Updated: Aug 15, 2023, 11:50 IST

ଶୁଭଲକ୍ଷ୍ମୀ ସହ ସେଦିନ ରାତି ରେ କଣ ଏମିତି ଘଟିଥିଲା ଆଉ କିଏ କିଏ ସେ ଯୁବକ ଯାହା ଙ୍କ ସହ ଥିବା ଭିଡିଓ ଏବେ ଖୁବ୍ ହେଉଚି ଭାଇରାଲ

Viral video

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅଗଷ୍ଟ ୨ ତାରିଖ ସମୟ ଅପରାହ୍ନ ୨ ଟା ସମୟ। ହୋଟେଲ୍ ଦୀପାଲି ଇଣ୍ଟରନ୍ୟାସନାଲ ଭିତରକୁ ଦୀପାଲି ଶୁଭଲକ୍ଷ୍ମି ପ୍ରବେଶ କରିଥିଲେ। ଆଉ ସିସି ଟିଭି କ୍ୟାମେରା ରୁ ଏହା ମଧ୍ୟ ସ୍ପଷ୍ଟ ଭାବରେ ଜଣା ପଡ଼ିଛି।
ହୋଟେଲ୍ ରେଜିଷ୍ଟର ରେ ଦର୍ଶା ଯାଇଛି କି ଶୁଭଲକ୍ଷ୍ମି ଚାରି ତାରିଖରେ ହୋଟେଲ୍ ରେ ଚେକିଙ୍ଗ କରିଥିଲେ। ଅର୍ଥାତ ଦୁଇ ଦିନର ତଥ୍ୟ ଏବେ ଲୁଚାଇବା ପାଇଁ ହୋଟେଲ୍ ଚେଷ୍ଟା କରୁଛି।
Viral video
ତେବେ ଏହି ଦୁଇ ଦିନ ଶୁଭଲକ୍ଷ୍ମି ହୋଟେଲ୍ ରେ କଣ କରୁଥିଲେ ତାଙ୍କ ସହ ସେଠାରେ ଆଉ କେହି ରହୁଥିଲେ କି ? ଏହାରି ମଧ୍ୟରେ ତାଙ୍କ ସହ କିଛି ଅପ୍ରୀତିକର ପରିସ୍ଥିତି ଉପୁଜି ଥିଲା କି ?
ଶୁଭଲକ୍ଷ୍ମି ଙ୍କ ମୃ-ତ୍ୟୁ ଏଭଳି ସବୁ ସନ୍ଦେହ ଜନକ ପ୍ରଶ୍ନ ଘେରରେ ଛନ୍ଦି ହୋଇ ଯାଇଛି ପୋଲିସ। ସେପଟେ ଡିସିପି କହିଛନ୍ତି କି ସେ ଏହି ଦିଗକୁ ଗୁରୁତର ସହ ନେଇଛନ୍ତି। ଆଉ କହିଛନ୍ତି କି ଏହି ଘଟଣାର ସଠିକ୍ ତଦନ୍ତ ପରେ ହିଁ ଏହି ଘଟଣା ପ୍ରତି ଉଚିତ କାର୍ଯ୍ୟାନୁଷ୍ଠାନ ନିଆ ଯିବ।
Subha
ଏହି ସିସି ଟିଭି ଫୁଟେଜ ରେ ଦେଖା ଯାଉଛି କି ହୋଟେଲ୍ ରେ ଅନ୍ୟ କେହି ଦୁଇ ଜଣ ମଧ୍ୟ ଶୁଭଲକ୍ଷ୍ମି ଙ୍କ ସହ ସିଡି ଚଢ଼ୁ ଛନ୍ତି। ଏବଂ ତାଙ୍କ ପଛରେ ଯାଉଥିବା ଶୁଭଲକ୍ଷ୍ମି ମଧ୍ଯ ମୋବାଇଲ ରେ ଗପୁ ଥିଲେ।
ଲଗେଜ ନେଇ ଯାଉଥିବା ବ୍ୟକ୍ତି ଜଣକ ଏକ ଅଟୋ ଡ୍ରାଇଭରର ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ତେବେ ଶୁଭଲକ୍ଷ୍ମି ଏତେ ମାତ୍ରାରେ ତାଙ୍କ ସହ ଲଗେଜ କଣ ପାଇଁ ନେଇ ଯାଇଥିଲେ?
ତାଙ୍କର କଣ ସେଠାରେ ରହିବା ପାଇଁ ବହୁତ ଦିନର ପ୍ଲାନ୍ ଥିଲା କି? ସେଠାରେ ସେ ଏତେଦିନ ରହି କଣ କରିଥାନ୍ତେ ସେନେଇ ଏବେ ପୋଲିସ ମଧ୍ଯ ଏହାର ତଦନ୍ତ ଖୋଜୁଛି।
ଶୁଭଲକ୍ଷ୍ମି ଜଣେ ନାବାଳିକା ହୋଇଥିବା ସତ୍ତ୍ୱେ ମଧ୍ୟ ହୋଟେଲ୍ ର କର୍ତ୍ତୃପକ୍ଷ କିଭଳି ଭାବରେ ଶୁଭଲକ୍ଷ୍ମି ଙ୍କୁ କାମ ଦେଇଥିଲେ ଏନେଇ ଏବେ ପ୍ରଶ୍ନ ଉଠିଛି। ଆଉ ଏହି ଘଟଣା ପଛରେ ଥିବା ପ୍ରକୃତ ଅପରାଧୀ କୁ ଖୋଜି ବାହାର କରିବା ପାଇଁ ପୋଲିସ ଏବେ ଏହାର ତଦନ୍ତ ମଧ୍ଯ କରୁଛି।

Advertisement