Jan 10, 2024, 13:42 IST

ରାସ୍ତା ମଝିରେ ଶୋଇ ନାଚିଲେ ୧୦ମ ଶ୍ରେଣୀ ଯୁବତୀ, ୨ ଘଣ୍ଟା ପାଇଁ ରାସ୍ତା ରେ ଟ୍ରାଫିକ ହୋଇଗଲା ଜାମ...

Special Report

ନମସ୍କାର ପାଠକ ବନ୍ଧୁ ବନ୍ଧୁଗଣ ମଝି ରାସ୍ତାରେ ବ୍ୟାଗ କୁ ଫୋପାଡି ନାଚିଲେ କଲେଜ ଝିଅ। କଲେଜ୍ କୁ ଯୁବତୀ ଜଣକ ପାଠ ପଢିବାକୁ ଯାଇଥିଲେ ମାତ୍ର ସେ କଲେଜ୍ ନଯାଇ ସେଠାରେ ନିଜର ଅଣ୍ଟା କୁ ହଲାଇ ବାଚୁ ଥିଲେ।
Special Report
ତାହା ପୁଣି ବିଚ୍ ରାସ୍ତା ଉପରେ। ଏହାକୁ ଦେଖି ରାସ୍ତାରେ ଯାଉଥିବା ସମସ୍ତ ଯାତ୍ରୀ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ। ଛାତ୍ରୀ ଜଣକ କଲେଜ୍ ଡ୍ରେସ ପିନ୍ଧିଛନ୍ତି। ଆଉ କାନ୍ଧରେ ବ୍ୟାଗ ମଧ୍ଯ ପକାଇଛନ୍ତି।
କଲେଜ୍ ଯାଉଛି ବୋଲି କହି ସେ ଘରୁ ମଧ୍ୟ ବାହାରିଛନ୍ତି। ଆଉ କଲେଜ୍ ଯିବା ବାଟରେ ସେ ଲୋକଙ୍କ ସାମ୍ନା ରେ ଯାହା କିଛି କରିଥିଲେ ତାକୁ ଦେଖିବା ପରେ ହିଁ ସମସ୍ତଙ୍କର ହୋସ ଉଡ଼ି ଯାଇଥିଲା।
ରାସ୍ତାରେ ଯାଉଥିବା ଲୋକମାନେ ମଧ୍ୟ ରାସ୍ତା ଉପରେ ଏହି ଛାତ୍ରୀ ଜଣକୁ ଦେଖି ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ସେଠାରେ ଅଟକି ରହି ଯାଇଥିଲେ। ଛାତ୍ରୀ ଜଣକ କଲେଜ୍ ଯାଉ ଯାଉ ବିଚ୍ ରାସ୍ତା ଉପରେ କାନ୍ଧ ରୁ ବ୍ୟାଗ କାଢି ଫୋପାଡି ଦେଇଥିଲେ।
Special Report
ରାସ୍ତାରେ ଉପରେ ରାମ୍ପ ଶୋ କଲା ଭଳି ଅଣ୍ଟା କୁ ହଲାଇ ହଲାଇ ରାସ୍ତା ମଝିକୁ ଚାଲି ଯାଇଥିଲେ। ଏହାପରେ ରାସ୍ତା ମଝି ଶୋଇ ପଡି ଲୋକଙ୍କ ସାମ୍ନା ରେ ନାଚିବାକୁ ଆରମ୍ଭ କରି ଦେଇଥିଲେ।
ଏଭଳି ଭାବରେ ନାଚୁ ଥିଲେ ଯେ ଲୋକ ମାନେ ମଧ୍ୟ ଦେଖି ଜାଣି ପାରୁ ନଥିଲେ କି ଯୁବତୀ ଜଣକ ବାସ୍ତବରେ ଏଭଳି ଭାବରେ କଣ ପାଇଁ ନାଚୁ ଛନ୍ତି ବୋଲି। ମଝି ରାସ୍ତା କୁ ସେ ନିଜର ନାଚ ପେଣ୍ଡାଲ ବୋଲି ଭାବି ନେଇଥିଲେ।
ଏବେ ଯୁବତୀ ଜଣକ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ଲୋକ ମାନେ ମଧ୍ୟ ଜାଣି ପାରୁ ନାହାଁନ୍ତି କି ସେ ଏଭଳି ଜଣ ପାଇଁ ହେଉଛନ୍ତି ବୋଲି।
ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ପ୍ରସାରିତ ହେବା ପରେ ଲୋକମାନେ ଅନେକ ପ୍ରକାରର ମତ ଦେଇଛନ୍ତି। ତେବେ ଏହି ଭିଡିଓ ପ୍ରତି ଆପଣଙ୍କ ମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement