Jan 27, 2024, 12:07 IST

ଭାଇରାଲ ହେଲା ଟ୍ରକ୍ ଡ୍ରାଇଭର ର ପ୍ରେମିକା ସହ ପ୍ରେମ, ଦେଖନ୍ତୁ କିପରି ଭାବରେ ପ୍ରେମିକା ସହ ଅଶ୍ଳିଳ କାମ ରେ ବ୍ୟସ୍ତ ଡ୍ରାଇଭର....

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯେଉଁଥିରେ ଏହା ଦେଖିବାକୁ ମିଳିଛି କି ଟ୍ରକ୍ ଭିତରେ ଚାଲିଛି ପ୍ରେମ। ପ୍ରେମିକ ଗାଡ଼ି ଚଳାଉଛି ଆଉ ଏପଟେ ପାଖରେ ପ୍ରେମିକା କୁ ବସାଇ ପ୍ରେମ ମଧ୍ୟ କରୁଛି।
Special report
ଆଉ ଏଭଳି ପ୍ରେମ କରୁ କରୁ ତାଙ୍କ ସହ ଏଭଳି କିଛି ଘଟଣା ଘଟି ଯାଇଥିଲା ଯାହାକୁ କି ଆପଣ ନାମରେ ମଧ୍ୟ ବିଶ୍ବାସ କରି ପାରିବେ ନାହିଁ। ଆଜ୍ଞା ହଁ ତାଙ୍କର ଗାଡ଼ି ଭିତରେ ପ୍ରେମ କରିବାର ନିଶା ଉତୁରି ଯାଇଥିଲା।
ଖୋଲା ରାସ୍ତା ଥିବା ବେଳେ ଡ୍ରାଇଭର ଭାଇ ଜଣକ ମଧ୍ୟ ଖୋଲା ଦେହରେ ଗାଡ଼ି ଚଳାଉ ଥିଲେ। ଗୋଟେ ହାତରେ ଷ୍ଟରିଂ ଧରି ଗାଡ଼ି ଚଳାଉ ଥିବା ବେଳେ ଆଉ ଗୋଟେ ହାତରେ ପ୍ରେମିକା କୁ ଧରି ସେ ପ୍ରେମ ମଧ୍ୟ କରୁଥିଲା।
ଏହି ଟ୍ରକ୍ ର ସ୍ପିଡ୍ ପାଖାପାଖି ସେହି ସମୟରେ ୫୦ କିମି ପ୍ରତି ଘଣ୍ଟା ଥିଲା। ଏହି ଟ୍ରକ୍ ରେ ତିନିଜଣ ମିଶି ଯାଉଥିବା ଦେଖିବାକୁ ମିଳିଥିଲା। ଜଣେ ଡ୍ରାଇଭର ଆଉ ଜଣେ ତାଙ୍କର ପ୍ରେମିକା ଭଳି ଲାଗୁଛନ୍ତି।
Special report
ଆଉ ଜଣେ ଯିଏକି ତାଙ୍କର ପାଖରେ ବସି ତାଙ୍କର ଭିଡିଓ କରୁଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଗଲା। ଯିଏ ଏହି ଭିଡିଓ ଦେଖୁଛି ସେ ଏହି ଟ୍ରକ୍ ଡ୍ରାଇଭର ର ପ୍ରେମ କରିବାର ତରିକା ଦେଖି ଆଦୌ ଚମକି ପଡ଼ୁଛି।
ଏମାନଙ୍କୁ ପ୍ରେମ କରିବାକୁ ଆଉ କେଉଁଠି ଜାଗା ମିଳି ନଥିଲା ଶେଷରେ ସେମାନେ ଗାଡ଼ି ଚଳାଇ ଚଳାଇ ହିଁ ପ୍ରେମ କରିବାରେ ଲାଗି ପଡ଼ିଥିଲେ। ତେବେ ଭାବନ୍ତୁ ଯଦି ଏଭଳି ଗାଡ଼ି ଚଳାଉ ଚଳାଉ,
ସେମାନଙ୍କ ଅବସ୍ଥା ଯଦି କଣ ହୋଇ ଯାଏ ତେବେ କଣ ହେବ। ଆଜିକାଲି ଏତେ ସଡ଼କ ଦୁର୍ଘଟଣା ଘଟୁଥିବା ବେଳେ ଅନେକ ଲୋକ ମାନଙ୍କ ଜୀବନ ମଧ୍ଯ ଚାଲି ଯାଉଛି।
ଏଭଳି ବେପରୁଆ ହୋଇ ଗାଡ଼ି ଚଳାଇବା ଦ୍ବାରା ହିଁ ଅନେକ ଦୁର୍ଘଟଣା ଘଟିବା ରେ ଲାଗିଛି। ଏଭଳି ଦୁର୍ଘଟଣା ହିଁ ଅନେକ ଲୋକ ମାନଙ୍କ ଜୀବନ ମଧ୍ଯ ନେଇ ଯାଉଛି। ଏଭଳି ଦୃଶ୍ୟ ଦେଖି ସାରିବା ପରେ ଲୋକମାନେ ମଧ୍ୟ ଏହାକୁ ଖୁବ ନିନ୍ଦା କରିଛନ୍ତି।

Advertisement