Updated: Mar 25, 2024, 21:03 IST

ହେଲା ବଡ ଚମତ୍କାର ଦେଖନ୍ତୁ ହଠାତ୍ ଜୀବନ୍ତ ହୋଇ ଉଠିଲେ ପ୍ରଭୁ ରାମଲଲା ଦେଖନ୍ତୁ ଏହି ଦୃଶ୍ୟ - Exclusive

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ସମୟରେ ଅନେକ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପ୍ରଭୁ ରାମଲାଲାଙ୍କୁ ନେଇ ଆସିଥିବା ଖବର ବିଷୟରେ ଜାଣିପାରିବେ ।
ଏବେ ପୁଣି ଅଯୋଧ୍ୟା ନଗରୀରେ ପ୍ରତିଷ୍ଠା ହୋଇଥିବା ରାମଲାଲାଙ୍କ ମୂର୍ତ୍ତିକୁ ନେଇ ଆସିଲା ବଡ ଖବର । ଅଯୋଧ୍ୟାରେ ଦେଖିବାକୁ ମିଳିଲା ରାମଲାଲାଙ୍କ ଚମତ୍କାର ଦୃଶ୍ୟ । ହଠାତ୍ ଜୀବନ୍ତ ହୋଇ ଉଠିଲେ ରାମଲାଲା ।
Viral video
ରାମଲାଲାଙ୍କ ଅବତାର ଦେଖି ସମସ୍ତେ ଚକିତ ହୋଇଗଲେ । ୯ ବର୍ଷର ଛୁଆ ଭିତରେ ଆସିଗଲେ ପ୍ରଭୁ ରାମଲାଲା । ଗତ ଦୁଇ ମାସ ତଳେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ଆଉ ଦୁଇମାସ ତଳେ ପ୍ରଭୁ ପୂଜା ପାଉଛନ୍ତି ।
ଯେବେ ଠାରୁ ପ୍ରାଣ ପ୍ରତିଷ୍ଠା ହେଲାଣି ସେବେ ଠାରୁ ଭକ୍ତଙ୍କ ଭିଡ ଲାଗି ରହୁଛି । ଆଉ ଏହାରି ଭିତରେ ଆସିଥିବା ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହି ଦୃଶ୍ୟ ଆପଣମାନେ ଦେଖିବା ପରେ ଅନେକ ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବ । 
ପ୍ରଭୁ ରାମଲାଲାଙ୍କ ଜୀବନ୍ତ ଅବତାରକୁ ଦେଖି ଆପଣଙ୍କ ଆଖି ମଧ୍ୟ ଲାଖି ଯାଉଥିବ । ରାମଲାଲାଙ୍କ ଜୀବନ୍ତ ଅବତାର ଫଟୋ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ । ପ୍ରଭୁ ରାମଲାଲାଙ୍କ ବିଗ୍ରହ ଯେମିତି ଅବିକଳ ସେମିତି ରୂପ ।
Ram lala
ରାମଲାଲାଙ୍କ ପରି ରୂପ ଜଣେ ୯ ବର୍ଷର ପିଲାକୁ ଦେଇଛନ୍ତି ଏହି ଦମ୍ପତ୍ତି । ଏହି ଦମ୍ପତ୍ତି ପଶ୍ଚିମବଙ୍ଗର ଆଚଲଯୋଲରେ ରହୁଛନ୍ତି । ଏହି ଦମ୍ପତ୍ତି ୯ ବର୍ଷର ଗୋଟିଏ ଶିଶୁକୁ ପ୍ରଭୁ ରାମଲାଲାଙ୍କ ବିଗ୍ରହ ରୂପ ଦେଇଛନ୍ତି । ଏହି ଶିଶୁ ଅବିକଳ ପ୍ରଭୁ ରାମଲାଲାଙ୍କ ପରି ଦେଖାଯାଉଛି । 
ଏହି ଦମ୍ପତ୍ତି ହେଉଛନ୍ତି ମେକପ ଆର୍ଟିଷ୍ଟ । ସେମାନେ ନିଜ କଳାର ଯାଦୁରେ ଏହି ଶିଶୁକୁ ପ୍ରଭୁ ରାମଲାଲାଙ୍କ ବିଗ୍ରହ ରୂପ ଦେଇଛନ୍ତି । ଏହି ଦମ୍ପତ୍ତି ହେଉଛନ୍ତି ଆଶିଷ କୁନ୍ଦୁ ଆଉ ରୁବି । ମେକପ ଜରିଆରେ ଶିଶୁଟିକୁ ପ୍ରଭୁ ରାମଲାଲାଙ୍କ ମୂର୍ତ୍ତି ରୂପରେ ବଦଳାଇ ଦେଇଛନ୍ତି ।
ଯାହାକୁ ଦେଖିଲେ ଆପଣ ମଧ୍ୟ ଚକିତ ହୋଇଯିବେ । ସେମାନେ ଏକ ବ୍ୟୁଟିପାର୍ଲର ମଧ୍ୟ ଦେଇଛନ୍ତି । ସେମାନେ ପ୍ରଭୁଙ୍କ ରୂପ ଦେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି । ଏହି ଦମ୍ପତ୍ତି କିଛି କରିବାକୁ ଚାହୁଁଥିଲେ ଆଉ ସେମାନେ ଏହି କାମ କରିଥିଲେ । ଏହି ଶିଶୁକୁ ନେଇ ପ୍ରଭୁ ରାମଲାଲାଙ୍କ ବିଗ୍ରହ ରୂପ ଦେବାକୁ ଏକ ମାସ ସମୟ ଲାଗିଥିଲା ।

Advertisement