Updated: Sep 5, 2023, 22:50 IST

ବାଘକୁ ପିଆଇଦେଲେ ମ-ଦ ଦେଖନ୍ତୁ ଭିଡିଓ ହେଲା Viral ସବୁଆଡ଼େ ଏବେ ଚର୍ଚ୍ଚା ଏହି ଗାଁ ଲୋକଙ୍କ କାଣ୍ଡ ଦେଖନ୍ତୁ ଏହି ଦୃଶ୍ୟ

Viral

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ବର୍ତ୍ତମାନ ସମୟ ରେ ମଣିଷ ମାନେ ମଣିଷ ପଣିଆ ଭୁଲି ଗଲେଣି।ମଣିଷ ମାନେ ପଶୁ ଭଳି ବ୍ୟବହାର କରୁଛନ୍ତି।ବଣୁଆ ପଶୁ ମାନଙ୍କ ସହିତ ଏପରି ବ୍ୟବହାର କରିଛନ୍ତି କି ନିଜେ ଯେପରି ପଶୁ ପାଲଟି ଯାଇଛନ୍ତି।ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ରେ।
Viral
ଏଠାରେ ଗୋଟେ ବାଘ ଜନବସତି ଆଡ଼କୁ ଚାଲି ଆସିଚି।କିନ୍ତୁ ସମସ୍ତେ କହୁଛନ୍ତି କି ତାକୁ ଲୋକ ମାନେ ମଦ ପିଆଇ ଦେଇଛନ୍ତି।ସେଥିପାଇଁ ସେ କାହାରି କିଛି କ୍ଷତି କରୁ ନାହି।ଲୋକ ମାନେ ତା ସହିତ ସେଲ୍ଫି ନେଉଛନ୍ତି।
ସୂଚନା ଅନୁସାରେ ଗୋଟିଏ କଲରା ପତରିଆ ବାଘ ଟି ଗାଁ ଭିତରକୁ ପଶି ଆସିଚି।ସେ କାହାରି କିଛି କ୍ଷତି କରୁନାହିଁ।ଗାଁ ର ଲୋକ ମାନେ ତା ସହିତ ଖେଳୁ ଛନ୍ତି।ତା ସହିତ ଫୋନ୍ ରେ ସେଲଫି ନେଉଛନ୍ତି।
ତାକୁ ବହୁତ ହଇରାଣ କରୁଛନ୍ତି।ହେଲେ ଆପଣ ମାନେ ଥରେ ଭାବନ୍ତୁ ଏପରି କରିବା କଣ ଠିକ୍।ଯଦି ସେ ଆଜି ଭଲ ଥାଆନ୍ତା ତେବେ କଣ ଏ ନିଷ୍ଠୁର ମାନବ ତା ସହିତ ଏଭଳି କରି ଥାଆନ୍ତା।କିନ୍ତୁ ପ୍ରକୃତ ରେ ତାର ଦେହ ବହୁତ ଖରାପ ହୋଇ ଯାଇଚି।ଦୀର୍ଘ ଦେଢ଼ ବର୍ଷ ହେଲାଣି ସେ ଅସୁସ୍ଥ ଅଛି।
Viral
ତାର ଚିକିତ୍ସା ମଧ୍ୟ କରା ଯାଉଥିଲା।ଗାଁ ରେ ଏପରି ସେ ଏଣେତେଣେ ଘୂରି ବୁଲେ। ବନ ବିଭାଗ ଖବର ପାଇ ଏ ବାଘ କୁ ଉଦ୍ଧାର କରିବା ପାଇଁ ନିଷ୍ପତି ନେଲେ।ସେମାନେ ଆସି ପହଂଚି ଗଲେ ଉକ୍ତ ଗାଁ ରେ। ଏବଂ ବାଘ ଟିକୁ ଧରି ନେଇ ଗୋଟେ ଦୂର ରେ ଥିବା ଜଙ୍ଗଲ ରେ ଛାଡି ଦେଲେ।
ଏହା ପରେ ତାହାର ଏବେ ଚିକିତ୍ସା କରା ଯାଇଛି।ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଯିବ ବୋଲି ମଧ୍ୟ କୁହା ଯାଉଚି। ବନ ବିଭାଗ କର୍ମଚାରୀ ମାନେ ଲୋକ ମାନଙ୍କୁ ଏଥିପାଇଁ ବହୁତ ବୁଝାଇଲେ।
ଗୋଟିଏ ଅସହାୟ ଜୀବ ପ୍ରତି ଏପରି ବ୍ୟବହାର କରିବା ଉଚିତ୍ ନୁହେଁ।ସେମାନଙ୍କ କହିବା ଅନୁଯାୟୀ ବାଘ ଟି ଦୀର୍ଘ ଦେଢ଼ ବର୍ଷ ହେଲାଣି ଅସୁସ୍ଥ ଥିଲା।
କିନ୍ତୁ କୌଣସି ପ୍ରକାର ରେ ତାର ଦେହ ସୁସ୍ଥ ହେଉ ନ ଥିଲା।ଖାଦ୍ୟ ପାଇବା ଆଶା ରେ ସେ ଗାଁ ଆଡ଼କୁ ମାଡି ଆସିଚି।ହେଲେ ଲୋକ ମାନେ ତାକୁ ବହୁତ ହଇରାଣ କଲେ।ତା ସହିତ ସେଲ୍ଫିି ନେଇଥିବାର ଦେଖିବାକୁ ମିଳିଛି।ଏପରି କରିବା ଠିକ୍ ନୁହେଁ ବୋଲି ସମସ୍ତେ କହୁଛନ୍ତି।

Advertisement