Updated: Sep 1, 2023, 19:59 IST

ଘରେ କେହି ନଥିଲା ବେଳେ ପଡିଶା ଯୁବକ କୁ ଡାକି ଅନୈତିକ କାମ ରେ ବ୍ୟସ୍ତ ରହିଲେ ଭାଉଜ

Viral

ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ଦିଅର ଭାଉଜ ସମ୍ପର୍କ କୁ ନେଇ ଚାରି ଆଡ଼େ ଚର୍ଚ୍ଚା ଜୋର ଧରିଛି।ପ୍ରତି ଟି କ୍ଷେତ୍ର ରେ ଏଭଳି ଅନେକ ଖବର ଏବେ ଦେଖିବାକୁ ମିଳୁଛି।ଲୋକ ମାନେ ଅନେକ ଖବର ସୋସିଆଲ ମିଡିଆରେ ଜାଣୁ ଥିବେ।
Viral
ଆମେ ଆଜି ଜଣେ ଭାଉଜ କିଭଳି ଭାବେ ଅନ୍ୟ ଦିଅର ମାନଙ୍କ ସହିତ ମିଶି ଜଣେ ଲୋକ କୁ ହତ୍ୟା କରିଛି ସେ ବିଷୟ ରେ କହିବାକୁ ଯାଉଛୁ।ଏହି ଘଟଣା ଟି କାଙ୍କର ଜିଲ୍ଲା ର ଗୋଣ୍ଡା ପୁର ଗାଁ ରେ ଘଟିଛି।ଯାହାକୁ ଶୁଣିଲେ ଆପଣ ମାନଙ୍କ ଆଖିରୁ ଲୁହ ଆସି ଯିବ।
ସୂଚନା ଅନୁସାରେ ଉକ୍ତ ଜିଲ୍ଲା ର ନକୁଲ ପାଣ୍ଡେ ନାମକ ଜଣେ ବ୍ୟକ୍ତି ତାଙ୍କ ପୁଅ ନବଦ୍ଵୀପ ପାଣ୍ଡେ ନିଖୋଜ ହେବାର ଏକ ଖବର ଥାନା ରେ ଜଣାଇ ଥିଲେ।ଏହା ପରେ ପୋଲିସ ଏହି ଘଟଣା କୁ ଗୁରୁତର ସହିତ ନେଇ ଖୋଜା ଖୋଜି ଆରମ୍ଭ କରିଥିଲା।
ଏହା ପରେ ନିଖୋଜ ବ୍ୟକ୍ତି ଜଣକ ଗୋଟିଏ ବିଲ ରୁ ମୃ-ତ ଅବସ୍ଥା ରେ ଉଦ୍ଧାର କରା ଯାଇଥିଲା।ପୋଲିସ ମୃ-ତ ଶରୀର କୁ ପୋଷ୍ଟ ମର୍ଟମ ପାଇଁ ପଠାଇ ଥିଲା।ଏହା ପରେ ଜଣା ପଡ଼ିଲା କି ତାଙ୍କୁ ହ-ତ୍ୟା କରା ଯାଇଛି।
ପୋଲିସ ତାଙ୍କୁ ହ-ତ୍ୟା କରିଥିବା ବ୍ୟକ୍ତି ଙ୍କୁ ଖୋଜିବାକୁ ଲାଗିଲେ।ଗାଁ ରେ ପଚରା ଉଚରା ପରେ ସବୁ ସତ ସାମ୍ନା କୁ ଆସିଲା।ଗାଁ ଲୋକ କହିଲେ ମୃ-ତ-କ ଙ୍କ ସମ୍ପର୍କ ଗାଁ ର ଜଣେ ମହିଳା ଙ୍କ ସହିତ ଥିଲା।
Viral
ସେ ତାଙ୍କ ଘର କୁ ସବୁଦିନ ଯାଆନ୍ତି।ଓ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖନ୍ତି।ଉକ୍ତ ମହିଳା ଙ୍କ ସ୍ଵାମୀ କେରଳ ରେ କାମ କରୁଥିଲେ।ଏହା ପରେ ପୋଲିସ ଉକ୍ତ ମହିଳା ଙ୍କ ଘର କୁ ଗଲେ।ଜାଣିବାକୁ ପାଇଲେ ଯେ ମହିଳା ଜଣକ ଫେରାର ଅଛନ୍ତି।ତାଙ୍କ ର ଦୁଇ ଦିଅର ଭାଉଜ ଙ୍କ ଏଭଳି କାମ ରେ ସାଥ ଦେଇଥିଲେ।
ପୋଲିସ ଦିଅର ଦୁହିଁ ଙ୍କୁ ହାଜତ କୁ ନେଇ ଯାଇଥିଲା।ପରେ ଦିଅର ମାନେ ସବୁ ସତ କଥା ମାନି ଥିଲେ।ତାଙ୍କ ଭାଉଜ ଙ୍କ ସହିତ ନବଦୀପ ଙ୍କ ର ସଂପର୍କ ଥିଲା।ସେଥିପାଇଁ ସେ ସବୁବେଳେ ଭାଉଜ ଙ୍କୁ ହଇରାଣ କରୁଥିଲା।ଭାଉଜ ଙ୍କ କହିବା ଅନୁଯାୟୀ ଆମେ ତା ମୁଣ୍ଡ କୁ ପିଟି ଦେଲୁ।ଏହା ପରେ ତାକୁ କରେଣ୍ଟ ଦେଇ ମାରି ଦେଲୁ।ଏହା ଶୁଣିଲା ପରେ ପୋଲିସ ଏବେ ଭାଉଜ ଙ୍କୁ ଖୋଜୁଛି।ଓ ଖୁବ୍ ଶୀଘ୍ର ସେ ଧରା ପଡ଼ିବେ।

Advertisement