Updated: Aug 31, 2023, 19:46 IST

ପ୍ରକୃତି କରିବ ଆଗାମୀ ଦିନରେ ଏମିତି ତାଣ୍ଡବ ଦେଖନ୍ତୁ ମିଳିଗଲା ସ୍ପଷ୍ଟ ପ୍ରମାଣ ଆଗକୁ ହେବ ଏମିତି

Viral

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ବିଭିନ୍ନ ସମୟ ରେ ପୃଥିବୀ ଉପରେ ପ୍ରାକୃତିକ ବିପର୍ଯ୍ୟୟ ମାଡ଼ି ଆସି ଥାଏ।ବାତ୍ୟା ବନ୍ୟା ଓ ମରୁଡି ଭଳି ଅନେକ ପ୍ରାକୃତିକ ଘଟଣା ଲୋକ ମାନଙ୍କୁ ହଇରାଣ କରୁଚି।ଅନେକ ଲୋକ ଏଥିରେ ମୃ-ତ୍ୟୁ ବରଣ କରୁଛନ୍ତି।
Viral
ଏବେ ଫ୍ଲୋରିଡା ରେ ଏକ ବାତ୍ୟା ସୃଷ୍ଟି ହୋଇ ଥିବାର ଦେଖା ଯାଉଚି।ଲୋକ ମାନେ ଏବେ ପାଣି ଘେର ରେ ରହୁଛନ୍ତି।ଲୋକ ଙ୍କୁ ଖାଇବାକୁ ମିଳୁନି।ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ।ସରକାର ଲୋକ ଙ୍କୁ ଏହି ଅସୁବିଧା ରୁ ବଞ୍ଚାଇବା ପାଇଁ ଅନେକ ପ୍ରକାର ଚେଷ୍ଟା କରୁଛନ୍ତି।
ସୂଚନା ଅନୁସାରେ ଫ୍ଲୋରିଡା ରେ ପ୍ରଳୟଙ୍କରୀ ବାତ୍ୟା ଇଡାଲିଆ ଲ୍ୟାଣ୍ଡ ଫଲ କରିଛି।ସେଠାରେ ଲୋକ ମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି। କାଟାଗୋରି ୪ ୪ରେ ପରିଣତ ହୋଇ ଉତ୍ତର କୋରିଆ ରେ ସ୍ଥଳ ଭାଗ ଛୁଇଞ୍ଚି ଇଡ଼ାଲିଆ।ଏବେ ଅନେକ ଲୋକ ପାଣି ଭିତରେ ଫସି ରହିଛନ୍ତି।ଖାଇବା ତାଙ୍କ ପାଇଁ ସ୍ବପ୍ନ ହୋଇ ଯାଇଛି।ଏହା ଅଧିକ ରୁ ଅଧିକ ଶକ୍ତିଶାଳୀ ହେବାକୁ ଲାଗିଛି।ସ୍ଥଳ ଭାଗ ଛୁଇଁଲା ପରେ ଏହା ତାଣ୍ଡବ ରଚିବା ଆରମ୍ଭ କରେ।ବଡ ବଡ କୋଠା ଘର ଗୁଡ଼ିକ ଅଳ୍ପ ସମୟ ମଧ୍ୟ ରେ ଭାଙ୍ଗି ଦେଇଛି।
ସମୁଦ୍ର ଠାରୁ ୧୬ ଫୁଟ ର ଜୁଆର ମାଡି ଆସୁଛି।ଲୋକ ମାନଙ୍କୁ ସମୁଦ୍ର ନିକଟ କୁ ନ ଯିବା ପାଇଁ ପରାମର୍ଶ ଦିଆ ଯାଇଛି।ସରକାର ଏହାର ମୁକାବିଲା କରିବା ପାଇଁ ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି।ମାଟି ରେ ମିଶିଛି ଘର ଦ୍ବାର।
Viral
ବାହାରକୁ ନ ବାହାରିବା ପାଇଁ ଫ୍ଲୋରିଡା ପ୍ରଶାସନ କହିଛି।ବଡ ବଡ ଘର ଗୁଡ଼ିକ ସବୁ ଭାଙ୍ଗି ଯାଇଛି।ଅନ୍ଧାର ରେ ପ୍ରାୟ ଏକ ଲକ୍ଷ ରୁ ଅଧିକ ଲୋକେ ରହିଛନ୍ତି।ଖାଇବାକୁ ମିଳୁ ନାହିଁ।କେବଳ ଫ୍ଲୋରିଡା ନୁହେଁ ତାର ଆଖପାଖ ଅଞ୍ଚଳର ଲୋକ ମାନେ ମଧ୍ୟ ଏହା ଦ୍ବାରା ପ୍ରଭାବିତ ହୋଇ ଛନ୍ତି।
ମହାକାଶ ରୁ ଜାରି ହୋଇଛି ଫ୍ଲୋରିଡା ର ଚିତ୍ର।ପାଣି ଖୁବ୍ ଜୋର୍ ରେ ମାଡ଼ି ଆସୁଛି।ଏହା ଧୀରେ ଧୀରେ ଭୟଙ୍କର ରୂପ ଧାରଣ କରୁଚି।ଲୋକ ମାନେ ଭୟଭୀତ ହେଲେଣି।ସୁରକ୍ଷିତ ସ୍ଥାନ କୁ ଯିବା ପାଇଁ ପରାମର୍ଶ ଦିଆ ଯାଇଚି।ଲୋକ ମାନେ ନିଜ ଧନ ଜୀବନ ରକ୍ଷା କରିବାକୁ ଜୋର୍ ଦାର୍ ପ୍ରୟାସ କରିଛନ୍ତି।

Advertisement