Updated: Aug 7, 2023, 12:14 IST

ଆଜ୍ଞା ଆମ ଝିଅ ଆମକୁ ଭୁବନେଶ୍ୱର ରେ କାମ ଅଛି କହି ଆସେ ଆଉ ଆମେ ଜାଣିନୁ ସେ କେମିତି ହୋଟେଲ ରୁମ୍ ରେ ପହଞ୍ଚି ଗଲା

Viral video

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର ହେଉଛି ଦିପାଳି ହୋଟେଲ୍ ରୁ ଜଣେ ଯୁବତୀ ଙ୍କ ମୃ-ତ ଦେହ ଉଦ୍ଧାର କରାଯାଇଛି। ଏହି ଯୁବତୀ ଜଣକ ସମ୍ପର୍କରେ ତାଙ୍କର ବାପା କଣ କହିଛନ୍ତି ସେ ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ।
ଶୁଭଲକ୍ଷ୍ମୀ ଗତ ଦୁଇ ତାରିଖ ଦିନ ଭଦ୍ରକ ରୁ ଭୁବନେଶ୍ୱର ଆସିଥିଲେ ଘରେ କହିଥିଲେ କି ତାଙ୍କର ସାଙ୍ଗ ଘରେ ଦୁଇ ରୁ ଚାରିଦିନ ରହିବା ପରେ ସେ ଘରକୁ ଚାଲି ଯିବେ ବୋଲି।
Viral news
ଭୁବନେଶ୍ୱର ସେ ପାଠ ପଢ଼ିବାକୁ ଆସୁଥିବା ବେଳେ ଦୁଇ ରୁ ଚାରି ଦିନ ରହି ପୁଣି ଘରକୁ ଫେରି ଯାଇ ଥାଆନ୍ତି। ଯୁବତୀ ଜଣକ ରମାଦେବୀ ମହିଳା ବିଶ୍ଵବଦ୍ୟାଳୟ ରେ ପାଠ ପଢୁଥିଲେ।
ହେଲେ ଦିପାଳି ବାର୍ କୁ ସେ କେମିତି ଆସିଲେ ସେକଥା କେହି ଜାଣି ନାହାଁନ୍ତି । ପରିବାର ଲୋକେ ମଧ୍ୟ ଏହି ଖବର ପୋଲିସ ଙ୍କ ନିକଟରୁ ପାଇ ଥିଲେ। ଏହାପରେ ଯୁବତୀ ଜଣକ ବାପା ସେଠାରେ ଆସି ପହଞ୍ଚି ଥିଲେ।
ଆଉ ସେ ଯୁବତୀ ଙ୍କ ମୃ-ତ ଦେହ କୁ ପୋଲିସ ମାନଙ୍କ ସହାୟତା ନେଇ ତଳକୁ ଆଣିଥିଲେ। ଯେତେବେଳେ ଯୁବତୀ ଜଣକ ବାପା ଙ୍କୁ ପଚରା ଯାଇଥିଲା କି ସେ କାହା ଉପରେ ସନ୍ଦେହ କରୁଛନ୍ତି କି ସେତେବେଳେ ବ୍ୟକ୍ତି ଜଣକ କହିଥିଲେ ସେ କାହା ଉପରେ ସନ୍ଦେହ କରୁ ନାହାଁନ୍ତି କାରଣ ସେ କାହାରିକୁ ମଧ୍ୟ ଚିହ୍ନି ନାହାଁନ୍ତି।
Viral
ପୁର୍ବରୁ ତାଙ୍କ ଝିଅ ଏହି ସମ୍ପର୍କରେ ତାଙ୍କୁ କିଛି ମଧ୍ୟ କହି ନଥିଲା। ହେଲେ ମୃ-ତ ଯୁବତୀ ଜଣକ ବାପା କହିଥିଲେ କି ସେ ଏବେ ତାଙ୍କ ଝିଅର ଶ-ବ ବ୍ୟ-ବ-ଚ୍ଛେ-ଦ ରିପୋର୍ଟ କୁ ଆସିବାକୁ ଅପେକ୍ଷା କରିଛନ୍ତି।
ଶୁଭଲକ୍ଷ୍ମୀ +୨ ପ୍ରଥମ ବର୍ଷର ଛାତ୍ରୀ ଥିଲେ। ସେ କଲେଜ୍ ଯାଉଛନ୍ତି ବୋଲି ଘରୁ କହିକି ଆସିଥିଲେ ହେଲେ ହଠାତ୍ ଏଭଳି କଣ ହେଲା ତାଙ୍କର ମୃ-ତ ଦେହ ହୋଟେଲ୍ ରୁମ ରୁ ମିଳି ଥିଲା ଏବେ ପର୍ଯ୍ୟନ୍ତ ଏହି କଥା ସନ୍ଦେହ ଘେରରେ ରହିଛି।
ପୋଲିସ ଏହି ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରି ଦେଇଛି। ଆଉ ପୋଲିସ ତଦନ୍ତ ପରେ ହିଁ ଏହି ଘଟଣା ପଛର ସତ୍ୟାସତ୍ୟ ଜଣା ପଡ଼ିବ ବୋଲି କୁହା ଯାଇଛି।

Advertisement