Updated: Dec 22, 2023, 19:32 IST

ସ୍ତ୍ରୀ ସହ ବାପର ଶାରୀରିକ ସମ୍ପର୍କ ସହି ପାରିଲାନି ପୁଅ ଶେଷରେ କରିଦେଲା କିଛି ଏମିତି

Viral video

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସୋସିଆଲ ମିଡିଆରେ ଏଭଳି କିଛି ଖବର ବିଷୟରେ ଜାଣିବାକୁ ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ସମାଜରେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ଭୁଲି ଯାଆନ୍ତି କି ସେମାନଙ୍କ ସଂପର୍କ । ସମ୍ପର୍କ ଭୁଲି ଯାଇ ଏଭଳି କାମ କରୁଛନ୍ତି ଲୋକେ ଯାହା ପାଇଁ ଆଜି ସମାଜ ବଦନାମ୍ ହେଉଛି । 
Viral
ଏବେ ଏହି ଖବର ହେଉଛି କି ଜଣେ ଶଶୁର ଯିଏ କି ବାପା ସମାନ ସେ ତାର ଝିଅ ସମାନ ବୋହୂ ସହିତ ଖରାପ କାମ କରିଛି । ଶଶୁର ବାପା ସମାନ ହୋଇ ବୋହୂ ଉପରେ ଖରାପ ନଜର ପକାଇଛି ।
ଏହି ଖବର ବିଷୟରେ ଯେତେବେଳେ ନିଜ ପୁଅ ଜାଣିପାରିଲା ସେତେବେଳେ ପୁଅ ଯାହା କରିଥିଲା ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ପୁଅ ଜଣକ ତାର ବାପା ଏଭଳି କାମ କରିଥିଲା ବୋଲି ତାକୁ ହାଣି ଦେଇଛି । ସ୍ତ୍ରୀ ସହ ଖରାପ ସମ୍ପର୍କ ରଖୁଛି ବୋଲି ବାପାକୁ ହାଣି ଦେଲା ପୁଅ ।
ଘରେ କେହି ନଥିବା ବେଳେ ଏହି ଶଶୁର ଜଣକ ତାର ନିଜ ବୋହୂ ସହିତ ଖରାପ ସମ୍ପର୍କ ରଖୁଥିଲା ।ଏହି ଶଶୁର ଜଣକ ବୋହୂ ସହିତ ଖରାପ ସମ୍ପର୍କ ରଖୁଛି ବୋଲି ଶାଶୁ ଜାଣିବା ପରେ ସେହି ମାଆ ଆଉ ତାର ପୁଅ ମିଶି ନିଜ ବାପାକୁ ସବୁଦିନ ପାଇଁ ଏହି ଦୁନିଆରୁ ଅଲଗା କରିଦେଲେ ।
Viral
ମାଆ ଆଉ ପୁଅ ମିଶି ବାପାକୁ ହାଣି ମାରି ଦେଇଛନ୍ତି । ଆଉ ଏହାପରେ ବାପାର ଶବକୁ ଟିକ ଟିକ କରି କାଟି ଫ୍ରିଜ ଭିତରେ ରଖିଛନ୍ତି । ଫ୍ରିଜରୁ ବାହାର କରି ପୁଅ ଜଣକ ନିଜ ବାପାର ଶବକୁ କୁକୁରକୁ ଖାଇବାକୁ ଦେଉଛି ।
ଏହି ଟିକ ଟିକ ମଣିଷ ଦେହର ଖଣ୍ଡକୁ ଦେଖି ସେଠାକାର ଲୋକମାନେ ଭୟଭୀତ ହୋଇ ଯାଇଥିଲେ । ଏହି ସବୁ ଘଟଣା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି । ମଣିଷର ମାଂସ ଖଣ୍ଡ ଖଣ୍ଡ ଦେଖି ଲୋକମାନେ ପୋଲିସକୁ ଜଣାଇଥିଲେ ।
ପୋଲିସ ଏହି ସମ୍ପର୍କରେ ଜାଣିବା ପରେ ଏବେ ଏହି ଘଟଣାକୁ ନେଇ ତଦନ୍ତ କରୁଛି । ଏବେ ପୋଲିସ ଏହି ଅଭିଯୁକ୍ତ ମାଆ ଆଉ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣା ଦିଲ୍ଲୀରେ ଦେଖିବାକୁ ମିଳିଛି ।

Advertisement