍ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

Advertisement