ନମସ୍କାର ପାଠକ ବନ୍ଧୁ।ଆପଣ ମାନଙ୍କୁ ଜଣା ଥିବ ଯେ ସମୟ ପରିବର୍ତ୍ତନ ହୋଇ ସାରିଛି।ଲୋକ ମାନେ ଆଉ ପୂର୍ବ ଭଳି ନାହାନ୍ତି।ତାଙ୍କ ଚିନ୍ତା ଧାରା ରେ ଅନେକ ପରିବର୍ତନ ଆସି ଗଲାଣି।ଏହାକୁ ବିଜ୍ଞାନ ଯୁଗ କୁହା ଯାଉଚି।
ଆଗ କାଳ ରେ ଲୋକ ମାନଙ୍କର ଅନେକ ବିଶ୍ଵାସ ଥିଲା ଗ୍ରାମ ରେ ବୁଲୁ ଥିବା ବାବା ଙ୍କ ଉପରେ।ଆଉ ସେତେବେଳେ ବାବା ମାନେ ମଧ୍ୟ ଯାହା କହୁଥିଲେ ତାହା ହୋଇ ଯାଉଥିଲା।କିନ୍ତୁ ଏବେ ସମୟ ପରିବର୍ତ୍ତନ ହୋଇ ସାରିଛି।
କେତେକ ଭଣ୍ଡ ବାବା ଙ୍କ ଯୋଗୁ ଆଜି ଏ ସମାଜ କଳଙ୍କିତ ହୋଇଛି।ତଥାପି ଲୋକ ମାନେ ବିଶ୍ଵାସ କରି ସେହି ଭଣ୍ଡ ବାବା ଙ୍କ ପାଖକୁ ନିଜ ସମସ୍ୟା କୁ ନେଇ ଯାଉଛନ୍ତି।
ଆଜି ଆମେ ସେହିଭଳି ଜଣେ ଭଣ୍ଡ ବାବା ଙ୍କ ବିଷୟ ରେ କହିବାକୁ ଯାଉଛୁ।ଘଟଣା ଟି ଘଟିଛି ମେଘଟ ଥାନା ଅଞ୍ଚଳ ର ନର୍ମଦା ପୁରମ ଅଞ୍ଚଳ ରେ।ଏଠାରେ ଶୁବପୁରି ନାମକ ଜଣେ ମହିଳା ଙ୍କୁ ଭଣ୍ଡ ବାବା ଫିରୋଜ ଦୁ-ଷ୍କ-ର୍ମ କରିଛି। ଏହାକୁ ବାହା ରେ ପ୍ରଘଟ କଲେ ତୋ ସ୍ଵାମୀ ର ଦେହ କେବେ ବି ଠିକ୍ ହେବ ନାହି ବୋଲି କହିଛି।
ଏହା ପରେ ମହିଳା ଜଣକ ଡରି ଯାଇଥିଲେ।ସେଥିପାଇଁ।ସେ ଏତେ ଦିନ ପର୍ଯ୍ୟନ୍ତ କିଛି ବି କହି ନ ଥିଲେ।ହେଲେ ଶେଷ ରେ ଏହାକୁ ସହି ନ ପାରି ମେଘଟ୍ ଥାନା ରେ ବାବା ଙ୍କ ନାମ ରେ ଏକ ଲିଖିତ ଅଭିଯୋଗ କଲେ।ଯାହାକି ଏବେ ସେ ଅଞ୍ଚଳ ର ଆଶ୍ଚର୍ଯ୍ୟ କର ବିଷୟ ହୋଇଛି।
ସୂଚନା ଅନୁସାରେ ଶିବପୁରୀ ତାଙ୍କ ଘରେ ସ୍ଵାମୀ ଓ ଗୋଟିଏ ପୁଅ ସହିତ ସୁଖ ଶାନ୍ତି ରେ ରହୁଥିଲେ।ତାଙ୍କ ସ୍ଵାମୀ ଅନେକ ଦିନ ଧରି ରୋଗ ରେ ପଡ଼ି ଥିଲେ।ଶିବପୁରି ଙ୍କ ପାଖରେ ଏତେ ଅର୍ଥ ନ ଥିଲା କି ସେ ଡାକ୍ତର ଙ୍କୁ ଦେଖାଇବ।
ସେ ସ୍ଥାନୀୟ ଲୋକ ଙ୍କ ଠୁ ଶୁଣି ଥିଲା ଫିରୋଜ ବାବା ସବୁ କିଛି ଭଲ କରି ଦିଅନ୍ତି।ସେ ସେ ଭଣ୍ଡ ବାବା ଙ୍କ ପାଖକୁ ଯାଇ ତାଙ୍କୁ ଘର କୁ ଡାକି ଆଣି ଥିଲା।ବାବା ପ୍ରଥମେ ଆସି ତଳ ମହଲାରେ ଥିବା ତାଙ୍କ ସ୍ଵାମୀ ଙ୍କୁ ଝଡା ଫୁଙ୍କା କରିଥିଲା।ଏହା ପରେ ତାଙ୍କ ଘର କୁ ଝାଡି ଦେଇ ଥିଲେ।
ପରେ ବାବା କହିଥିଲେ କି ତାଙ୍କ ଛାତ ଉପରେ ଝଡ଼ା ହେବ।ସେଥିପାଇଁ ମହିଳା ଜଣକ ତାଙ୍କୁ ଉପର କୁ ନେଇକି ଯାଇଥିଲେ।ସେଠାରେ ବାବା ମହିଳା ଙ୍କୁ ଦୁ-ଷ୍କ-ର୍ମ କରିଥିଲେ। ଏବଂ କାହାକୁ କହିଲେ ତୋ ସ୍ଵାମୀ ଆଉ ଠିକ୍ ହେବନାହିଁ ବୋଲି ଧମକ ଦେଇ ଥିଲେ।
ଏହାର କିଛି ଦିନ ପରେ ବାବା ପୁଣି ଆସି ମହିଳା ଙ୍କ ସହିତ ଜୋରଜବରଦସ୍ତି କରିଥିଲେ।ଏହାକୁ ସହି ନ ପାରି ମହିଳା ଜଣକ ଥାନା ରେ ଏତଲା ଦେଇ ଥିଲେ।ପୋଲିସ ଘଟଣା କୁ ନେଇ ଏବେ ତଦନ୍ତ ଜାରି ରଖିଛି।