Updated: Apr 20, 2024, 15:40 IST

ଦେଖନ୍ତୁ ସତ ସତିକା ଘୋଡାରେ ଚଢ଼ି ଗ୍ରାହକଙ୍କୁ ଖାଦ୍ୟ ଦେବାକୁ ଆସିଲେ Zomato Boy ଦେଖନ୍ତୁ ସୋସିଆଲ ମିଡିଆରେ VIRAl ହେଉଛି ଭିଡିଓ

Yu

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି।
ଆପଣମାନେ ସମସ୍ତେ ଆଜିକାଲି ଅନଲାଇନ ଯୁଗ ବିଷୟରେ ତ ଜାଣିଥିବେ । ଲୋକମାନେ ସବୁ ପ୍ରକାରର କାମ ଅନଲାଇନ୍ ମାଧ୍ୟମରେ କରିଥାନ୍ତି । ଏବେ ଖାଦ୍ୟ ମଧ୍ୟ ଲୋକମାନେ ଅନଲାଇନ ମଗାଇ ଖାଉଛନ୍ତି । ଏବେ ଏହି ଖାଦ୍ୟ ପାଇଁ ଅନେକ ପ୍ରକାରର ସୁବିଧା ରହିଛି ।
Jj
ଜୋମାଟୋ, ସ୍ଵିଗି ଭଳି ଆପ ବିଷୟରେ ତ ଆପଣମାନେ ଜାଣିଥିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜୋମାଟୋ ଡେଲିଭରି ବୟକୁ ନେଇ ଆସିଥିବା ଖବର ଜାଣିପାରିବେ । ଖାଦ୍ୟ ଧରି ଯାଉଛନ୍ତି ଜୋମାଟୋ ବୟ ।
ସେ ବାଇକରେ ନୁହେଁ କି ସାଇକେଲରେ ନୁହେଁ ବରଂ ଘୋଡ଼ା ପିଠିରେ ବସି କରି ଖାଦ୍ୟ ଡେଲିଭରି କରିବାକୁ ଯାଉଛନ୍ତି । ଘରେ ଘରେ ଖାଦ୍ୟ ପହଞ୍ଚାଉଛି ଏହି ଘୋଡ଼ା । ଅନ୍ଧାର ରାତିରେ ସାଥୀ ହୋଇଛି ଘୋଡ଼ା ।
ଏହି ଡେଲିଭରି ବୟ ଜଣକ ଘୋଡ଼ା ଧରି ଖାଦ୍ୟ ଦେବାକୁ ଯାଉଛନ୍ତି । ସେହି ଘୋଡ଼ା ଟ୍ରାଫିକ ମଧ୍ୟ ମାନୁ ନାହିଁ । ଖାଦ୍ୟ ଅର୍ଡର ମିଳିବା ମାତ୍ରକେ ଏହି ବ୍ୟକ୍ତି ଜଣଙ୍କ ଘୋଡ଼ା ଧରି ବାହାରି ପଡନ୍ତି । ଆଉ ଅର୍ଡର ଦେଇଥିବା ବ୍ୟକ୍ତିଙ୍କ ପାଖରେ ଏହି ଅର୍ଡର ପହଞ୍ଚାଇ ଦେଇଥାଏ ।
Hh
ଦିନ ହେଉ କି ରାତି ବା ଟ୍ରାଫିକ କେହି ଧୋକା ଦିଅନ୍ତି ନାହିଁ । ଏହି ଘୋଡ଼ା ଠିକ୍ ସମୟରେ ଖାଦ୍ୟ ପହଞ୍ଚାଇ ଦେଇଥାଏ । ଆଉ ଏହା ଦେଖି ଗ୍ରାହକ ଖୁସି ହୋଇ ଯାଇଥାନ୍ତି । ଏହି ଘୋଡ଼ା ଧରି ସେ ସବୁବେଳେ ଡେଲିଭରି ଦେବାକୁ ଯାଆନ୍ତି । 
ଖାଦ୍ୟ ଡେଲିଭରି କରିବା ପରେ ଯେଉଁ ଟଙ୍କା ତାଙ୍କୁ ମିଳିଥାଏ ତାହାର ଅଧା ଟଙ୍କା ସେ ଘୋଡ଼ା ପାଇଁ ଖର୍ଚ୍ଚ କରିଥାନ୍ତି । ଏହି ଘୋଡ଼ା ମାଲିକକୁ ସବୁବେଳେ ଠିକ୍ ସମୟରେ ପହଞ୍ଚାଇ ଦେଇଥାଏ । ବେଳେବେଳେ ଜୋମାଟୋ ବୟଙ୍କୁ କିଛି ଲୋକ ହଇରାଣ କରୁଥିବାର ଆପଣମାନେ ଶୁଣିଥିବେ ।
କିନ୍ତୁ ଏହି ବ୍ୟକ୍ତି ଜଣକ ତାଙ୍କ ଘୋଡାରେ ବସି ଖାଇବା ଠିକ୍ ସମୟରେ ପହଞ୍ଚାଇ ଦେଇଥାନ୍ତି । ଏହି ବ୍ୟକ୍ତି ଜଣକ ଏବେ ବହୁତ ଚର୍ଚ୍ଚାକୁ ଆସିଛନ୍ତି ।ମାତ୍ର ୫ ସେକେଣ୍ଡର ଭିଡିଓ ଏବେ ଚର୍ଚ୍ଚାକୁ ଆସିଛି ।ଏହି ଭିଡିଓ ହାଇଦ୍ରାବାଦର ବୋଲି ଜଣାପଡିଛି ।ଏହାକୁ ନେଇ ଏବେ ସମସ୍ତେ ପ୍ରଶଂସା କରିଛନ୍ତି । ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି ।

Advertisement