ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜିକାଲି ସମସ୍ତେ ବହୁଳ ଭାବରେ ବ୍ୟବହାର କରୁଛନ୍ତି। ଆଉ ସୋସିଆଲ ମିଡ଼ିଆ ରେ ଏବେ ସମସ୍ତେ ଖୁବ ଟ୍ରେଣ୍ଡ ହେବାରେ ଲାଗିଛି।

ଲୋକ ମାନେ ମଧ୍ୟ ଫେମସ୍ ହେବା ପାଇଁ କିଛି ମଧ୍ୟ କରିବାକୁ ପ୍ରସ୍ତୁତ ଅଟନ୍ତି। ସେଥିପାଇଁ ଏବେ ସୋସିଆଲ ମିଡ଼ିଆର ଇନ୍ଷ୍ଟାଗ୍ରାମ୍ ଏବେ ସମସ୍ତେ ବ୍ୟବହାର କରୁଛନ୍ତି ଆଉ ସେଥିରେ ମଧ୍ୟ ସେମାନେ ରିଲ୍ ମଧ୍ୟ କରୁଛନ୍ତି।
ଏବେ ସମସ୍ତ ଯୁବପିଢୀ ମାନେ ମଧ୍ୟ ରିଲ୍ ପାଇଁ ପାଗଳ ଅଟନ୍ତି। ଏଥିପାଇଁ ସେମାନେ ଖୁବ୍ ଦୁଃସାହସିକ କାମ ମଧ୍ୟ କରୁଛନ୍ତି। ଏଥିପାଇଁ ଅନେକ ଲୋକ ମାନଙ୍କ ଜୀବନ ମଧ୍ଯ ଚାଲି ଯାଇଛି।
ଏବେ ସୋସିଆଲ ମିଡ଼ିଆରେ ଏଭଳି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଥିବା ଭିଡିଓ ରେ ଦେଖିବାକୁ ମିଳିଛି କି ଜଣେ ବିଦେଶୀ ଯୁବତୀ ରିଲ୍ କରୁଛନ୍ତି।

ହେଲେ ସେ ଏଭଳି ଭାବରେ ରିଲ୍ କରୁଛନ୍ତି ଯାହାକି ଜୀବନ ପ୍ରତି ଖୁବ୍ ବିପଦ ଅଟେ। ଦେଖିବାକୁ ମିଳିଛି କି ଯୁବତୀ ଜଣକ ଟ୍ରେନ୍ ର କବାଟ ପାଖରୁ ଯୁବତୀ ଜଣକ ବାହାରକୁ ବାହାରି ରିଲ୍ କରୁଛନ୍ତି ହେଲେ ଟ୍ରେନ୍ ମଧ୍ୟ ଖୁବ ଦ୍ରୁତ ଗତି ରେ ଚାଲୁଛି ହେଲେ ଯୁବତୀ ଜଣକ ସେ ସବୁ କଥା ଜାଣି ମଧ୍ୟ ସେ ଏଭଳି ଭାବରେ ରିଲ୍ କରୁଛନ୍ତି। ସେହି ସମୟରେ ଆଗରେ ଏକ ବିଦ୍ୟୁତ୍ ଖୁଣ୍ଟ ଆସି ଯାଇଥିଲା ଆଉ ଯୁବତୀ ଜଣକ ଜାଣିପାରି ପଛ କୁ ପଳାଇ ଯାଇଥିଲେ।
ଯଦି ଯୁବତୀ ଜଣକ ଜାଣି ପାରି ନଥାନ୍ତେ ତେବେ ଆପଣ ମାନେ ଜାଣି ପାରୁଥିବେ କି ତାଙ୍କର ଅବସ୍ଥା କଣ ହୋଇ ଥାନ୍ତା। ଏବେ ସୋସିଆଲ ମିଡ଼ିଆରେ ଯୁବତୀ ଜଣକ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି।
हो गया कांड pic.twitter.com/TZFURJjaIz
— Lucky Ghosh (@LuckyGh02264347) June 30, 2023
ଲୋକ ମାନେ କହିଛନ୍ତି କି ଏଭଳୀ ଦୁଃସାହସିକ କାମ କରିବା ଅନୁଚିତ ଅଟେ। ଆଉ ଏବେ ସୋସିଆଲ ମିଡ଼ିଆରେ ଏସବୁ ଦେଖିବା ପରେ ଆପଣଙ୍କର ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବେ ଆଉ ଏଭଳି ଦୁଃସାହସିକ କାମ କେବେ ହେଲେ ମଧ୍ୟ କରିବେ ନାହିଁ