May 3, 2024, 07:27 IST

ଆଜ୍ଞା ଆମେ ସବୁ ଶାନ୍ତି ରେ ଶୋଇଥିଲୁ..ଢୋ ଢ଼ା କରି ଫାଟିବାକୁ ଲାଗିଲା ଟିଭି, ଫ୍ୟାନ

Hu

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଯେତେବେଳେ କାଳବୈଶାଖୀ ହୋଇଥିଲା ସେତେବେଳେ ସେତେବେଳେ କଟକ କ୍ ର ବିଦ୍ୟୁତ୍ କାଟ ହୋଇ ଯାଇଥିଲା। ଆଉ ଯେତେବେଳେ ବିଦ୍ୟୁତ ଆସିଥିଲା
ସେତେବେଳେ ହିଁ ହାଇ ଭୋଲ୍ଟେକ ବିଦ୍ୟୁତ୍ ଆସିଥିଲା। ଯାହା ଦ୍ଵାରା କି ଫ୍ରୀଜ୍ ଏସି ସବୁକିଛି ଜଳି ଯାଇଥିଲା। ଏହା ନିଶ୍ଚିତ ଭାବରେ ଅତ୍ୟନ୍ତ ଚିନ୍ତା ଜନକ ବିଷୟ ଅଟେ। ଯେହେତୁ ଏଟା ଖରାଦିନ ଚାଲିଛି ତେଣୁ ଏସି ଆଉ ଫ୍ୟାନ ନିହାତି ଆବଶ୍ୟକ।
Hh
ଲୋକମାନେ ଯେଉଁମାନେ ମଧ୍ୟବିତ୍ତ ପରିବାର ର ଅଟନ୍ତି ସେମାନେ ଏହାକୁ ଖୁବ୍ କଷ୍ଟରେ ଯୋଗାଡ କରି ଥାଆନ୍ତି। ହେଲେ ତାଙ୍କର ଏଭଳି ଯେଉଁ କ୍ଷତି ହୋଇଛି ତାହାର କ୍ଷତିପୂରଣ ଏବେ କିଏ କରିବ
ବୋଲି ଏବେ ଏନେଇ ଲୋକମାନେ ମଧ୍ୟ ପ୍ରଶ୍ନ କରୁଛନ୍ତି। ଅନେକ ସମୟ ଧରି ଏହି ଘଟଣା ଘଟି ସାରିଥିଲେ ମଧ୍ୟ ସେହି ସ୍ଥାନରେ ଜେଇ ଆସି ପହଞ୍ଚି ନଥିଲେ। କେବଳ କିଛି ଇଲେକ୍ତ୍ରିସିଆନ ହିଁ କାର୍ଯ୍ୟ କରୁଥିବା ନଜର ଆସିଥିଲେ।
ତିନି ଘଣ୍ଟା ଧରି ସେହି ଅଞ୍ଚଳରେ କାମ ଚାଲିଥିଲା ଆଉ ଲାଇନ ମଧ୍ୟ ଆସି ନଥିଲା। ହଠାତ୍ କରି ହାଇ ଭୋଲ୍ଟେଜ୍ ଆସିଥିଲା ଆଉ ଏହା ସବୁକିଛି ପୋଡ଼ି ଦେଇଥିବା ସୁଚନା ମିଳିଛି। ଏହି ହାଇ ଭୋଲ୍ଟେଜ୍
Hh
ଆସିବା ସମୟରେ ଜଣେ ବ୍ୟକ୍ତି କହିଥିଲେ କି ତାଙ୍କର ବଲ ଠୋ ଠା କରି ଫାଟିବାକୁ ଲାଗିଥିଲା। ଆଉ ଇଣ୍ଡିକେଟର ଲାଇଟ୍ ମଧ୍ୟ ସଂପୂର୍ଣ୍ଣ ବଲ ଭଳି ଜଳୁ ଥିଲା । ଖୁଣ୍ଟି ରେ ତର ମଧ୍ଯ ପୋଡ଼ି ଯାଇଥିବା ଦେଖିବାକୁ ମିଳିଥାଏ।
ଏହି ଘଟଣା ଦିନ ୨ ଟା ସମୟରେ ଘଟିଥିଲା। ଯେତେବେଳେ କି ଖୁବ୍ ଜୋରେ ଭୋଲ୍ଟେଜ ଥାଏ। ଏହାକୁ ନେଇ ଲୋକମାନେ ଖୁବ୍ ଚିନ୍ତିତ ଥିବା ବେଳେ। ଅନେକ ଲୋକ ମାନଙ୍କ ଘରେ ଅନେକ ଜିନିଷ ପତ୍ର ଜଳି ମଧ୍ୟ ଯାଇଛି।
ଯାହାକୁ ନେଇ ସେମାନେ ଖୁବ୍ ଦୁଃଖ ପ୍ରକାଶ କରିଛନ୍ତି। ତେବେ ଏହି ଘଟଣା ସଂପର୍କରେ ଏବେ ଖୁବ୍ ଚର୍ଚ୍ଚା ହେବା ସହ ସୋସିଆଲ ମିଡିଆରେ ଏହି ଘଟଣା ସଂପର୍କରେ ଅନେକ ତଥ୍ଯ ଖୁବ୍ ଭାଇରାଲ୍ ହେବାର ଲାଗିଛି।Hh image widget

Advertisement