Sep 27, 2023, 12:02 IST

ମେଟ୍ରୋ ଭିତରେ ରାସଲୀଳା ସବୁଆଡେ Viral ହେଲାଣି ଏହି ଭିଡିଓ ଦେଖନ୍ତୁ କେମିତି ମେଟ୍ରୋ ଭିତରେ ପ୍ରେମୀ ଯୁଗଳ କରୁଛନ୍ତି ଖେଳ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଏଭଳି କିଛି ଖବର ବିଷୟରେ ଜାଣିପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ । ଆପଣମାନେ ସମସ୍ତେ ତ ସହର କଥା ଜାଣିବେ । ସହରରେ ମେଟ୍ରୋ ଟ୍ରେନ ଚାଲିଥାଏ । ଆଉ ଏହାଦ୍ବାରା ଲୋକମାନେ ଲାଭବାନ ବି ହୋଇଥାନ୍ତି ।
ମେଟ୍ରୋ ଟ୍ରେନ ଭିତରେ ଲୋକମାନେ ଯାତ୍ରା କରିଥାନ୍ତି । ଆଉ କମ୍ ସମୟରେ ଆଉ କମ୍ ଟଙ୍କାରେ ସଫଳ ଯାତ୍ରା କରିପାରିବେ । ପୁଣି ଚର୍ଚ୍ଚାରେ ଦିଲ୍ଲୀ ମେଟ୍ରୋ । ମେଟ୍ରୋ ଭିତରେ ଆପଣମାନେ ଅନେକ ପ୍ରକାରର ଲୋକଙ୍କୁ ଦେଖିଥିବେ ।
Special report
ଆଉ ଏହି ମେଟ୍ରୋ ଟ୍ରେନରେ ଅନେକ ପ୍ରେମିକ ଆଉ ପ୍ରେମିକା ଯାତ୍ରା କରିଥାନ୍ତି । ଏହି ମେଟ୍ରୋ ଟ୍ରେନରେ ପ୍ରେମିକ ଆଉ ପ୍ରେମିକା ଏଭଳି କାମ କରୁଥିଲେ ଯାହାକୁ ଦେଖି ଲୋକମାନେ ଅନେକ କଥା ଭାବିବେ । ପ୍ରେମିକ ଆଉ ପ୍ରେମିକା ଟ୍ରେନ ଭିତରେ ଅର୍ଥାତ୍ ସାର୍ବଜନୀନ ସ୍ଥାନରେ ଏଭଳି କରିବା ଉଚିତ୍ ନୁହେଁ ।
Special report
ଏହି ପ୍ରେମୀ ଯୁଗଳ ଟ୍ରେନ ଭିତରେ ଚୁମ୍ବନ ଦେଉଥିଲେ । ଲୋକଙ୍କ ସାମ୍ନାରେ ନିଜ ଇଜ୍ଜତ କଥା ଭାବିଲେ ନାହିଁ ଏହି ପ୍ରେମୀ ଯୁଗଳ । ଏହି ପ୍ରେମୀ ଯୁଗଳ ଲୋକଙ୍କ ସାମ୍ନାରେ ପରସ୍ପରକୁ କୁଣ୍ଢାଇ ଚୁମ୍ବନ ଦେଲେ । ମେଟ୍ରୋ ଭିତରେ ଏହି ପ୍ରେମୀ ଯୁଗଳଙ୍କର ଖୁଲମଖୋଲା ରୋମାନ୍ସ ଚାଲୁଛି ।
ଆଉ ଏହି ରୋମାନ୍ସ ସେମାନେ ଲୋକମାନଙ୍କ ସାମ୍ନାରେ କରିବା ପୂର୍ବରୁ ଭାବିବା ଉଚିତ୍ କିନ୍ତୁ କିଛି କଥା ନଭାବି ଏହି ପ୍ରେମିକ ଆଉ ପ୍ରେମିକା ଏଭଳି କାମ କରିଛନ୍ତି । ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । 
Special report
ଏହି ଭିଡିଓ ହେଉଛି ଦିଲ୍ଲୀର ଆନନ୍ଦ ବିହାର ଅଞ୍ଚଳର । ଦିଲ୍ଲୀ ମେଟ୍ରୋ ରେଳ ଷ୍ଟେସନର ଅଧିକାରୀ ବାରମ୍ବାର ଏଭଳି କାମ ଟ୍ରେନ ଭିତରେ ନ କରିବାକୁ କହିଛନ୍ତି କିନ୍ତୁ କିଛି ପ୍ରେମିକ ଆଉ ପ୍ରେମିକା ଏହି କଥାକୁ ଶୁଣନ୍ତି ନାହିଁ । ଆଉ ସେମାନେ ଏଭଳି ଅ-ଶ୍ଳୀ-ଳ କାମ ଟ୍ରେନ ଭିତରେ କରୁଛନ୍ତି ।
ଏହାକୁ ନେଇ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାକୁ ନେଇ ସୋସିଆଲ ମିଡ଼ିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କିଛି ୟୁଜର୍ସ କହିଛନ୍ତି ଏହିଭଳି ପ୍ରେମୀ ଯୁଗଳଙ୍କୁ ଦଣ୍ଡ ମିଳିବା ଉଚିତ୍ । ଆଉ କେଉଁ ୟୁଜର୍ସ କହିଛନ୍ତି କାହାର ବିନା ଅନୁମତିରେ ଏଭଳି କାହାର ଭିଡିଓ କରି ସେୟାର କରିବା ଉଚିତ୍ ନୁହେଁ ।

Advertisement