Updated: Sep 10, 2023, 12:10 IST

ହେ ଭଗବାନ, ସକାଳୁ ସକାଳୁ ଦୁନିଆ ପାଇଁ ବହୁତ୍ ବଡ଼ ଦୁଃଖ ଖବର ! ଅଧା ଆକାଶ ରେ ଫାଟିଗଲା ଆପୋଲୋ- ୧୩ ମହାକାଶ ବିମାନ

Viral videos

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏହା କହିବାକୁ ଯାଉଛୁ କି କଣ ଥିଲା ଆପୋଲୋ ୧୩ ର ମିଶନ ଆଉ କିଭଳୀ ତିନି ମହାକାଶଚାରୀ ମୃ-ତ୍ୟୁ ମୁଖରୁ ଫେରିବାରେ ସଫଳ ହୋଇଥିଲେ।
ଏପ୍ରିଲ ମାସ ୧୧ ତାରିଖ ୧୯୭୦ ମସିହାରେ ଆମେରିକା ସ୍ପେସ ସେଣ୍ଟର୍ ରୁ ଏକ ରକେଟ ଲଞ୍ଚ ହୋଇଥିଲା ଆଉ ଏଥିରେ ଥିଲେ ତିନିଜଣ ମହାକାଶଚାରୀ। ପୃଥିବୀରୁ ପ୍ରଥମ ବ୍ୟକ୍ତି ଭାବରେ ନିଲ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ର ରେ ପାଦ ରଖିଥିଲେ।
Vishal
ଏହାପରେ ଆମେରିକା ମଧ୍ୟ ତାର ଦ୍ଵିତୀୟ ମୁନ ମିଶନ କୁ ଲଞ୍ଚ କରିଥିଲା। ମିଶନ ସଫଳ ହେବା ପରେ ଚନ୍ଦ୍ର ପୃଷ୍ଠ ରୁ ଓହ୍ଲାଇବା ପାଇଁ ସ୍ବପ୍ନ ଦେଖୁ ଥିଲେ ମହାକାଶ ଚାରି ମାନେ।
ହେଲେ ସେମାନେ ଜାଣି ନଥିଲେ କି ସେମାନଙ୍କର ଏହି ସ୍ବପ୍ନ ସ୍ବପ୍ନ ରେ ହିଁ ରହିଯିବ। ଲଞ୍ଚ ହେବାର କିଛି ସମୟ ପରେ ଆପୋଲୋ ୧୩ ରେ ଏକ ବିସ୍ପୋରଣ ହୋଇଥିଲା। ଆଉ ସେଥିରେ ଥିବା ମହାକାଶଚାରୀ ଗ୍ରାଉଣ୍ଡ ଷ୍ଟେସନ କୁ ସୁଚନା ଦେଇଥିଲେ।
ସେ କହିଥିଲେ କି ଚନ୍ଦ୍ରୟାନ ରୁ ବାୟୁ ଲିକ ହେଉଛି। ଆଉ ସେ ତାର ନିୟନ୍ତ୍ରଣ କୁ ମଧ୍ଯ ହରାଇ ବସିଛି। ନିର୍ଦ୍ଧାରିତ ସ୍ଥାନ ଠାରୁ ଆହୁରି ଦୂରକୁ ଦୂରକୁ ଚାଲି ଯାଉଛି ସ୍ପେସ କ୍ରପ୍ଟ। ସେମାନେ ପୃଥିବୀ ଠାରୁ ଏତେ ଦୂରକୁ ଚାଲି ଯାଇଥିଲେ କି ତାହା ଏକ ବିରଳ ରେକର୍ଡ ହୋଇ ଯାଇଥିଲା।
Viral
ଆଜି ଠାରୁ କୌଣସି ମଣିଷ ମଧ୍ୟ ପୃଥିବୀ ଠାରୁ ଏତେ ଦୂରକୁ ଯାଇ ନଥିଲେ। ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବା ତ ଦୂରର କଥା। ସେମାନେ ଭାବି ପାରୁ ନଥିଲେ କି ସେମାନେ ଆଉ ଜୀବିତ ଫେରିବେ କି ନାହିଁ।
ଏଥିରେ ଥିଲେ ମହାକାଶଚାରୀ ଜେମ୍ସ ନୋଭେଲ ଆଉ ଦୁଇଜଣ ମଧ୍ୟ ଯାଇଥିଲେ। କମାଣ୍ଡ ମଦ୍ୟୁଲ ରେ ଏହି ତିନିଜଣ ବସିବା ଖୁବ୍ କଷ୍ଟଦାୟକ ଥିଲା କାରଣ ଏହା ଖୁବ ଛୋଟ ଥିଲା।
ଏଥିରେ ଥିବା ଅକ୍ସିଯେନ୍ ଟାଙ୍କି ରେ ହଠାତ୍ ଏକ ବିସ୍ପୋରଣ ଘଟିଥିଲା। ଆଉ ଏଥିରେ ହଲଚଲ ମଚି ଯାଇଥିଲା। ଏହା ବାହାର ପରେ ଥିବାରୁ ତିନି ମହାକାଶଚାରୀ ଏଥିରୁ ବର୍ତ୍ତି ଯାଇଥିଲେ। ଯାହାକି ତାଙ୍କ ଜୀବନ ବଞ୍ଚାଇ ଦେଇଥିଲା।

Advertisement