Updated: Aug 29, 2023, 14:23 IST

ଆସନ୍ତା ନିର୍ବାଚନ ରେ ସୌମ୍ୟ ହେବେ ମୂଖ୍ୟମନ୍ତ୍ରୀ ପ୍ରାର୍ଥୀ ! ଚିନ୍ତା ରେ ନିଦ ଉଡିଲା ନବୀନ ବାବୁ ଙ୍କର

Viral news

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସମୟରେ ବିଜେଡ଼ି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଙ୍କ ଭାଗ୍ୟ ଉଜ୍ଵଳମୟ ହେବା ପାଇଁ ଯାଉଛି। ଏହା ଆପଣଙ୍କୁ ନିଶ୍ଚିତ ଭାବରେ ଖୁବ୍ ଆଶ୍ଚର୍ଯ୍ୟ ଚକିତ କରି ପାରେ ମାତ୍ର ଯାହା ସତ୍ୟ ଆମେ ଆପଣଙ୍କୁ ତାହା ହିଁ କହୁଛୁ।
ସୌମ୍ୟ ରଂଜନ ଙ୍କ ହାବ ଭାବ କୁ ନେଇ ରାଜ୍ୟ ରାଜନୀତି ଯେତିକି ଦ୍ଵନ୍ଦ ରେ ପଡିଛି ତାହା ଠାରୁ ଅଧିକ ଦ୍ଵନ୍ଦ ରେ ଖୋଦ୍ ପଡିଛନ୍ତି ଖଣ୍ଡପଡ଼ା ର ଏହି ବିଧାୟକ।
Viral
ସୌମ୍ୟ ରଞ୍ଜନ ପଟ୍ଟନାୟକ ଆଗାମୀ ଦିନରେ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳରେ ମୂଖ୍ୟମନ୍ତ୍ରୀ ପାର୍ଥୀ ହେବାର ସମ୍ଭାବନା ରହିଛି। ସେ ନିଜେ ଖବର କାଗଜ ରେ ଭିକେ ପାଣ୍ଡିଆନ ଙ୍କୁ କ୍ରମାଗତ ଭାବରେ ଟାର୍ଗେଟ କରି ଆସୁଛନ୍ତି।
ତାହାକୁ ନେଇ ଉଭୟ କଂଗ୍ରେସ ଏବଂ ବିଜେପି ଖୁବ ଉତ୍ସାହିତ ହୋଇ ଯାଇଛନ୍ତି। ଏହି ପରିପ୍ରେକ୍ଷୀରେ କୁହା ଯାଉଛି କି ସମ୍ବାଦ ର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବେ ବିଜେପି ମୁହାଁ।
ସେ ଏହି ଦଳରେ ନିଜର ଭବିଷ୍ୟତ ଗଢ଼ିବା ପାଇଁ ମଧ୍ୟ ସ୍ବପ୍ନ ଦେଖୁଛନ୍ତି। ଆଉ କେହି କେହି କହୁଛନ୍ତି କି ତାଙ୍କୁ କଂଗ୍ରେସ କୁ ଆଣି ନବୀନ ପଟ୍ଟନାୟକଙ୍କ ବିକଳ୍ପ ଚେହେରା ଭାବରେ ଉପସ୍ଥାପିତ କରିବା ପାଇଁ ଦଳର ଏକ ଗୋଷ୍ଠୀ ଅଣ୍ଟା ଭିଡିଛନ୍ତି।
Viral
ସୌମ୍ୟ ରଞ୍ଜନ ପଟ୍ଟନାୟକ ଙ୍କ ଶରୀର ବିଜେଡ଼ି ରେ ଥିଲେ ମଧ୍ୟ ତାଙ୍କର ମନ କେବେ ଠାରୁ ଆଉ ବିଜେଡ଼ି ରେ ଲାଗୁ ନାହିଁ। କାରଣ ବିଜେଡ଼ି ର କାର୍ଯ୍ୟକଳାପ ତାଙ୍କୁ ଭଲ ଲାଗୁ ନାହିଁ।
ନିଜର ଖବର କାଗଜ ଜରିଆରେ ସେ ଏହା ବାରମ୍ବାର ଜଣାଇ ସାରିଲେଣି। ମନ୍ତ୍ରୀ ହୋଇ ନପାରିବାରୁ ତାଙ୍କର ରାଗ ହେଉଛି 5T ସଚିବ ଭିକେ ପାଣ୍ଡିଆନ ଙ୍କ ଉପରେ। ଗତ କିଛି ଦିନ ହେବ ମଧ୍ୟ ସେ ପାଣ୍ଡିଆନ ଙ୍କୁ ଟାର୍ଗେଟ କରି ଅନେକ କଥା କହିବାରେ ଲାଗି ପଡିଛନ୍ତି।
ତେବେ ଏହି ଘଟଣା ପ୍ରତି ଆପଣ ମାନେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଙ୍କ ସମ୍ପର୍କରେ କଣ ନିଜର ମତ ରଖିବାକୁ ଚାହୁଁ ଛନ୍ତି ତାହା ଆପଣ ଆମକୁ କମେଣ୍ଟ ମାଧ୍ଯମରେ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement