Updated: Aug 10, 2023, 11:45 IST

ନୂଆ ଡ୍ରେସ୍ ପିନ୍ଧି ନିଜ ବେଡ ରୁମ୍ ସଜେଇ ହେଉଥିଲା ହେଲେ ଅଚାନକ ଏମିତି କଣ ହେଲା ଯେ ଝୁଲି ପଡ଼ିଲା?

Viral news

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଆମ ସମାଜରେ କିଭଳି ଭାବରେ ଆଶ୍ଚର୍ଯ୍ୟକର ଘଟଣା ମାନ ଘଟିବା ରେ ଲାଗିଛି। ଆମେ ଏବେ ଆପଣଙ୍କୁ ସେହି ଘଟଣା ସଂପର୍କରେ କହିବାକୁ ଯାଉଛୁ ଯାହାକି ହେଉଛି ଜଣେ ଯୁବତୀ ଙ୍କ ସମ୍ପର୍କରେ।
ବିନ୍ଦିଆ ନାମକ ଜଣେ ଯୁବତୀ ଥିଲେ ସେ ତାଙ୍କର ପରିବାର ର ଅତ୍ୟନ୍ତ ଗେହ୍ଲା ଝିଅ ଥିଲେ। ଯେତେବେଳେ ସେ ଯାହା କହୁଥିଲେ ସେ ସବୁ ପରିବାର ଲୋକେ ପୂରା କରିଥିଲେ।
Viral news
 ବିନ୍ଦିଆ ରାତିରେ ତାଙ୍କର କକା ଙ୍କ ସହ ବେଶ ଭଲରେ ସମୟ ବିତାଇ ଥିଲେ ଆଉ ସେ ବେଶ ଖୁସୀ ମଧ୍ୟ ଥିଲେ ମାତ୍ର ରାତାରାତି ସେ ଏଭଳି ଜଘନ୍ୟ କାମ କରି ଦେବେ ଏକଥା କେହି ହେଲେ ମଧ୍ୟ ବିଶ୍ଵାସ କରି ପାରି ନଥିଲେ।
ବିନ୍ଦିଆ ଖାଇ ସାରି ବେଡ଼ରୁମ କୁ ଯାଇଥିଲେ ଶୋଇବା ପାଇଁ। ଆଉ ସେଦିନ ରାତିରେ ବିନ୍ଦିଆ ଙ୍କ କକା ମଧ୍ୟ ତାଙ୍କ ଘରୁ ଫେରି ଯାଇଥିଲେ। ଆଉ ଘର ଭିତରେ ଥିଲେ ବିନ୍ଦିଆ ଓ ତାଙ୍କର ଭାଇ।
ମାତ୍ର ଖୁସୀରେ ଥିବା ବିନ୍ଦିଆ ତାଙ୍କର ବେକରେ ରଶି ଲଗାଇ ଆ-ତ୍ମ-ହ-ତ୍ୟା କରି ଦେଇଥିଲେ। ଯାହାକି ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ସେ କାହିଁକି ଏଭଳି ଭାବରେ ନିଷ୍ପତ୍ତି ନେଇଥିଲେ ତାହା ବର୍ତ୍ତମାନ୍ ପର୍ଯ୍ୟନ୍ତ ସାମ୍ନାକୁ ଆସି ପାରିଲା ନାହିଁ।
Viral news
ଭୁବନେଶ୍ୱର ସ୍ଥିତ ରାଇରଙ୍ଗପୁର ବିଧାୟକ ଙ୍କ ସରକାରୀ ବାସ ଭବନ ରୁ ବିଧାୟକ ଙ୍କ ଝିଆରୀ ବିନ୍ଦିଆ ର ମୃ-ତ ଦେହକୁ ଉଦ୍ଧାର କରାଯାଇଛି। ଆଉ ଏହାକୁ ଉଦ୍ଧାର କରିଛି ପୋଲିସ।
ବିନ୍ଦିଆ ରାଇରଙ୍ଗପୁର ବିଧାୟକ ନବେଶ୍ୱର ମାଝୀ ଙ୍କ ଝିଆରୀ ବୋଲି ଜଣା ପଡ଼ିଛି। ରାତିରେ ଖାଇବା ପରେ ବିନ୍ଦିଆ ତା ରୁମ କୁ ଶୋଇବାକୁ ଯାଇଥିଲା। ମାତ୍ର ସକାଳେ ସେ ରୁମ ନଖୋଲିବା ରୁ ବିନ୍ଦିଆ ଙ୍କ ଭାଇ ବିଧାୟକ ଙ୍କୁ ଜଣାଇ ଥିଲେ।
ଏହାପରେ ବିଧାୟକ ଏକଥା ପୋଲିସ ଙ୍କୁ ଜଣାଇ ଥିଲେ। ଆଉ ପୋଲିସ ଆସି ସେହି ଘର ଭିତରେ ଦେଖିବା ବେଳକୁ ବିନ୍ଦିଆ ସେଠାରେ ରଶି ଲଗାଇ ଝୁଲି ପଡିଥିଲା। ଆଉ ଏହି ଖବର ଏବେ ଚାରିଆଡେ ଚହଳ ସୃଷ୍ଟି କରିଛି।

Advertisement