Updated: Aug 23, 2023, 16:16 IST

ନେତା ମନ୍ତ୍ରୀ ୟେ 5T ଅଫିସର ର ଚାମଚା? ତା ଛତା ଧରିବା ଅପେକ୍ଷା ଗୁଡ଼ା ମରି ଯାଉ ନାହାନ୍ତି

Viral news

ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ନବୀନ ପଟ୍ଟନାୟକ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଅଛନ୍ତି।ତାଙ୍କରି କଥା ଅନୁସାରେ କାମ କରୁଛନ୍ତି ୫ ଟି ସଚିବ ଭିକେ ପାଣ୍ଡିଆନ।ସେ ଜଣେ ପ୍ରଶାସନିକ ଅଧିକାରୀ।ଓଡ଼ିଶା ର ଲୋକ ମାନେ ତାଙ୍କ ବିରୋଧ ରେ ଅନେକ କଥା କହିଥାନ୍ତି।ଏହି କିଛି ଦିନ ତଳେ ତାଙ୍କୁ ପୁରୀ ଜିଲ୍ଲା ର ସତ୍ୟବାଦୀ ଠାରେ କାଳୀ ମାଡ କରା ଯାଇଥିଲା।
Pandian
ରାଜନେତା ଙ୍କ ବିରୋଧ ରେ ଅନେକ ସମୟ ରେ ଅନେକ କଥା ଶୁଣିବାକୁ ମିଳେ।କିଛି ଲୋକ ନେତା ମନ୍ତ୍ରୀ ମାନଙ୍କୁ ନିନ୍ଦା କରୁଥିବା ବେଳେ କିଛି ଲୋକେ ତାଙ୍କର ପ୍ରଶଂସା କରନ୍ତି।ନିକଟ ରେ ସେଭଳି କିଛି ଘଟଣା ଘଟିଛି।ଯାହା ବିଷୟ ରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ଜଣେ ଚାଷୀ ଙ୍କୁ ଏ ବିଷୟ ରେ ପଚରା ଯାଇଥିଲା।ସେ କହିଥିଲେ କି ନବୀନ ବାବୁ ତାଙ୍କ ପ୍ରତି ଅନ୍ୟାୟ କରୁଛନ୍ତି।ତାଙ୍କରି ପରିଶ୍ରମ ର ଚାଉଳ ନେଇ ତାଙ୍କୁ ବିକୁଛନ୍ତି।ଏ ସରକାର ନ ଯିବା ପର୍ଯ୍ୟନ୍ତ ଆମେ ଏମିତି ଲଢ଼ୁ ଥିବୁ।
Viral news
ନବୀନ ପଟ୍ଟନାୟକ ଓ ତାଙ୍କ ୫ ଟି ସଚିବ ଭିକେ ପାଣ୍ଡିଆନ ମିଶି ଆମକୁ ଠକିଛନ୍ତି।ପାଣ୍ଡିଆନ ବାହାର ରାଜ୍ୟ ରୁ ଆସି ଓଡ଼ିଶା ରେ ଏବେ ରାଜ କରୁଛି।ଆମ ନେତା ମନ୍ତ୍ରୀ ମାନେ ତାଙ୍କ ଆଗରେ କୁକୁର ସଦୃଶ୍ୟ।ସେମାନଙ୍କ ଭି କେ ପାଣ୍ଡିଆନ ଙ୍କ ଆଗରେ କିଛି ବି ମୂଲ୍ୟ ନାହିଁ।
ସୂଚନା ଅନୁସାରେ କୃଷକ ମାନେ ନିଜ ଦାବି କୁ ନେଇ ନବୀନ ପଟ୍ଟନାୟକ ଙ୍କ ବାସ ଭବନ ନିକଟ ଟ ରେ ପହଞ୍ଚି ଥିଲେ।ହେଲେ ସେମାନଙ୍କୁ ନବୀନ ପଟ୍ଟନାୟକ ଙ୍କ ଲୋକ ମାନେ ଭୁବନେଶ୍ୱର ଭିତରେ ପ୍ରବେଶ କରିବାକୁ ଦେଇ ନ ଥିଲେ।ଏହା ବ୍ୟତୀତ ତାଙ୍କ ଉପରେ ହାତ ଉଠାଇ ଥିଲେ।
ଆଜି ଯାଏଁ କୃଷକ ମାନଙ୍କ ଆଶା ପୁରଣ ହୋଇ ନାହିଁ।ସେଥିପାଇଁ ସେମାନେ ବାରମ୍ବାର ରାସ୍ତା କୁ।ଓହ୍ଲାଇଛନ୍ତି।ହେଲେ କିଛି ବି ଫାଇଦା ହୋଇ ନାହିଁ।ନବୀନ ପଟ୍ଟନାୟକ କେବଳ ଓଡ଼ିଶା ରେ ଭୋଟ ରେ ଜିତିବା ପାଇଁ ଲୋକ ଙ୍କୁ ସାହାର୍ଯ୍ୟ କରୁଛନ୍ତି।
Viral
ଯେଉଁ ମାନେ ତାଙ୍କୁ ଭୋଟ ଦେବେ ସେ ସେହିମାନଙ୍କୁ ଅନେକ ସାହାର୍ଯ୍ୟ କରୁଛନ୍ତି।କାଳିଆ ଯୋଜନା ପଇସା ତାଙ୍କ ଚାଷୀ ମାନଙ୍କୁ ମିଳିଲା ।ହେଲେ ଯେଉଁ ମାନେ ଆସି ରାସ୍ତା ରେ ଆନ୍ଦୋଳନ କରିଥିଲେ ତାଙ୍କୁ ମିଳିଲା ନାହିଁ।ବୃଦ୍ଧ ଜଣକ କହିଛନ୍ତି କି ଏଇ ଥର ସେ ନବୀନ ସରକାର ଙ୍କୁ ହରାଇବେ।ଯେଉଁ ଯାଏଁ ଅନ୍ୟ ସରକାର ଗଢା ହୋଇ ନାହିଁ ଆମେ କେହି ବି ଶାନ୍ତି ରେ ବସିବୁ ନାହିଁ।

Advertisement