Updated: Oct 10, 2023, 13:57 IST

ଦେହ ବ୍ୟବସାୟୀ ଯୁବତୀ ଙ୍କ ପ୍ରସ୍ତାବ ରେ ରାଜି ନ ହେବାରୁ ଜବରଦସ୍ତି ଯୁବକ ଙ୍କ ଇଜ୍ଜତ୍ ଲୁଟିଲେ ଯୁବତୀ, ସିସିଟିଭି ରେ ହେଲା ଘଟଣା କୟଦ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ଭିଡିଓ ରେ ଦେଖିବାକୁ ମିଳିଛି କି ରାସ୍ତାରେ ଏକା ମହିଳା ଙ୍କୁ ଦେଖିବା ପରେ ଅଟକି ଯାଇଥିଲା ଯୁବକ।
ଆଉ ଏକା ସମୟରେ ଦୁଇ ଜଣ ମହିଳାଙ୍କୁ ଟଙ୍କା ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ଟଙ୍କା ମଧ୍ୟ ଦେଇଥିଲା। ହେଲେ ଏହି ସମୟରେ ଯୁବକ ଜଣଙ୍କୁ ରାସ୍ତା ମଝିରେ ବେହୋସ୍ କରି ଦେଇଥିଲେ।
ଏହାପରେ ଯୁବକ ଜଣକୁ ସେମାନେ ଉଲଗ୍ନ କରି ସବୁ କିଛି ତାଙ୍କ ଠାରୁ ଲୁଟି ନେଇ ଯାଇଥିଲେ। ଆଉ ଏହି ସବୁ ମଧ୍ଯ ସିସି ଟିଭି କ୍ୟାମେରା ରେ ରେକର୍ଡ ମଧ୍ୟ ହୋଇ ଯାଇଥିଲା।
Special report
ଏପଟେ ରାତି ବଢ଼ି ବଢ଼ି ଯାଇଥିବା ବେଳେ ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ ଦୁଇଜଣ ଯୁବତୀ। ତାଙ୍କୁ ଦେଖିବା ପରେ ଲାଗୁଛି ସତେ ଯେମିତି ସେ କାହାକୁ ଅପେକ୍ଷା କରି ସେଠାରେ ଛିଡ଼ା ହୋଇଛନ୍ତି। ଆଉ ସେହି ରାସ୍ତାରେ ବାଇକ୍ ଧରି ମଧ୍ୟ ଏକ ଯୁବକ ଯାଉଛନ୍ତି।
ଏହାପରେ ଦୁଇଜଣ ଯୁବକ ଆସି ପହଞ୍ଚି ଯାଇଥିଲେ ସେହି ବାଇକ୍ ଚାଳକ ଙ୍କ ନିକଟରେ। ଏହାପରେ ସେ ଯୁବକଙ୍କୁ ସେମାନେ ତାଙ୍କର ଜାଲରେ ଫସାଇବା ପାଇଁ ଖୁବ୍ ଚେଷ୍ଟା ମଧ୍ଯ କରିଥିଲେ।
ସୁନ୍ଦରୀ ଯୁବକ ଦୁଇଜଣ ନିଜର ଚେହେରା ଦେଖାଇ ଯୁବକଙ୍କୁ ଅନ୍ୟମନସ୍କ କରିବାକୁ ମଧ୍ୟ ଖୁବ୍ ଚେଷ୍ଟା କରିଥିଲେ। ଯୁବକଙ୍କ ଦେହରେ ହାତ ମାରି ଯୁବକ ଙ୍କ ନିକଟରେ କଣ କଣ ସବୁ ଜିନିଷ ପତ୍ର ଅଛି ସେ ସବୁରେ ମଧ୍ୟ ସେମାନେ ହାତ ମାରି ଦେଖୁଥିଲେ।
ଆଉ ଏକୁଟିଆ ଯୁବକଙ୍କୁ ମିଠାମିଠା କଥା କହି ନିଜ ମାୟା ଜାଲରେ ଯୁବକଙ୍କୁ ଫସାଇବା ପାଇଁ ମଧ୍ଯ ଚେଷ୍ଠା ଚଳାଇ ଥିଲେ। ଏହାପରେ ଜଣେ ଯୁବତୀ ତାଙ୍କ ପଛ ପଟ କୁ ଯାଇ ତାଙ୍କୁ କିଛି ନିଶା ଦ୍ରବ୍ୟ ମଧ୍ଯ ସୁଙ୍ଘାଇ ଦେଇଥିଲେ।
ଯାହା ଫଳରେ କି ଯୁବକ ଜଣକ ବେହୋସ୍ ହୋଇ ପଡ଼ିଥିଲେ। ଏହାପରେ ସେମାନେ ସବୁକିଛି ଯୁବକ ଙ୍କ ନିକଟରୁ ଲୁଟି ନେଇ ଯାଇଥିଲେ। ଏବେ ଏହି ଘଟଣା ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement