Updated: Aug 5, 2023, 16:53 IST

ଜୀବନ ମୃ-ତ୍ୟୁ ସହ ଲଢେ଼ଇ କରୁଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ ଦେଖନ୍ତୁ ଆସିଲା ବଡ ଦୁଃଖ ଖବର

VIRAl

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ସମୟ କେତେବେଳେ କାହାର ଖରାପ ପଡେ ତାହା କେହି ଜାଣି ନାହାଁନ୍ତି।ଭଗବାନ ଙ୍କ ଇଚ୍ଛା ରେ ସବୁ କିଛି ହୋଇ ଥାଏ।ତାଙ୍କ ବିନା ଅନୁମତି ରେ ଗଛ ରେ ପତ୍ର ଟିଏ ମଧ୍ୟ ହୁଏ ନାହିଁ।ଆଜି ଆମେ ଓଲିଉଡ ର ଜଣେ ଲୋକ ପ୍ରୀୟ ଅଭିନେତ୍ରୀ ଙ୍କ ବିଷୟରେ କହିବାକୁ ଯାଉଛୁ।
Viral
ଯିଏ କି ଥରେ ନୁହେଁ ଦୁଇ ଦୁଇ ଥର ଏକ ମାରାତ୍ମକ ରୋଗ ର ଶିକାର ହୋଇ ସାରିଲେଣି।ସେ ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ରୋଗ ବିଷୟ ରେ ସୂଚନା ଦେଇଛନ୍ତି।ଲୋକ ମାନେ ଏ କଥା ଶୁଣି ତାଙ୍କ ଆରୋଗ୍ୟ କାମନା କରିଛନ୍ତି।
ସେହି ଲୋକ ପ୍ରିୟ ଅଭିନେତ୍ରୀ ଜଣକ ହେଉଛନ୍ତି ଛବି ମିତେଲ।ସେ ଜଣେ ଜଣା ଶୁଣା ଟିଭି ଅଭିନେତ୍ରୀ।ହେଲେ ଏହି ଅଭିନେତ୍ରୀ ଗତ କିଛି ଦିନ ତଳେ ସ୍ଥନ କର୍କଟ ରୋଗ ର ଶିକାର ହୋଇ ଥିଲେ।ଯେଉଁଥି ପାଇଁ ସେ ଅଭିନୟ ଦୁନିଆ ଠାରୁ ଦୂରେଇ ଯାଇଥିଲେ।
Viral
ଅନେକ ମାସ ଧରି ଚିକିତ୍ସିତ ହୋଇ ଥିଲେ।ଏହା ପରେ ସେ ସମ୍ପୂର୍ଣ୍ଣ ରୂପେ ଭଲ ହୋଇ ଗଲେ।ହେଲେ ପୁଣି ଥରେ ସେ ଆଉ ଏକ ରୋଗ ର ଶିକାର ହୋଇ ଛନ୍ତି।ଏହି ରୋଗ ବିଷୟ ରେ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ କହିଛନ୍ତି।
ଛବି ମିତେଲ କହିଛନ୍ତି କି ମୋତେ ଏପରି ଏକ ରୋଗ ହୋଇଛି ଯାହା କୁ କି ଆପଣ ମାନେ କେବେ ଜାଣି ନ ଥିବେ।ଏହା ହେଉଛି ସମ୍ପୂର୍ଣ୍ଣ ଏକ ନୂଆ ରୋଗ।ଏଥିରେ କ୍ରମାଗତ କାଶ ହୋଇ ଥାଏ।ଏଥିପାଇଁ ମୁ ପ୍ରତିଦିନ ଇଞ୍ଜେକସନ ନେଉଛି।
Viral news
ଏହା ସହିତ ମୁ ନିଶ୍ୱାସ ନେବା ବେଳେ କି ମୋ ହାତ କୁ କାମ ରେ ଲଗାଇବା ବେଳେ ମୋତେ ଅଧିକ ମାତ୍ରା ରେ ଯନ୍ତ୍ରଣା ହେଉଛି।ସିଧା ହୋଇ ବସିବା ମଧ୍ୟ ମୋ ପାଇଁ ସମ୍ଭବ ହେଉ ନାହିଁ।ଏପରି ଏକ ରୋଗ ବିଷୟ ରେ ଆପଣ ମାନେ କେବେ ବି ଶୁଣି ନ ଥିବେ।
ସେ କେବେ ହେଲେ ନିଜ ମନ କୁ ଖରାପ କରନ୍ତି ନାହିଁ।ସବୁବେଳେ ପଜିଟିଭ ରହି ବାକୁ ପସନ୍ଦ କରନ୍ତି।ଯାହାକି ତାଙ୍କୁ ତାଙ୍କ ରୋଗ ରୁ ଭଲ କରିବାରେ ତାଙ୍କୁ ସାହାର୍ଯ୍ୟ କରିଛି।ସେ ନିଜ ଅସୁସ୍ଥତା ସମୟ ରେ ନିଜର ଯତ୍ନ ନେଇଥିଲେ।ତାଙ୍କ ପ୍ରଶଂସକ ମାନେ ଚାହିଁ ଛନ୍ତି କି ସେ ଖୁବ୍ ଶୀଘ୍ର ଭଲ ହୋଇ ଅଭିନୟ ଦୁନିଆ ରେ ପାଦ ରଖନ୍ତୁ।

Advertisement