Updated: Dec 31, 2023, 20:00 IST

କାହିଁକି ପ୍ରସିଦ୍ଧ କଳାକାର vijay thalapathy ଙ୍କ ଉପରେ ହେଲା ଚପଲ ମାଡ଼ ଦେଖନ୍ତୁ ସାମ୍ନାକୁ ଆସିଲା ସବୁ ସତ

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତା ଥାଲାପତି ବିଜୟଙ୍କ ଉପରକୁ ଜଣେ ଅଜଣା ବ୍ୟକ୍ତି ଚପଲ ମାଡ କରିଛି। ଅଭିନେତା ତଥା ରାଜନେତା ବିଜୟକାନ୍ତଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ବିଜୟ ଯାଇଥିଲେ।
ସେହି ସମୟରେ ଏହି ଅଘଟଣା ଘଟିଛି। ଏ ସମ୍ପର୍କୀତ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଅବଶ୍ୟ ବିଜୟଙ୍କୁ ଏଥିରେ କୌଣସି ଆଘାତ ଲାଗି ନାହିଁ। ବିଜୟଙ୍କ ପ୍ରଶଂସକମାନେ ଏ ନେଇ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। 
Vjy
ତାଙ୍କ ପରି ଜଣେ ସୁପରଷ୍ଟାରଙ୍କୁ କିଏ କାହିଁକି ଚପଲ ମାଡ କରିବ ତାହା ସମସ୍ତଙ୍କୁ ଚକିତ କରିଛି। ସୂଚନା ଅନୁଯାୟୀ, ବିଜୟକାନ୍ତଙ୍କର ଶୁକ୍ରବାର ଅନ୍ତିମ ସଂସ୍କାର କରାଯାଇଛି। ସାଉଥ୍ ସୁପରଷ୍ଟାର ଥାଲାପତି ବିଜୟ ମଧ୍ୟ ତାଙ୍କୁ ଅନ୍ତିମ ବିଦାୟ ଦେବାକୁ ପହଞ୍ଚିଥିଲେ।
ତେବେ ବନ୍ଧୁଗଣ ସୁପରଷ୍ଟାରଙ୍କ ସହ ଏମିତି ଏକ ଘଟଣା ଘଟିଥିଲା ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଥାଲାପତି ବିଜୟଙ୍କ ସହ ଏକ ଭିଡିଓ ସାମ୍ନାକୁ ଆସିଛି। 
Vjy
ଯେତେବେଳେ ଥାଲାପତି ବିଜୟକାନ୍ତ ଙ୍କ ପାର୍ଥିବ ଶରୀରର ଅନ୍ତିମ ଦର୍ଶନ କରି ନିଜ କାର୍ ପାଖକୁ ଆସୁଥିଲେ, ସେହି ସମୟରେ କେହି ଜଣେ ତାଙ୍କ ଉପରକୁ ଚପଲ ଫୋପାଡି ଥିଲେ।
ତେବେ ବନ୍ଧୁଗଣ ବିଜୟକାନ୍ତ କୋ-ଭି-ଡ ପଜିଟିଭ ହେବା ପରେ ଅସୁସ୍ଥ ହୋଇ ପଡିଥିଲେ। ଏହା ପରେ ତାଙ୍କର ମୃ-ତ୍ୟୁ ଘଟିଥିଲା। ତାଙ୍କର ୧୯୯୧ରେ ରିଲିଜ ହୋଇଥିବା କ୍ୟାପଟେନ ପ୍ରଭାରନ ବଡ ହିଟ ହୋଇଥିଲା। 
Vjy
ଏହା ପରେ ସେ କ୍ୟାପଟେନ ବିଜୟକାନ୍ତ ଭାବେ ପରିଚିତ ହୋଇଥିଲେ। ତାଙ୍କ ଦ୍ୱାରା ଗଠିତ ଡିଏମଡିକେ ପାର୍ଟି ତାମିଲନାଡୁରେ ବେଶ ଗ୍ରହଣୀୟ ଥିଲା। ବନ୍ଧୁଗଣ ବିଜୟକାନ୍ତଙ୍କ ୭୧ ବର୍ଷ ବୟସରେ ପରଲୋକ ଘଟିଛି। ବର୍ତ୍ତମାନ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଅଭିନେତାଙ୍କୁ ନେଇ ତାଙ୍କ ଫ୍ୟାନମାନେ ଖୁବ୍ ଚିନ୍ତିତ ଅଛନ୍ତି। ଏବଂ ତାଙ୍କ ନିଧନ ରେ ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି।

Advertisement