Sep 27, 2023, 12:59 IST

ରାଗ ରଖି ଯୁବତୀଙ୍କ ଲ-ଙ୍ଗଳା ଭିଡିଓ କଲେ VIRAl ତାତିଲେ ସମସ୍ତେ ଦେଖନ୍ତୁ କଣ ହେଲା

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଗୋଟେ ଝିଅ ପାଇଁ ତାର ଇଜ୍ଜତ ହିଁ ସବୁ କିଛି।ଏହା ଯିବା ପରେ ଆଉ କେବେ ଫେରି ଆସିବ ନାହିଁ।ଜଣେ ମହିଳା ଙ୍କ ର ଗାଧୋଇବା ର ଭିଡିଓ ଭାଇରାଲ କରିବା ସମ୍ପୂର୍ଣ୍ଣ ଅପରାଧ।
Special report
ଏପରି ଏକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲାର ସୋର ଥାନା ଅଞ୍ଚଳ ରେ।ସେଠାରେ ଚାରି ଜଣ ବ୍ୟକ୍ତି ବାପ ଉପରେ ରାଗ ରଖି ଝିଅ ର ଗାଧୋଇବା ଫଟୋ କୁ ଭାଇରାଲ କରି ଦେଇଛନ୍ତି।ଏହି ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।ଝିଅ ଟି ଏ ବାହାର କୁ ଗୋଡ କାଢି ଯାଇ ପାରୁ ନାହିଁ।
ଏହି ଘଟଣା ଟି ଏବେ ଚାରି ଆଡେ଼ ପ୍ରଚାରିତ ହୋଇ ସାରିଛି।ସୂଚନା ଅନୁସାରେ ଗୋଟିଏ ନାବାଳିକା ଝିଅ ବାଥ୍ ରୁମ୍ ରେ ଗାଧୋଉଥିବା ସମୟରେ ସେହି ଗ୍ରାମ ର କିଛି ଯୁବକ ମାନେ ସ୍କାଇଲାଇଟ ବାଟ ଦେଇ ତାଙ୍କର ଭିଡିଓ କରିଥିଲେ।
Special report
ଏହା ପରେ ସେମାନେ ଏହି ଭିଡିଓ କୁ ବାବୁଲ ନାମକ ଅନ୍ୟ ଜଣେ ଯୁବକ କୁ ଦେଇଥିଲେ।ସେ ତାହାକୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଅପଲୋଡ଼ କରିଥିଲେ।ଏହାକୁ ସମସ୍ତେ ଦେଖି ସାରିଲା ପରେ ଝିଅ ଟି ଆଉ ରାସ୍ତା ରେ ମୁଣ୍ଡ ଟେକି ଚାଲି ପାରୁ ନାହିଁ।
Special report
କଲେଜ୍ ଟ୍ୟୁସନ୍ ଯିବା ବନ୍ଦ କରି ଦେଇଛି।କଲେଜ ଯିବାରୁ ସାଙ୍ଗ ମାନେ ତାର ମଜାକ କରୁଛନ୍ତି।ତୁ ସେହି ଅର୍ଦ୍ଧ ନଗ୍ନ ଝିଅ ବୋଲି ତାକୁ ପଚାରୁଛନ୍ତି।ଯେଉଁଥିପାଇଁ ସେ ଆଉ କଲେଜ ଯାଉ ନାହିଁ।ଅନ୍ୟ ପଟେ ସେହି ଯୁବକ ମାନଙ୍କ ସହିତ ଝିଅ ର ବାପା କିଛି ଦିନ ତଳେ ଏସସି ଏସ ଟି କାଷ୍ଟ କୁ ନେଇ କେସ କରିଥିଲେ।
Special report
ଓ ସେମାନେ ଏଥିରେ ହାରି ଯାଇଥିଲେ।ସେହି ଯୁବକ ମାନେ ହେଲେ ବିଶ୍ୱ ପ୍ରକାଶ ମହାଳିକ,ରଞ୍ଜନ ଜେନା,ମୁକୁଳା ମହାଳିକ,ଓ ସୁଧାଂଶୁ ମହାଳିକ।ସେମାନେ ବାପ ଉପରେ ରାଗ ରଖି ଝିଅ ସହ ଏମିତି କରିଛନ୍ତି।
ଏହାକୁ ନେଇ ବାପ ମା ଝିଅ ବହୁ ବାର ଥାନା ର ଦ୍ବାରସ୍ଥ ହୋଇ ଛନ୍ତି।କିନ୍ତୁ ସେହି ଯୁବକ ମାନଙ୍କ ଭିତରେ ଜଣେ ସରପଞ୍ଚ ଙ୍କ ପୁଅ ଥିବାରୁ ପୋଲିସ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରୁ ନାହିଁ।
ଓ ସେମାନେ ମଧ୍ୟ ଫେରାର ଅଛନ୍ତି।ଝିଅ ଟି ଏବେ ଜିଲ୍ଲା ପାଳ ଙ୍କ ନିକଟରେ ନିଜ ଅଭିଯୋଗ କୁ ଦର୍ଶାଇ ଛନ୍ତି।ତାଙ୍କ ବାପା କହିଛନ୍ତି କି ତାଙ୍କ ଝିଅ କୁ ନ୍ୟାୟ ଦରକାର।

Advertisement