Updated: Mar 7, 2024, 21:11 IST

ଇତିହାସରେ ଯୋଡା ହେଲା ନୂଆ ଫର୍ଦ୍ଦ ଦେଖନ୍ତୁ ବେଦୀରେ ନୁହେଁ ପାଇଖାନା ଉପରେ ବସି ହେଲା ବାହାଘର

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଆପଣମାନେ ସମସ୍ତେ ତ ଜାଣିଥିବେ ବିବାହ ବେଦିରେ ହୋଇଥାଏ । ବେଦିରେ ବସି ମନ୍ତ୍ର ପାଠ କରି ପୁରୋହିତ ବିବାହ କରାଇଥାନ୍ତି । ଆଉ ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ବାହାଘରକୁ ନେଇ ଏଭଳି କିଛି ଖବର ପାଇବେ ଯାହା ସତରେ ଆଶ୍ଚର୍ଯ୍ୟ ଜନକ ।
Latin
ବେଦିରେ ବାହାଘର ହେବା ବଦଳରେ ଶୌଚାଳୟରେ ହେଲା ବାହାଘର । ବର ଆଉ କନ୍ୟା ବାହାଘର ମୁହୂର୍ତ୍ତକୁ ଉପଭୋଗ କରି ନାଚ କରିଲେ ଆଉ ଏହି ନାଚରେ ଦୁଲୁକିଲା ଶୌଚାଳୟ ପରିସର । ଶୌଚାଳୟ ବାହାରେ ରହି ପରିବାର ଲୋକେ ବର କନ୍ୟାଙ୍କୁ ଆର୍ଶୀବାଦ ଦେଲେ ।
ଏମିତି ବାହାଘର ଦେଖି ଯେ କେହିବି କାବା ହୋଇଯିବ । ଦର୍ଶକମାନେ ଏହି ବାହାଘର ଦେଖି କାବା ହୋଇଗଲେ । ବିବାହ ଜୀବନରେ ଥରେ ଆସିଥାଏ । ଆଉ ଏହି ମୁହୂର୍ତ୍ତକୁ ମନେ ରଖିବା ପାଇଁ ଅନେକ ଲୋକ ଅନେକ କିଛି କରିଥାନ୍ତି । 
Marriage
ଏହିଭଳି ଏହି ଦମ୍ପତ୍ତି ଏଭଳି କିଛି କରିଛନ୍ତି । କେହି କେହି ଏହାକୁ ପସନ୍ଦ କରିଛନ୍ତି ତ ଆଉ କେହି ଏହାକୁ ଖରାପ ବୋଲି କହିଛନ୍ତି । ବିବାହ ସ୍ୱଚ୍ଛ ପରିବେଶରେ ହେବା କଥା କିନ୍ତୁ ଏହି ବିବାହ ଶୌଚାଳୟରେ ହୋଇଛି ।
ବିବାହ କରିବା ପାଇଁ ଲୋକମାନେ ଅନେକ ସ୍ଥାନ ବାଛିଥାନ୍ତି । କିଏ ହୋଟେଲ ବୁକ୍ କରିଥାଏ ତ ଆଉ କିଏ ମଣ୍ଡପ । କିନ୍ତୁ ଏହି ବ୍ୟକ୍ତି ଜଣକ ଶୌଚାଳୟରେ ବିବାହ କରିଛନ୍ତି । ଏହି ଖବର ଭାରତର ନୁହେଁ । ଶୌଚାଳୟରେ ବିବାହ ସମ୍ପନ୍ନ ହୋଇଛି ।
ଏହି ଦମ୍ପତ୍ତି ହେଉଛନ୍ତି ଲାଲି ନେବି ଏବଂ ଟିଆନା ଏଲିଷ୍ଟକ । ଗତ ଫେବୃଆରୀ ମାସ ୧୪ ତାରିଖରେ ଏକ ଶୌଚାଳୟରେ ସେମାନେ ବିବାହ କରିଛନ୍ତି । ଟିଆନା ଏକ ବାଥରୁମ ସପରେ କାମ କରୁଥିଲେ । ଆଉ ସେ ଏହି ଉପାୟ କରିଥିଲେ । ଷ୍ଟୋର ନୁହେଁ ବରଂ ଶୌଚାଳୟ ଉପରେ ଛିଡ଼ା ହୋଇଥିଲେ ଟିଆନା ।
ଆଉ ଟିଆନା ଶୌଚାଳୟ ସ୍ଵିଚ ଚିପିଦେବା ପରେ ଏହା ଏକ ନାଚ କରିବାର ସ୍ଥାନ ହୋଇଥିଲା । ବାହାଘର ଶୌଚାଳୟରେ ହୋଇଥିଲା । ଆଉ ବାହାଘର ପରେ ଭୋଜି ମଧ୍ୟ ସେଠାରେ ଦିଆଯାଇଥିଲା ।

Advertisement