Updated: Aug 29, 2023, 20:00 IST

ମରି ଯାଇଥାନ୍ତେ ନିଲ ହେଲେ ବଞ୍ଚାଇ ଦେଲେ ଏଲିଅନ ଦେଖନ୍ତୁ ସାମ୍ନାକୁ ଆସିଲା ଆଶ୍ଚର୍ୟ୍ଯ ଜନକ ଖବର

Viral news

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଜାଣିପାରିବେ ଯାହା ଶୁଣିଲେ ଆପଣ ଅନେକ କଥା ଜାଣିପାରିବେ । ଏହି ଭିଡିଓ ଆପଣଙ୍କୁ ଅନେକ କିଛି କଥା ଜଣାଇବ । ଆପଣମାନେ ନାସା ବିଷୟରେ କିଛି ଖବର ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । 
Viral
ଆପଣମାନେ ସମସ୍ତେ ନିଲ ଆର୍ମଷ୍ଟ୍ରଙ୍ଗଙ୍କୁ ତ ଜାଣିଥିବେ । ଏହି ବ୍ୟକ୍ତିଙ୍କ ନାଁ ସମସ୍ତେ ଜାଣିଥିବେ ବା ଶୁଣିଥିବେ । ସେ ହେଉଛନ୍ତି ପ୍ରଥମ ମହାକାଶଚାରୀ । ନାସା ପାଇଁ ମରି ସାରିଥିଲେ ନିଲ ଆର୍ମଷ୍ଟ୍ରଙ୍ଗଷ୍ଟ୍ରଙ୍ଗ ଆଉ ତାଙ୍କ ପାଇଁ ଲେଖା ସରିଥିଲା ଶ୍ରଦ୍ଧାଞ୍ଜଳି ଭାଷଣ ।
ହେଲେ ତାଙ୍କୁ ବଞ୍ଚାଇ ଦେଇଥିଲା ଏଲିୟନ । ନାସା ଜାଣି ସାରିଥିଲା ନିଲ ଆର୍ମଷ୍ଟ୍ରଙ୍ଗ ସମେତ ଆଉ ଦୁଇଜଣ ଜୀବିତ ନାହାଁନ୍ତି । ହେଲେ ହଠାତ୍ ସବୁକିଛି ବଦଳି ଯାଇଥିଲା । ଅଜଣା ଏକ କୋଡରୁ ନାସାକୁ ଖବର ଆସିଥାଏ । ୧୯୬୯ ମସିହା ଜୁଲାଇ ମାସ ୨୦ ତାରିଖ ଦିନ ଚନ୍ଦ୍ରରେ ପ୍ରଥମେ ମଣିଷ ପାଦ ଥାପି ଥିଲା ।
ସେହିଦିନ ପ୍ରଥମେ ପୃଥିବୀରୁ ଯାଇ ଚନ୍ଦ୍ରରେ ମଣିଷ ପହଞ୍ଚିଥିଲା । ପ୍ରଥମେ ନିଲ ଆର୍ମଷ୍ଟ୍ରଙ୍ଗ ତାଙ୍କ ଦୁଇଜଣ ସାଥିଙ୍କ ସହିତ ଚନ୍ଦ୍ରରେ ପାଦ ଦେଇଥିଲେ । ଚନ୍ଦ୍ରରେ ପହଁଚିବା ପରେ ତାଙ୍କ କାମ ଆରମ୍ଭ ହୋଇ ଯାଇଥାଏ । ଆଉ ସେ ସବୁ ଫଟୋ ପଠାଇଥାନ୍ତି ।
ମାଟି ଠାରୁ ଆରମ୍ଭ କରି ପାଣି ପର୍ଯ୍ୟନ୍ତ ନିଲ ଆର୍ମଷ୍ଟ୍ରଙ୍ଗ ସବୁ ରିପୋର୍ଟ ନାସାକୁ ପଠାଇ ଥାଆନ୍ତି । ସେ ଚାନ୍ଦର ଏ କୋଣରୁ ସେ କୋଣ କାମ କରନ୍ତି । ଏହାପରେ ଘଟିଥିଲା ଅଘଟଣ । ଆପୋଲ ୧୧ ଭିତରେ ଇଞ୍ଜିନ ତ୍ରୁଟି କାରଣରୁ ଅମ୍ଳଜାନ କାମ କରେ ନାହିଁ । ଆଉ ଏହାକୁ ଦେଖି ନିଲ ଆର୍ମଷ୍ଟ୍ରଙ୍ଗଙ୍କ ମୁଣ୍ଡ କିଛି କାମ କରେ ନାହିଁ । 
ସେତେବେଳକୁ ନାସା ଭାବି ସାରିଥିଲା କି ନିଲ ଆର୍ମଷ୍ଟ୍ରଙ୍ଗ ଏହି ଦୁନିଆରେ ଆଉ ନାହାଁନ୍ତି ଆଉ ଶ୍ରଦ୍ଧାଞ୍ଜଳି ଭାଷଣ ପ୍ରସ୍ତୁତ କରି ସାରିଥିଲା । ହେଲେ ସକାଳ ବେଳକୁ ସବୁକିଛି ବଦଳି ଯାଇଥିଲା । ଆଉ ନାସାକୁ ଏକ ଅଲଗା କୋଡରୁ ମେସେଜ ଆସିଥିଲା ଯାହାକୁ ଦେଖି ନାସାର ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।
Nil
ଆଉ ଏହି କୋଡ଼ ଏଲିୟନ ପଠାଇଥିଲା ବୋଲି ନାସା ବୈଜ୍ଞାନିକମାନେ କହିଛନ୍ତି । ଏହି କୋଡକୁ ସମାଧାନ କରିବା ପରେ ଜଣାପଡ଼ିଥିଲା କି ନିଲ ଆର୍ମଷ୍ଟ୍ରଙ୍ଗ ପୃଥିବୀକୁ ଫେରୁଛନ୍ତି । ନାସା ଏହିସବୁ ରିପୋର୍ଟକୁ ଡିଲିଟ କରି ଦେଇଛି ଯାହା ଏବେ ସମସ୍ତଙ୍କ ପାଇଁ ରହସ୍ୟ ପାଲଟି ଯାଇଛି ।

Advertisement