Updated: Jun 15, 2023, 08:35 IST

କାହିଁକି ଏମିତି କହିଲେ Sidhanta Mohapatra ଥରେ ଶୁଣି ନିଅନ୍ତୁ ତାଙ୍କରି ମୁଁହ ରୁ ଦେଖନ୍ତୁ ଏହି Exclusive Visual

Viral news

ନମସ୍କାର ବନ୍ଧୁଗଣ।ଆପଣ ମାନେ ଜାଣି ଥିବେ ଯେ ଆଜି ଠାରୁ ଆରମ୍ଭ ହୋଇଛି ରଜ ପର୍ବ।ସାରା ଓଡିଶା ବାସି ଆନନ୍ଦ ଉଲ୍ଲାସ ରେ ପାଳନ କରୁଛି ରଜ ପର୍ବ।କିଏ ପାନ ଖାଇ ଏହି ପର୍ବ କୁ ଧୁମ ଧାମ୍ ରେ ପାଳନ କରୁଛି ତ କିଏ ଦୋଳି ଖେଳି ପାଳନ କରୁଛି।
ଗାଁ ଠାରୁ ସହର ଯାଏଁ ସମସ୍ତେ ଉତ୍ସବ ମୁଖର ହୋଇ ଉଠୁଛନ୍ତି।ଏହି ପର୍ବ ତିନି ଦିନ ଧରି ପାଳନ କରା ଯାଏ।ଓଲିଉଡ଼ ର କଳାକାର ମାନେ ମଧ୍ୟ ଏହି ପର୍ବ କୁ ପାଳନ କରୁଛନ୍ତି।ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।
ସେହିପରି ଜଣେ କଳାକାର ହେଉଛନ୍ତି ସିନ୍ଧାନ୍ତ ମହାପାତ୍ର ଓରଫ୍ ମୁନ୍ନା ଭାଇ।ସେ ଏହି ନା ରେ ସାରା ଓଡିଶା ରେ ପରିଚିତ।ଏହି ନାମ ୯୦ ଦଶକ ରେ ଏକ ସୁପରିଚିତ ନାମ ଥିଲା।
ସେ ଓଡ଼ିଆ ଲୋକ ମାନଙ୍କୁ ଅନେକ ସୁପରହିଟ୍ ସିନେମା ଭେଟି ଦେଇଛନ୍ତି।ତାଙ୍କ ଭଳି ଲୋକ ଓଲିଉଡ ଜଗତ ରେ ମିଳିବ କଷ୍ଟକର।ଆଜି ପହିଲି ରଜ କୁ ସେ ମଧ୍ୟ ଆନନ୍ଦ ଉଲ୍ଲାସ ରେ ପାଳନ କରିଛନ୍ତି ବୋଲି କହିଥିଲେ।ପ୍ରଥମେ ସେ ପାନ ଖାଇ ଦର୍ଷକ ମାନଙ୍କୁ ରଜ ପର୍ବ ର ଅଭିନନ୍ଦନ ଜଣାଇ ଥିଲେ।
ରିପୋର୍ଟର ମାନେ ତାଙ୍କୁ ଏକ ଡାଇଲଗ୍ କହିବା ପାଇଁ କହିଥିଲେ।ସେ କହିଥିଲେ କି ଏ ଜଙ୍ଗଲ ରେ ବାଘ ଟିକେ କଣ ଗର୍ଜିବା ଛାଡି ଦେଲା ଏ ଜଙ୍ଗଲ ଟା କଣ ବିଲେଇ ର ହୋଇଯିବ।
ସେ ଏକଥା କାହା ଉଦ୍ଦେଶ୍ଯରେ କହିଥିଲେ ତାହା ଜଣା ପଡି ନାହିଁ।ତା ପରେ ସେ ସମସ୍ତଙ୍କୁ ନମସ୍କାର କଲେ।ଓ ପାନ ଖାଇ ରଜ ଉତ୍ସବ ର ଶୁଭରମ୍ଭ କଲେ।ତାଙ୍କର ଏକ ଓଡ଼ିଆ ଫିଲ୍ମ ଆସୁଛି ଗୁଡ଼ୁଗ୍ୟାଙ୍ଗଷ୍ଟାର ।ଯାହାକୁ କି ନେଇ ଲୋକ ଉତ୍ସାହିତ ଅଛନ୍ତି ବୋଲି ସୋସିଆଲ୍ ମିଡ଼ିଆରେ ଦେଖିବାକୁ ମିଳୁଛି।
ଶେଷ ରେ ସିଦ୍ଧାନ୍ତ ମହାପାତ୍ର ସମସ୍ତ ଙ୍କୁ ରଜ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ୍ ଜଣାଇଲେ।ଏହି ରଜ ପର୍ବ ହେଉଛି ଓଡିଶା ର ଗଣ ପର୍ବ।ଏହି ଦିନ ଝିଅ ବୋହୁ ମାନେ ସଜବାଜ ହୋଇ ଦୋଳି ଖେଳନ୍ତି।ଘରେ ଘରେ ପିଠା ପଣା ର ଆସର ଜମି ଥାଏ।

Advertisement