Updated: Sep 3, 2023, 12:00 IST

ସୂର୍ଯ୍ୟ ପାତ୍ର ରହିଗଲେ ଚୀର ଅମର ହୋଇ, ମରିବା ଆଗରୁ ଦାନ କରିଦେଇଗଲେ ନିଜ ଚକ୍ଷୁ! ଏବେ ଆଉ ଜଣେ ତାଙ୍କ ଆଖିରେ ଦେଖିବ ଦୁନିଆ

Viral video

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଚାଲି ଯାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ହେଲେ ତାଙ୍କ ଆଖି ଏବେ ସାରା ଦୁନିଆ ଦେଖିବ। ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ବିୟୋଗରେ ସାରା ରାଜନୀତି ମହୋଲ ରେ ଦୁଃଖର କଳା ବାଦଲ ଛାଇ ଯାଇଛି।
ଏହି କଥାକୁ ଏବେ କେହି ସହଜରେ ମଧ୍ୟ ଗ୍ରହଣ କରି ପାରୁ ନାହାଁନ୍ତି। କାରଣ ଜଣେ ପୁରୁଖା ନେତା ଏହି ଦୁନିଆ କୁ ଛାଡ଼ି ସବୁଦିନ ପାଇଁ ଚାଲି ଯାଇଛନ୍ତି। ହେଲେ ଏବେ ତାଙ୍କର ଆଖି ଏବେ ଦୁନିଆ ଦେଖିବ।
Viral
ସୂର୍ଯ୍ୟ ନାରାୟଣ ପାତ୍ର ଚାହୁଁଥିଲେ କି ଯେବେ ତାଙ୍କ ଦେହରୁ ଜୀବନ ଚାଲିଯିବ ତାଙ୍କର ଆଖି ଦୁଇଟି କୁ ଦାନ କରିଦିଆ ଯିବ। ଆଉ ଆଜି ମଧ୍ୟ ସେଭଳି କିଛି ଘଟିବାକୁ ଯାଉଛି।
ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ବିୟୋଗ ପରେ ତାଙ୍କର ଆଖି ଦୁଇଟି କୁ ଦାନ କରି ଦିଆ ଯାଇଛି। ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ଙ୍କ ବିୟୋଗରେ ଏବେ ସମସ୍ତେ ଯେମିତି ଭାଙ୍ଗି ପଡ଼ିଛନ୍ତି। ତାଙ୍କର ମର ଶରୀର ମଧ୍ୟ ତାଙ୍କର ବାସ ଭବନରେ ପହଞ୍ଚି ସାରିଛି।
ଆଉ ସେଠାରେ ତାଙ୍କର ପ୍ରିୟଜନ ଙ୍କ ସହ ତାଙ୍କର ବନ୍ଧୁବାନ୍ଧବ ମଧ୍ୟ ସମସ୍ତେ ଖୁବ୍ କାନ୍ଦିବାକୁ ଲାଗିଛନ୍ତି। ସମସ୍ତଙ୍କ ଆଖିରୁ ଲୁହ ମଧ୍ୟ ଝରି ଯାଉଛି। ଆଜି ସନ୍ଧ୍ୟା ରେ ଏହି ୭୫ ବର୍ଷୀୟ ବରିଷ୍ଠ ନେତା ଜଣକ ଜୀବନ ଚାଲି ଯାଇଛି।
Viral
ସେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇ ଥିବାର ଜଣା ପଡ଼ିଛି। ଆଜି ସନ୍ଧ୍ୟା ୭ ଟା ପରେ ତାଙ୍କର ବିୟୋଗ ହୋଇ ଯାଇଛି। ଓଡ଼ିଶା ରାଜନୀତି ର ଏହି ନେତା ଜଣକ ଖୁବ୍ ମହାନ୍ ଥିଲେ।
ଲୋକମାନେ ତାଙ୍କୁ ଖୁବ ଭଲ ପାଇବା ମଧ୍ଯ ଦେଇଥିଲେ ସେଥିପାଇଁ ତ ସେ ସାତ ଥର ବିଧାୟକ ହୋଇ ପାରିଥିଲେ।୧୯୮୯ ମସିହା ରୁ ଆଜି ପର୍ଯ୍ୟନ୍ତ ସେ ବିଧାନସଭା ର ସଦସ୍ୟ ଥିଲେ। ହେଲେ ଏବେ ଏହି ଦିଗ୍ଗଜ ନେତା ଜଣକ ସବୁଦିନ ପାଇଁ ତାଙ୍କର ଆଖି ବୁଜି ଦେଇଛନ୍ତି। ଆଉ ତାଙ୍କର ଏଭଳି ବିୟୋଗରେ ସାରା ରାଜନୀତି ମଇଦାନ ଶୋକ ଭରା ହୋଇ ଯାଇଛି। ଏହା ନିଶ୍ଚିତ ଭାବରେ ଅତ୍ୟନ୍ତ ଦୁଃଖଦ ବିଷୟ ଅଟେ।

Advertisement