Updated: Mar 16, 2024, 18:58 IST

ଗୁରୁତର ହୋଇ ମେଡିକାଲରେ ହଠାତ୍ ଭର୍ତ୍ତି ହେଲେ ବିଗ୍ ବି ଅମିତାଭ ବଚ୍ଚନ ଦେଖନ୍ତୁ ହଠାତ୍ ଏମିତି କଣ ହେଲା

Bachna

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ବନ୍ଧୁଗଣ ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଆଜି ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରଯାଇଛି। 
Amitabh
୮୧ ବର୍ଷୀୟ ଅମିତାଭ ବଚ୍ଚନଙ୍କ ଆଞ୍ଜିଓପ୍ଲାଷ୍ଟି କରାଯାଇଥିବା ଜଣାପଡ଼ିଛି। ସେପଟେ ବିଗ ବି ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ବିଗ୍ ବିଙ୍କର ଏହି ପୋଷ୍ଟରୁ ଜଣାପଡ଼ିଛି ଯେ ସେ ବର୍ତ୍ତମାନ ଭଲ ଅଛନ୍ତି ଏବଂ ସେ ତାଙ୍କ ପ୍ରଶଂସକଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି।
ଯାହାପରେ ଫ୍ୟାନ୍ସଙ୍କୁ ଆଶ୍ଵାସନା ମିଳିଥିବା ବେଳେ ସମସ୍ତେ ତାଙ୍କର ସୁସ୍ଥ କାମନା କରିଛନ୍ତି। ପୂର୍ବରୁ ମଧ୍ୟ ଅନେକଥର ଅମିତାଭ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବଲିଉଡର ମେଗା ଷ୍ଟାର ତଥା ବିଗ ବି ଅମିତାଭ ବଚ୍ଚନ ଅସୁସ୍ଥ ହୋଇ ପଡ଼ିଛନ୍ତି। 
Bachan
ହଠାତ୍‌ ସେ ଅସୁସ୍ଥ ମାନେ କରିବାରୁ ତାଙ୍କୁ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଅନେକ ପ୍ରକାରର ମେଡିକାଲ ଯାଞ୍ଚ କରାଯାଇଛି।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଅମିତାଭ ବଚ୍ଚନଙ୍କ ଗୋଡ଼ରେ ଗୋଟିଏ କ୍ଲଟ ହୋଇଛି। ଏହାର ଆଞ୍ଜିଓପ୍ଲାଷ୍ଟି କରିବାକୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ଶେଷ ହୋଇଥିବା ଜଣାପଡ଼ିଛି। କିନ୍ତୁ ଏନେଇ ଅମିତାଭ ବଚ୍ଚନଙ୍କ ପିଆରଓ ଟିମ ପକ୍ଷରୁ କିଛି ବି କୁହାଯାଇ ନାହିଁ। 
ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ଅମିତାଭ ବଚ୍ଚନ ନିଜର ଏକ୍ସରେ ଇଣ୍ଡିଆ ଷ୍ଟ୍ରିଟ ପ୍ରିମିୟର ଲିଗରେ ତାଙ୍କ ଟିମ ମାଝୀ ମୁମ୍ବାଇ ଟିମର ପ୍ରମୋସନ କରିଥିଲେ। ଏହି ପୋଷ୍ଟର କିଛି ସମୟ ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ସାମ୍ନାକୁ ଆସିଛି।
ଆସନ୍ତା ଅକ୍ଟୋବର ମାସରେ ଅମିତାଭ ବଚ୍ଚନ ୮୧ ବର୍ଷ ବୟସରେ ପାଦଥାପିବେ। ଏହାପୂର୍ବରୁ ତାଙ୍କ ନାଗା ଅଶ୍ୱିନଙ୍କ କଲକି ୨୮୯୮ ଏଡିରେ ଦେଖିବାକୁ ମିଳିବ। ଏଥିରେ ପ୍ରଭାସ, ଦୀପିକା ପାଦୁକୋନ, କମଲ ହାସନ ଓ ଦିଶା ପଟାନୀ ପ୍ରମୁଖ ରହିଛନ୍ତି। ମେ’ ୯ ରେ ଏହା ରିଲିଜ ହେବ।

Advertisement