Updated: Mar 9, 2024, 18:51 IST

ବଡ ପୁଅର ବିବାହ ପରେ ବିଦେଶରେ ଲୋକପ୍ରିୟ ଗୀତିକାର ନମିତା ଅଗ୍ରୱାଲ ଏବଂ ସ୍ଵାମୀ ଦେଖନ୍ତୁ ଏହି ଭିଡିଓ

Namita agrawal

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ପ୍ରତ୍ୟକ ସମୟରେ କିଛି ନା କିଛି ଖବର ବା ଭିଡ଼ିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆପଣମାନେ ସିଙ୍ଗର ନମିତା ଅଗ୍ରୱାଲଙ୍କୁ ବେଶ ଭଲ ଭାବରେ ଜାଣିଥିବେ।
ବନ୍ଧୁଗଣ ଓଡ଼ିଶାର ଏହି ସୁନାମଧନ୍ୟ ସଙ୍ଗୀତ ୧୯୬୯ ମସିହାରେ ଜନ୍ମଗ୍ରହଣ କରିଥିଲେ। ଆଉ ଛୋଟ ବେଳରୁ ହିଁ ତାଙ୍କ ପ୍ରତିଭା ନଜରରେ ଆସିଥିଲା। ଆଉ ସେ ସୁନ୍ଦର ଗୀତ ଗାଇବାରେ ଲାଗିଥିଲେ।
Namita agrwal
ଆଉ ଏଥିପାଇ ତାଙ୍କ ବାପା ତାଙ୍କୁ ବହୁତ ସାହାଯ୍ୟ କରିଛନ୍ତି ବୋଲି ନମିତା ଅଗ୍ରୱାଲ କହିଥିଲେ। ଏବଂ ଏହା ପରେ ସେ ଅଧିକରୁ ଅଧିକ ଗୀତ ଗାଇବାରେ ସକ୍ଷମ ହୋଇ ପାରିଛନ୍ତି। ତାଙ୍କୁ ୨୦ ବର୍ଷ ବୟସରୁ ସାରା ଓଡ଼ିଶାର ଲୋକମାନେ ତାଙ୍କୁ ସମସ୍ତେ ଚିହ୍ନି ସାରିଥିଲେ।
ଆଉ ଏହାପରେ ସାର୍ଥକ ମ୍ୟୁଜିକ କମ୍ପାନୀର ମାଲିକ ସୀତାରାମ ଅଗ୍ରୱାଲଙ୍କୁ ନମିତା ଅଗ୍ରୱାଲ ୧୯୯୨ ମସିହାରେ ବିବାହ କରିଥିଲେ। ସେତେବେଳେ ନମିତା ଅଗ୍ରୱାଲଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିଲା। 
ତେବେ ବନ୍ଧୁଗଣ ବର୍ତମାନ ସୋସିଆଲ ମିଡ଼ିଆରେ ନମିତା ଅଗ୍ରୱାଲଙ୍କ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ବନ୍ଧୁଗଣ ବଡ଼ ପୁଅ ର ବାହାଘର ପରେ ବିଦେଶରେ ନମିତା ଅଗ୍ରୱାଲଙ୍କୁ ଦେଖୁବାକୁ ମିଳୁଛି।
Viral
ନମିତା ଅଗ୍ରୱାଲ ନିଜ ସ୍ୱାମୀ ସୀତାରାମ ଅଗ୍ରୱାଲଙ୍କ ସହିତ ଆଇସକ୍ରିମ ଖାଉଥୁବାର ନଜର ଆସିଛନ୍ତି। ଏବଂ ସେ ନିଜ ସ୍ୱାମୀଙ୍କ ସହିତ ବେଶ ମଜା ମସ୍ତି କରୁଛନ୍ତି।
ଆଉ ନିଜ ପ୍ରଶନାଲ ଲାଇଫରେ ବେଶ ଖୁସିରେ ଅଛନ୍ତି। ନମିତା ଆଗ୍ରୱାଲଙ୍କ ଘରର ବଡ ବୋହୁ ବନିଛନ୍ତି ଓଲିଉଡ଼ ଇଣ୍ଡଷ୍ଟ୍ରିର ଆଗଧାଡିର ଅଭିନେତ୍ରୀ ତମନ୍ନା।
ତେବେ ବନ୍ଧୁଗଣ ତମନ୍ନାଙ୍କୁ ଆପଣମାନେ ଫିଲ୍ମ ହେରୋଇନ ଭାବରେ ବେଶ ଭଲ ଭାବରେ ଜାଣିଛନ୍ତି। ତେବେ ବନ୍ଧୁଗବ ନମିତା ଅଗ୍ରୱାଲଙ୍କ ବଡ଼ ପୁଅର ବାହାଘର ପରେ ବିଦେଶ ବୁଲି ଯିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି।

Advertisement