Updated: Aug 30, 2023, 21:35 IST

ଚନ୍ଦ୍ରରେ ମିଳିଲା ପ୍ରଚୁର ସୁନାର ଠାବ ଦେଖନ୍ତୁ ଏହି ଦୃଶ୍ୟ କେମିତି ଠାବ କଲା ପ୍ରଜ୍ଞାନ

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଚନ୍ଦ୍ରଯାନ ୩ କୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ମଧ୍ୟ ଅନେକ କଥା ଜାଣିପାରିବେ । ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।
Viral
ଏହି ଖବର ହେଉଛି ଚନ୍ଦ୍ରଯାନ ୩ ଇସ୍ରୋକୁ ଅନେକ ତଥ୍ୟ ଯୋଗାଉଛି । ଆଉ ଚନ୍ଦ୍ର ପୃଷ୍ଠରେ ପହଞ୍ଚିବା ପରେ ପ୍ରଜ୍ଞାନ ତାର କାମ କରି ଚାଲୁଛି । ଇସ୍ରୋକୁ ସବୁ ତଥ୍ୟ ଦେଉଛି ଚନ୍ଦ୍ର ପୃଷ୍ଠର । ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଆଉ ଏହି ଚନ୍ଦ୍ରଯାନ ବିଷୟରେ ଏହି ଖବର ଜାଣିପାରିବେ । ପ୍ରଜ୍ଞାନ ଚମତ୍କାର କରିଦେଇଛି । ଚମତ୍କାର ଖବର ଦେଇଛି ପ୍ରଜ୍ଞାନ । ଜହ୍ନ ମାଟି ତଳୁ ମିଳିଲା ସୁନା । ଚନ୍ଦ୍ରର ସୁନା ଉପରେ ରହିଛି କାହାର ଅଧିକାର ? ଏହି ସୁନା ପାଇଲେ ଭାରତର ଭାଗ୍ୟ ବଦଳିଯିବ କି ?
Viral
ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ର ପୃଷ୍ଠରେ ପାଦ ଥାପିଛି ଭାରତ । ଚନ୍ଦ୍ର ପୃଷ୍ଠରେ ସଫଳ ଭାବରେ ଲ୍ୟାଣ୍ଡ କରିଛି ଲ୍ୟାଣ୍ଡର ବିକ୍ରମ । ଲ୍ୟାଣ୍ଡିଂ ପରେ ରୋଭର ପ୍ରଜ୍ଞାନ କରିଦେଇଛି କାମ । ଚନ୍ଦ୍ର ପୃଷ୍ଠରେ ଘୁରି ବୁଲିଛି ଆଉ ଅନେକ ତଥ୍ୟ ଯୋଗାଉଛି ।
ଏବେ ସାରା ବିଶ୍ୱରେ ଭାରତର ବାଃ ବାଃ ହେଉଛି । ଯାହା କେହି କରିପାରି ନଥିଲେ ତାହା ଭାରତ କରି ଦେଖାଇଛି । ଲକ୍ଷ ଲକ୍ଷ ବର୍ଷ ପୂର୍ବେ ପୃଥିବୀ ସହିତ ମଙ୍ଗଳ ଗ୍ରହ ଭଳି ଉଲକାପିଣ୍ଡ ଧକା ହୋଇଥିଲା ଆଉ ସେହିଥିରୁ ଚନ୍ଦ୍ରର ସୃଷ୍ଟି ବୋଲି ବୈଜ୍ଞାନିକମାନେ କହୁଛନ୍ତି । 
ପ୍ରଥମେ ନାସା ଲୁନାରକୁ ଚନ୍ଦ୍ର ପୃଷ୍ଠକୁ ଛାଡିଥିଲା । ଆଉ ସେତେବେଳେ ଜଣାପଡିଥିଲା କି ଚନ୍ଦ୍ରରେ ସୁନା ଅଛି । ଆଉ ଏହି ସୁନା ଦୁଇଟି ଉପାୟରେ ସୃଷ୍ଟି ହୋଇଥିବ । ଏହା ଉଲକାପିଣ୍ଡର ପ୍ରଭାବର କିମ୍ବା ଚନ୍ଦ୍ର ସୃଷ୍ଟି ପ୍ରକ୍ରିୟା ସମୟରେ ଏହି ସୁନା ବାହାରିଥିବା ବୋଲି ଜଣାପଡିଛି ।
ତାହେଲେ ଭାରତ ଚନ୍ଦ୍ରଯାନ ୩କୁ ନେଇ ଆଶାବାଦୀ ଅଛି । ଚନ୍ଦ୍ର ପୃଷ୍ଠରେ ସୁନା ଅଛି ବୋଲି ଯେତେବେଳେ ପ୍ରମାଣ ମିଳିବ ସେତେବେଳେ ଏହି ସୁନା ଉପରେ କାହାର ରହିବ ଅଧିକାର ସେନେଇ ଜଣାପଡ଼ିବ । ଏନେଇ ଏବେ ଚର୍ଚ୍ଚା ହେଉଛି । ଆପଣମାନେ ସବୁ ଜାଣିପାରିବେ ।

Advertisement