Updated: Aug 27, 2023, 11:05 IST

ନବୀନ ଙ୍କ ମାଟି ରୁ ପାଣ୍ଡିଆନ ଙ୍କ ପଲିଟିକାଲ ଏଣ୍ଟ୍ରି, ତାମିଲ ଟୋକା କୁ ଦେଖିଲେ ବାଟ ଛାଡ଼ୁଛି ଗର୍ଭିଣୀ ଗାଈ

Viral

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ରାଜନୀତି ରେ ସବୁବେଳେ ବିଭିନ୍ନ କଥା କୁ ନେଇ ଚର୍ଚ୍ଚା ଜୋର ଧରି ଥାଏ।ଏବେ ୫ ଟି ସଚିବ ଭିକେ ପାଣ୍ଡିଆନ ଙ୍କୁ ନେଇ ଚାରି ଆଡ଼େ ଚର୍ଚ୍ଚା ଜୋର ଧରିଛି।ଶୁଣିବାକୁ ମିଳୁଚି ଆଉ ଅଳ୍ପ ଦିନ ମଧ୍ୟ ରେ ସେ ରାଜନୀତି କୁ ଓହ୍ଲାଇବେ।
ଏହି କିଛି ଦିନ ତଳେ ସେ ଗଞ୍ଜାମ ଜିଲ୍ଲା ଗ୍ରସ୍ତ ରେ ଯାଇଥିଲେ।ସେଠାରେ ଭିଲେ ପାଣ୍ଡିଆନ ଙ୍କୁ ଯେତିକି ଗୁରୁତ୍ତ୍ଵ ଦିଆ ଯାଇନଥିଲା ସେତିକି ଗୁରୁତ୍ଵ ବିଜେଡି ର ନିଲମ୍ବିତ ବିଧାୟକ ପ୍ରଦୀପ ଙ୍କ ଉପରେ ଦିଆ ଯାଇଥିଲା।ସେ ଗଞ୍ଜାମ ଜିଲ୍ଲା ର ଜଣେ ବିଧାୟକ ଥିଲେ।
Viral
ସେ ଗତ କାଲି ୫ ଟି ସଚିବ ଭିକେ ପାଣ୍ଡିଆନ ଙ୍କ ସଭା ରେ ଉପସ୍ଥିତ ହେବାକୁ ଯାଉଥିଲେ।ହେଲେ ଯିବା ସମୟରେ ରାସ୍ତା ରେ ଅଟକି ଯାଇଥିଲେ।ସେଠାରେ ତାଙ୍କୁ ବିଜେଡି କର୍ମୀ ଙ୍କ ଦ୍ଵାରା ଖୁବ୍ ବିରୋଧ କରା ଯାଉଥିଲା।ତାଙ୍କ ଗାଡ଼ି ଉପରକୁ ଅଣ୍ଡା ପଥର ମାଡ଼ କରା ଯାଇଥିଲା।
ତାଙ୍କୁ ସଭା କୁ ଯିବାକୁ ଦିଆ ଯାଇ ନ ଥିଲା।ଏହା ପରେ ସେ ନିଜ ଘର କୁ ଫେରି ଯାଇଥିଲେ।ସନ୍ଧ୍ୟା ବେଳେ ଘରେ ପ୍ରେସ ମୀଟ ଡକାଇ ଥିଲେ।ସେ ସରକାର ଙ୍କ ସବୁ ପୋଲ ସେଠାରେ ଖୋଲି ଦେଇଥିଲେ।
ତାଙ୍କ ସହିତ କିଭଳି ଅନ୍ୟାୟ ହୋଇଛି ସେ ସବୁ କଥା କହିଥିଲେ।ସେ ଦଳ ରେ ଥିବା ସମୟ ରେ ତାଙ୍କୁ ଅନେକ ବିରୋଧ କରା ଯାଇଥିଲା।ଏହା ପରେ ସେ ଓଡ଼ିଶା ର କୃଷି ଓ ଶ୍ରମିକ ମାନଙ୍କ ବିଷୟରେ କହିଥିଲେ।
Pandian
କାହିଁକି ଓଡ଼ିଶା ର ଶ୍ରମିକ ମାନେ ନିଜ ରାଜ୍ୟ ଛାଡି ଅନ୍ୟ ରାଜ୍ୟ କୁ କାମ କରିବା ପାଇଁ ଯାଉଛନ୍ତି।ଏହି ଭଳି କିଛି ପ୍ରଶ୍ନ ସେ ସରକାର ଙ୍କୁ ପଚାରି ଥିଲେ।ଏହାର କିଛି ଦିନ ପରେ ତାଙ୍କୁ ଦଳ ରୁ ବାହାର କରି ଦିଆ ଗଲା।ସେ ଏଥିପାଇଁ ସମ୍ପୂର୍ଣ୍ଣ ରୂପେ ଭି କେ ପାଣ୍ଡିଆନ ଙ୍କୁ ଦାୟୀ କରିଛନ୍ତି।
ଭି କେ ପାଣ୍ଡିଆନ ମଧ୍ୟ ସଭା ରେ ପ୍ରଦୀପ ଙ୍କ ଉପରେ କାଉଣ୍ଟର ଆଟାକ କରିଥିଲେ।ସେ ଏହି ସଭା ରେ ଜଣେ ରାଜନୀତିଜ୍ଞ ଭଳି କଥା ହୋଇ ଥିଲେ।ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଚି।ସେ ସବୁଆଡେ କହି ବୁଲୁଛନ୍ତି ସେ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ।
ହେଲେ ଏହା କେତେଦୂର ସତ ତାହା ଦେଖିବାକୁ ବାକି ରହିଲା।ବିଜେପି କର୍ମୀ ମାନେ କହିଛନ୍ତି କି ଭି କେ ପାଣ୍ଡିଆନ ଏପରି ନ କରି ସରକାରୀ ଚାକିରୀ ରୁ ଇସ୍ତଫା ଦେଇ ମଇଦାନ କୁ ଓହ୍ଲାନ୍ତୁ।ପଛରେ ରହି ଏପରି କରିବା ଠିକ୍ ନୁହେଁ ବୋଲି କିଛି କର୍ମୀ ମାନେ କହିଛନ୍ତି।

Advertisement