Updated: Apr 16, 2024, 06:11 IST

ଆମେ ଦୁଇ ଭଉଣୀ ଗୋଟେ ପୁଅ ସହ ରାତି କାଟୁଥିଲୁ..ହେଲେ ଅଧା ରାତି ରେ ଆସି ଆମ ଶଶୁର ଦେଖିଦେଲେ..

Ju

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଶାଳୀ ପ୍ରେମ ରେ ଉବୁଟୁବୁ ଭିଣୋଇ।ଘଟଣା ଟି ଅଜବ ଲାଗୁ ଥିଲେ ମଧ୍ୟ ତାହା ସତ।ଘରେ ପ୍ରଥମ ସ୍ତ୍ରୀ ଥାଉ ଥାଉ ଶାଳୀ କୁ ପ୍ରେମ କରି ବସିଲେ ଭିଣୋଇ।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ଏଭଳି ଘଟଣା ଦେଖିବାକୁ ମିଳିଛି ବିହାର ରାଜ୍ୟ ରେ।ସେଠାରେ ଏଭଳି ଏକ ଘଟଣା ଦେଖି ଗାଁ ଲୋକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ଯାହାକୁ ହାତ ଧରି ବିବାହ କରି ଥିଲା ତାକୁ ମଧ୍ୟ ଭୁଲି ଗଲା ସ୍ଵାମୀ।
Gh
ସୂଚନା ଅନୁସାରେ ଗତ ତିନି ବର୍ଷ ତଳେ ରୀଙ୍କୁ ନାମକ ଝିଅ ଟି ଅନ୍ୟ ଅଞ୍ଚଳ ର ଦିନ ବନ୍ଧୁ ଙ୍କୁ ବିବାହ କରି ଥିଲେ।ବିବାହ ପରେ ଉଭୟ ଙ୍କ ର ପୁତ୍ର ସନ୍ତାନ ଜାତ ହୋଇ ଥିଲା।ହେଲେ ଏହା ପରେ ଦେଖା ଗଲା ଯେ ସବୁବେଳେ ଦିନ ବନ୍ଧୁ ନିଜ ଶ୍ଵଶୁର ଘରେ ରହୁଛନ୍ତି।
ସେଠାରେ ରହୁ ରହୁ ସେ ଶାଳୀ ଙ୍କୁ ଭଲ ପାଇ ବସିଲେ।ଶାଳୀ ମଧ୍ୟ ନିଜ ଭିଣୋଇ ଙ୍କ ପ୍ରେମ ରେ ପଡ଼ି ଗଲେ।ତିନି ମାସ ର ଗର୍ଭବତୀ ମଧ୍ୟ ସେ ଅଛନ୍ତି।ହେଲେ ଏହି କଥା ସେ କାହାକୁ କହି ନ ଥିଲେ।
ସବୁବେଳେ ନିଜ ଭିଣୋଇ ଙ୍କୁ ବିବାହ କରିବାକୁ ବାଧ୍ୟ କରୁଥିଲେ।ଶେଷ ରେ ସମସ୍ତଙ୍କ ପାଖରେ ଏହି କଥା ଟି ଧରା ପଡ଼ି ଯାଇ ଥିଲା।ଏହା ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
Hb
ଶାଳୀ ପ୍ରିୟଙ୍କା ଙ୍କ ଏଭଳି କାମ କୁ ସମସ୍ତେ ନିନ୍ଦା କରୁ ଛନ୍ତି।ଅନ୍ୟ ପଟେ ଭିଣୋଇ ଦିନ ବନ୍ଧୁ ମଧ୍ୟ ପ୍ରିୟଙ୍କା ଙ୍କୁ ବିବାହ କରି ଦୁଇ ଜଣ ଙ୍କୁ ହସ ଖୁସି ରେ ରଖିବ ବୋଲି କଥା ଦେଇଛନ୍ତି।
ତେବେ ଏହି ଘଟଣା ଟି ଏବେ ସବୁଠାରେ ଖୁବ୍ ଭାଇରାଲ ହେଉଚି।ନିଜ ଭଉଣୀ ଭଳି ଶାଳୀ ଙ୍କ ସହିତ ଏଭଳି କାମ କରିବାକୁ ତାଙ୍କୁ ଟିକେ ହେଲେ ବି ଖରାପ ଲାଗିଲା ନାହିଁ।
ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ଏହାର ସମାଧାନ କରିବାକୁ ଚେଷ୍ଟା କରି ଥିଲେ।ତେବେ ଆଗକୁ ଏହି ଘଟଣା ଟି କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା।

Advertisement