Sep 6, 2023, 12:44 IST

ଦେଖନ୍ତୁ ଅଚାନକ ରାତିରେ live ଆସିଲେ ଅଭିନେତ୍ରୀ ରାଣୀ ପଣ୍ଡା ସମସ୍ତେ ଦେଖି ହେଲେ ଆଶ୍ଚର୍ୟ୍ଯ

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଭାଇରାଲ ଗାର୍ଲ୍ ରାଣୀ ପଣ୍ଡା ଙ୍କୁ ଜାଣି ଥିବେ।ସାରା ଓଡ଼ିଶା ର ଲୋକ ମାନଙ୍କ ପାଖରେ ସେ ଜଣେ ଖରାପ ମଣିଷ ଭାବେ ପରିଚିତ।ହେଲେ ପ୍ରକୃତ ରେ ସେ ଜଣେ ଖରାପ ମଣିଷ ନୁହନ୍ତି।ଓଡ଼ିଶା ର କିଛି ଲୋକ ତାଙ୍କୁ ଖୁବ୍ ପସନ୍ଦ କରନ୍ତି।
Special report
ଯାତ୍ରା ଦୁନିଆ ର ଗୋଟେ ଜଣା ଶୁଣା ନାମ ହେଉଚି ରାଣୀ ପଣ୍ଡା।ଯାତ୍ରା ଦୁନିଆ ର କିଛି ନିର୍ଦ୍ଦେଶକ ଓ କଳାକାର ମାନଙ୍କ ପାଇଁ ଆଜି ସେ ଚାରି ଆଡ଼େ ବଦନାମ ହୋଇଛନ୍ତି।ସେ ଆଗରୁ ଏମିତି ନ ଥିଲେ।ଯାତ୍ରା ଦୁନିଆ ରେ ପାଦ ରଖିବା ପରେ ସେ ଏମିତି ହୋଇ ଥିଲେ।
ଆପଣ ମାନେ ଜାଣି ଥିବେ ଯେ ଖଣ୍ଡଗିରି ରେ ସେ ଡ୍ରେସ୍ ଖୋଲି ନାଚି ଥିଲେ।ଏହା ପରେ ତାଙ୍କୁ ନେଇ ଅନେକ କଥା କୁହା ଯାଇଥିଲା।କେତେ ଲୋକ ଆସି କେତେ କଥା କହିଥିଲେ।ତଥାପି ରାଣୀ ପଣ୍ଡା ସହି ଥିଲେ।ଜଣକ ର କାନ ମଧ୍ୟ ସେ କାମୁଡି ଦେଇଥିଲେ।
Special report
ହେଲେ ଏସବୁ ସେ ନିଜ ଇଚ୍ଛା ରେ କରି ନ ଥିଲେ।କିଛି ନିର୍ଦ୍ଦେଶକ ଓ କଳାକାର ମାନଙ୍କ ପାଇଁ କରିଥିଲେ।ହେଲେ ପ୍ରକୃତ ରେ ସେ ଜଣେ ଭଲ ମଣିଷ ଲୋକ ଙ୍କ ଦୁଃଖ ସୁଖ ରେ ତାଙ୍କ ପାଖରେ ଠିଆ ହୁଅନ୍ତି।ତାଙ୍କୁ ଆର୍ଥିକ ସହାୟତା କରନ୍ତି।ସେ ଲୋକ ମାନଙ୍କୁ ସାହାର୍ଯ୍ୟ କରିବା ପରେ ବି ତାଙ୍କ ଭିତରେ ରହିଥାଏ ବହୁତ କଷ୍ଟ।
ହେଲେ ସେ କାହାକୁ ଏ କଥା କହି ପାରନ୍ତି ନାହିଁ।ସୂଚନା ଅନୁସାରେ ରାଣୀ ପଣ୍ଡା ଗୋଟିଏ ଗରିବ ବ୍ରାହ୍ମଣ ପରିବାର ର ଝିଅ।ଅଭିନୟ କରିବା ନିଶା ରେ ଘର ଛାଡି ଚାଲି ଆସିଥିଲେ ଭୁବନେଶ୍ୱର।ସେହି ଦିନ ଠାରୁ ସେ ଘର କୁ କେବେ ବି ଯାଇ ନାହାନ୍ତି।
Special report
ହେଲେ ଅଭିନୟ କଲା ବେଳେ ତାଙ୍କ ସହିତ ବହୁତ କିଛି ଘଟିଛି।ଯାହାକି ସେ ଆଜି ଯାଏଁ ଭୁଲି ପାରୁ ନାହାନ୍ତି।ସେ ଆଜି ଯାଏଁ ବିବାହ କରି ନାହାନ୍ତି।ଘର ସଂସାର କରି ନାହାନ୍ତି।ଏଥିପାଇଁ ତାଙ୍କ ଭିତରେ ରହିଛି ବହୁତ ଦୁଃଖ।
ରାଣୀ ପଣ୍ଡା ତାଙ୍କ ଜୀବନ ରେ ବହୁତ ସଂଘର୍ଷ କରିଛନ୍ତି।ଗୋଟେ ବେଳେ ଖାଇ ଅନ୍ୟ ବେଳେ ଉପାସ ରହୁଥିଲେ।ସେଥିପାଇଁ ସେ ଅନ୍ୟ ର ଦୁଃଖ କଷ୍ଟ କୁ ଭଲ ଭାବେ ବୁଝନ୍ତି।ଏହା ପରେ ତାଙ୍କ ଠାରୁ ସମସ୍ତେ ଦୂରେଇ ଗଲେ।
ପାଖରେ ପଇସା ନ ଥାଏ।ଏହା ପରେ ତାଙ୍କୁ ଯାତ୍ରା ରେ ସୁଯୋଗ ଦିଆ ଗଲା।ମାତ୍ର ସେହି ଯାତ୍ରା ଦୁନିଆ ତାଙ୍କ ଜୀବନ ବରବାଦ କରିଦେଲା।ଏ ହେଉଚି ରାଣୀ ପଣ୍ଡା ଙ୍କ ଦୁଃଖ ର କାହାଣୀ।ଯେ କେହି ବି ଏହାକୁ ଥରେ ପଢ଼ିବେ ତା ଆଖି ରୁ ଲୁହ ଆସି ଯିବ।

Advertisement