Updated: Aug 18, 2023, 14:05 IST

ଜଗନ୍ନାଥ ଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ଙ୍କ ସ୍ତ୍ରୀ, ହେଲେ ଗଲା ବେଳେ କହିଦେଇ ଗଲେ ଏହି ବଡ଼ କଥା

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମୋଦୀ ଙ୍କ ପତ୍ନୀ ଯଶୋଦା ବେନ୍ ପୁରୀ ଆସିଥିଲେ। ସେ ସମ୍ପୁର୍ଣ୍ଣ ପରିବାର ସହ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ ପୁରୀ ଆସିଥିଲେ। ସବୁଠାରୁ ବଡ଼ କଥା ହେଉଛି କି ସେ କୌଣସି ପ୍ରକାରର ସୁରକ୍ଷା ବ୍ୟବସ୍ଥା ଲୋଡ଼ି ନଥିଲେ।
Viral
ଜିଲ୍ଲାପାଳ କି ଜିଲ୍ଲା ପ୍ରଶାସନ କାହା ନିକଟରେ ମଧ୍ଯ ଏହି ସମ୍ପର୍କରେ କୌଣସି ପ୍ରକାରର କିଛି ଖବର ନଥିଲା। ଯଶୋଦା ବେନ ଙ୍କ ସହ ତାଙ୍କର ଭାଇ ଓ ପରିବାର ର ଅନ୍ୟାନ୍ୟ ସଦସ୍ୟ ମଧ୍ୟ ଯାଇଥିଲେ।
ଆଉ ସେ ନିଜ ପରିବାର ସହ ଆସି ଶ୍ରୀ ଜଗନ୍ନାଥ ଙ୍କ ଆଶୀର୍ବାଦ ନେଇଛନ୍ତି। ଯଶୋଦା ବେନ ପୁରୀ ଆସିଥିବା ବେଳେ ସେ କୌଣସି ପ୍ରକାରର ସୁରକ୍ଷା ବ୍ୟବସ୍ଥା ଲୋଡ଼ି ନାହାନ୍ତି ଯାହାକୁ କି ଦେଖିବା ପରେ ଏବେ ସମସ୍ତେ ମଧ୍ଯ ଖୁବ୍ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।
Modi ji
ଯଶୋଦା ବେନ ପୁରୀ ଆସିଛନ୍ତି ବୋଲି ଏ ବାବଦରେ କାହାରି ନିକଟରେ କୌଣସି ପ୍ରକାରର ସୁଚନା ମଧ୍ଯ ନଥିଲା। ଜିଲ୍ଲାପାଳ ଓ ଜିଲ୍ଳା ପ୍ରଶାସନ ଏହି ବାବଦରେ କେହି ଅବଗତ ନଥିଲେ।
ଯେତେବେଳେ ତାଙ୍କୁ ପୁରୀ ଶ୍ରୀଜଗନ୍ନାଥ ଙ୍କ ମନ୍ଦିରରେ ଦେଖା ଯାଇଥିଲା ସେତେବେଳେ ଏହାକୁ ଦେଖି ପ୍ରାୟ ଅନେକ ଲୋକ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ।
କାରଣ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ପତ୍ନୀ ହୋଇ ମଧ୍ୟ କୌଣସି ସୁରକ୍ଷା ବ୍ୟବସ୍ଥା ଲୋଡ଼ି ନଥିଲେ ଆଉ ଏହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ସେ ତାଙ୍କର ପରିବାର ଲୋକଙ୍କ ସହ ଶାନ୍ତିରେ ଦର୍ଶନ କରିବା ପାଇଁ ଚାହୁଁ ଥିଲେ ସି ଏଥିପାଇଁ ସେ କାହାକୁ ଜଣାଇ ନଥିଲେ
Viral
ତାଙ୍କର ସଂପୂର୍ଣ୍ଣ ମନ ଥିଲା ମହାପ୍ରଭୁ ଙ୍କୁ ଦର୍ଶନ କରିବାରେ। ଆଉ ଏହି ଇଛା ତାଙ୍କର ବହୁ ଦିନ ହେବ ଥିଲା ସେଥିପାଇଁ ସେ କାହାକୁ ମଧ୍ୟ କିଛି ହେଲେ ବି କହି ନଥିଲେ।
ଆଉ ଏବେ ସୋସିଆଲ ମିଡ଼ିଆରେ ଏହି ଖବର ଖୁବ୍ ଭାଇରାଲ ହେବାରେ ଲାଗିଛି। ଆଉ ଯଶୋଦା ବେନ ଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ତେବେ ଏହାକୁ ଦେଖିବା ପରେ ଆପଣ ଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Advertisement