Sep 30, 2023, 15:24 IST

ଯେତେବେଳେ ବିରାଟ ର ବ୍ୟାଟିଂ ଦେଖି ଶାହରୁକ୍ କହିଥିଲେ ତତେ ହିଁ ମୋ ଘର ଜ୍ବାଇଁ କରିବି, ହେଲେ ବିରାଟ ଦେଇଥିଲେ ଏମିତି ଜବାବ ଯେ ଆପଣ ବି କହିବେ... ସାବାସ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଶାହାରୁଖ ଖାନ ବଲିଉଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତା। ଆଜି ତାଙ୍କୁ କାହାର ପରିଚୟର ମଧ୍ୟ ଆବଶ୍ୟକତା ନାହିଁ। ସେ ବଲିଉଡ୍ କୁ ଅନେକ ହିଟ୍ ସିନେମା ମାନ ମଧ୍ଯ ଦେଇ ସାରିଛନ୍ତି।
Special report
ସେଥିପାଇଁ ସେ ପ୍ରାୟତଃ ସମୟରେ ଖୁବ୍ ଚର୍ଚ୍ଚାରେ ମଧ୍ୟ ରହି ଥାଆନ୍ତି। ସେ ଏବେ ପର୍ଯ୍ୟନ୍ତ ଲୋକ ମାନଙ୍କ ହୃଦୟରେ ଘର କରି ରହିଛନ୍ତି। ନିକଟରେ ଏହା ଖବର ଆସିଛି କି ଶାହରୁକ ଖାନ୍ ବିରାଟ କୋହଲି ଙ୍କୁ ତାଙ୍କର ଜ୍ବାଇଁ ବୋଲି ମାନିଛନ୍ତି।
ଏବେ ଏହି ସମ୍ପର୍କରେ ଖୁବ୍ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ଶାହାରୁକ୍ ଖାନ୍ ବିରାଟ କୋହଲି ଙ୍କୁ ଜ୍ବାଇଁ ଭାବରେ ଗ୍ରହଣ କରିଥିବା ବେଳେ ସୂହାନା ଖାନ୍ ମଧ୍ଯ ତାଙ୍କ କଥାରେ ସଂପୂର୍ଣ୍ଣ ଭାବରେ ରାଜି ଅଛନ୍ତି।
Special report
ବିରାଟ କୋହଲି ନିଜେ ବିବାହିତ ହେଲେ ମଧ୍ୟ ଶାହାରୁଖ ଖାନ ତାଙ୍କୁ ତାଙ୍କ ଜ୍ୱାଇଁ ବୋଲି କହିଛନ୍ତି ଏବଂ ଏହା ମଧ୍ୟ ସମସ୍ତଙ୍କ ସାମ୍ନାରେ। ଏବେ ଏହି ଖବର ସମ୍ପର୍କରେ ଗଣ ମାଧ୍ୟମରେ ମଧ୍ୟ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
ତେବେ ଆପଣ ମାନେ ଜାଣିଥିବେ କି ବିରାଟ କୋହଲି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଙ୍କୁ ବିବାହ କରିଛନ୍ତି। ଆଉ ଏହି ଖବର ମଧ୍ଯ ସମସ୍ତଙ୍କୁ ବେଶ ଭଲ ଭାବରେ ଜଣା। ଏବେ ସୋସିଆଲ ମିଡ଼ିଆରେ ଦୁହିଁଙ୍କ ଅନେକ ଫଟୋ ମଧ୍ଯ ଭାଇରାଲ୍ ହେଉଛି।
ଆଉ ଏହାକୁ ମଧ୍ଯ ଦର୍ଶକ ମାନେ ଖୁବ ଭଲ ପାଇବା ମଧ୍ଯ ଦେଇଛନ୍ତି। ହେଲେ ଏଭଳି ଅଚାନକ ଶାହାରୁକ୍ ଖାନ୍, ବିରାଟ କୋହଲି ଙ୍କୁ ନିଜ ଜ୍ବାଇଁ କହିଥିବା କଥା ସମସ୍ତଙ୍କୁ ଖୁବ ଚର୍ଚ୍ଚାରେ ପକାଇ ଦେଇଛି।
Special report
ଶାହାରୁକ୍ ଖାନ୍ , ବିରାଟ କୋହଲି ଙ୍କୁ ନିଜର ଜ୍ବାଇଁ କହିବା ପଛରେ କାରଣ ହେଉଛି କି ଶାହାରୁକ୍ ଖାନ୍ ଅନୁଷ୍କା ଶର୍ମା ଙ୍କୁ ତାଙ୍କର ଝିଅ ବୋଲି ମାନନ୍ତି। ସେଥିପାଇଁ ସେ ବିରାଟ କୋହଲି ଙ୍କୁ ନିଜ ଜ୍ବାଇଁ ବୋଲି କହିଛନ୍ତି।
ହେଲେ ଆମେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ କି ଏହି କଥାରେ ସୁହାନା ଖାନ ଙ୍କ ନାମ ନାହିଁ। କାରଣ ସେ ସୁହାନା ଖାନ ଙ୍କ ସମ୍ପର୍କରେ ଆଦୌ ଏଭଳି କହି ନାହାଁନ୍ତି। ତେବେ ଏହି କଥା ଶୁଣି ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Advertisement